ପ୍ରେକିକାକୁ ବାହା ହେବବୋଲି ପ୍ରେକିକାର ୨ ବର୍ଷର ଝିଅକୁ ମା-ରିଦେଲା ପ୍ରେମିକ।

କୁହାଯାଏ ଛୋଟ ପିଲା ଭଗବାନଙ୍କ ସମାନ। ସେଥିପାଇଁ ଯଦି ଘରେ କେହି ଛୋଟ ପିଲାଙ୍କୁ ମା-ଡ଼ ମାରେ କିମ୍ଵା ଗା-ଳିକରେ ତେବେ ଭଗବାନ ରହିବେ ବୋଲି ବଡ଼ ଲୋକ କୁହନ୍ତି। କିନ୍ତୁ ଆଜିର ଏ କଳି ଯୁଗରେ ଲୋକମାନେ ଭଗବାନଙ୍କୁ ମାନୁ ନାହାଁନ୍ତି ତ ସେମାନେ ଛୋଟ ପିଲାକୁ କଣ ମାନିବେ। ହଁ ଆଜ୍ଞା ଏମିତି କିଛି ଅଭା-ବନୀୟ ଘଟ-ଣା ବାଲେଶ୍ଵର ଜିଲ୍ଲାରେ ଦେଖିବାକୁ ମିଳିଛି।

ବାଲେଶ୍ଵର ଜିଲ୍ଲାର ଖନ୍ତପଡ଼ା ଥା-ନ ଅନ୍ତର୍ଗତ ଭୁଇପଡ଼ା ଗାଆଁର ମନୋଜ ଦାସଙ୍କ ଘରେ ଜୋସ୍ନାରାନୀ ପଣ୍ଡା କାମ କରନ୍ତି। ଜୋସ୍ନାରାନୀ ବାଲେଶ୍ବର ନୂଆ ବାଜରରେ ରୁହନ୍ତି। ତାଙ୍କର ୨ ବର୍ଷର ଝିଅ ମଧ୍ୟ ଅଛି। ସେ ସବୁବେଳେ ମନୋଜଙ୍କ ଘରକୁ କାମ କରିବାକୁ ଯାଆନ୍ତି। ସବୁବେଳେ ଯିବା ଆସିବ ଭିତରେ କେତେବେଳେ ମନୋଜ ଜୋସ୍ନାଙ୍କୁ ଭଲ ପାଇ ଗଲେ। ତାପରେ ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଆରମ୍ଭ ହେଲା।

ମନୋଜ ଜୋସ୍ନାଙ୍କୁ ବାହା ହେବେ ବୋଲି କହିଲେ କିନ୍ତୁ ଜୋସ୍ନା ରାଜି ହେଇ ନଥିଲେ। ସେ ନିଜ ୨ ବର୍ଷର ଝିଅକୁ ଛାଡ଼ି କୁଆଡେ ଯିବେନି ବୋଲି କହିଲେ। ସେଥିପାଇଁ ମନୋଜ ବହୁତ୍ ରା-ଗିଗଲେ। ଘରେ କେହି ନଥିବାର ସୁଯୋଗ ନେଇ ମନୋଜ ୨ ବର୍ଷର ନିରୀହ ପିଲାର ତଣ୍ଟି ଚି-ପି ମା-ରିଦେଲେ।

ତାପରେ ଖନ୍ତପଡ଼ା ଥା-ନରେ ଧାରା ୩୦୨ ଅନୁସାରେ ମନୋଜଙ୍କ ଉପରେ ହ-ତ୍ୟା ମାମ-ଲା ରୁ-ଜୁ କରାଗଲା। ପୋ-ଲିସ୍ ଘ-ଟଣା ସ୍ଥଳରୁ ଏବଂ ପୋଷ୍ଟମ-ଟମ୍ ରି-ପୋର୍ଟ୍ ରୁ ପ୍ରମାଣ ଆଗ୍ରହ କରି ମନୋଜଙ୍କୁ ଗି-ରଫ କରି ଜେ-ଲକୁ ନେଇଛି ଏବଂ ଆଉ କିଛି ଦିନ ପରେ ତାଙ୍କୁ କୋର୍ଟକୁ ପଠାଯିବ ବୋଲି କହିଛି।

Leave a Reply

Your email address will not be published. Required fields are marked *