ସମୁଦ୍ର ବେଳାଭୂମିକୁ ଫୋଟ ଉଠାଇବାକୁ ଆସିଥିବା ଯୁବକ ଯୁବତୀଙ୍କୁ ଭିଡ଼ିଓ ଭାଇରାଲ ଧ-ମକ ଦେଲେ ସ୍ଥାନୀୟ ଲୋକ । ଆଉ ଟଙ୍କା ବି ନେଲେ ।

ପ୍ରତ୍ୟେକ ଲୋକର ନିଜ ନିଜ ପ୍ରାଇ-ଭେସି ରହିଥାଏ । ଆଉ ଲୋକେ ନିଜ ସଉକ ଅନୁଯାୟୀ ବୁଲିବା ପସନ୍ଦ କରନ୍ତି । କିନ୍ତୁ ଯଦି ଏହି ବୁଲାବୁଲି ଉପରେ ଅମାନୁଷିକ କାର୍ଯ୍ୟ କରୁଥିବାର ବୋଲ ଲଗାଇ ବ୍ଲାକ-ମେଲର ବ୍ଲାକ-ମେଲ କରେ ତେବେ ଏଭଳି କଥାକୁ କେହିବି ସହ୍ୟ କରି ପାରିବେ ନାହିଁ । ହଁ ଆଜ୍ଞା , ଆଜିକାଲିକା ସମୟରେ ବ୍ଲା-କମେ-ଲ ଏଭଳି ଗୋଟିଏ ମୁଣ୍ଡବ୍ୟଥା ହୋଇ ଯାଇଛି ଯାହା କମିବାକୁ ନାମ ହିଁ ନେଉନାହିଁ । ପୂର୍ବରୁ କିପ୍ୟାଡ଼ ଫୋନରେ ଏହି ଭିଡ଼ିଓ କରିବାର ଫିଚର ନଥିଲା , ସବୁକିଛି ଠିକ ଠାକ ଥିଲା । ମାତ୍ର ସ୍କାର୍ଟଫୋନ ସବୁକିଛି ବିଗାଡି ଦେଲା ।

ସ୍ମାର୍ଟ ଫୋନ ବର୍ତ୍ତମାନ ସମୟ ପାଇଁ ଅତ୍ୟନ୍ତ ଉପଯୋଗୀ କିନ୍ତୁ ଏହାର ଅନେକ ଖରାପ ପ୍ର-ଭାବ ମଧ୍ୟ ରହିଛି । ଭିଡ଼ିଓ ବବନାଇ ଭାଇରଲ କରିବାର ଧ-ମକ ଦେବା । ଭୋଏସ ରେକର୍ଡ଼ କରି ଭାଇରଲ କାରବାର ଧ-ମକ ଦେବା , ଫୋଟ ଭାଇରଲ କରିବା ଏମିତି ଅନେକ ଅମାନୁଷିକ କାର୍ଯ୍ୟ ଦେଖିବାକୁ ମିଳୁଛି । ବର୍ତ୍ତମାନ ଲୋକେ ଠିକ ଏହାର ଫାଇଦା ଉଠାଇ ବ୍ଲାକ-ମେଲକୁ ନିଜର ପଇସା ରୋଜଗାର କରିବାର ପନ୍ଥା ଭାବରେ ଗ୍ରହଣ କରି ନେଇଛନ୍ତି । ଯାହାର କୁପ୍ର-ଭାବ ଆଗାମୀ ସମୟରେ ଅଧିକ ବଢ଼ିବ । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରଲ ହେବାରେ ଲାଗିଛି ।

ଯାହାକି ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଡଗରା ବେଳାଭୂମିର ଅଟେ । ତେବେ ଏହି ସ୍ଥାନରୁ ଭାଇରଲ ହୋଇଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ଯେ ଜଣେ ଯୁବତୀ ଏବଂ ସାଥିରେ ଦୁଇ ଯୁବକ ସେଠାକାର ଝାଉଁ ବଣକୁ ଫୋଟ ଉଠାଇବାକୁ ଆସିଥିଲେ ଏବଂ ଫୋଟ ଉଠାଇ ଥିଲେ । ମାତ୍ର ସେହି ସମୟରେ କିଛି ସ୍ଥାନୀୟ ଲୋକେ ସେମାନଙ୍କୁ ଘେରି ଯାଇଥିଲେ । ଏବଂ ବାରମ୍ବାର କହିବାରେ ଲାଗିଥିଲେ ଯେ ଟଙ୍କା ନଦେଲେ କୁଆଡ଼େ ସେମାନେ ଭିଡ଼ିଓ ଭାଇରଲ କରିଦେବେ । ଯାହା ଶୁଣିବା ପରେ ଦୁଇ ଯୁବକ ଏବଂ ଯୁବତୀ ଭ-ୟଭୀ-ତ ହୋଇ ଯାଇଥିଲେ । ଏପଟ କିନ୍ତୁ ସେହି ଲୋକ ମାନେ ୬ ହଜାର ଟଙ୍କା ମାଗିଥିଲେ ।

ନଚେତ ଭିଡ଼ିଓ ଭାଇରଲ କରିଦେବାକୁ ଧ-ମକ ଦେଇଥିଲେ । ବେଳାଭୂମିକୁ ଫୋଟ ଉଠାଇବାକୁ ଏବଂ ଉପଭୋଗ କରିବାକୁ ଆସିଥିବା ଏହି ଯୁବକ ଯୁବତୀ କେବେ ଭାବି ନଥିଲେ ଯେ ତାଙ୍କ ସହିତ ଏଭଳି କିଛି ଘ-ଟଣା ଘଟିଯିବ ବୋଲି । ତେବେ ଅନେକ ସମୟ ଅନୁରୋଧ କରିବା ପରେ ସେହି ଲୋକଙ୍କୁ ୧୦୦୦ ଟଙ୍କା ଦେଇ ଯୁବକ ଯୁବତୀ ଖସି ଆସିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଭିଡ଼ିଓ ମଧ୍ୟ ଭାଇରଲ ହୋଇଥିଲା । ତେବେ ଏଠାରେ କହି ରଖିବୁ ଯେ ସମୁଦ୍ର ବେଳାଭୂମି ବୁଲିବା ପାଇଁ ରହିଥାଏ । ଆଉ ଯଦି ସେଠାରେ ବି ଏପରି ଘ-ଟଣା ଘଟେ ତେବେ ଏଥର ବେଳଭୂମି ଜନମୟ ହେବା ପରିବର୍ତ୍ତେ ଶୂନଶାନ ରହିବ । ତେଣୁ ପୋଲିସ ପ୍ରଶାସନ ବ୍ଲକ-ମେଲ ଭଳି କୁତ୍ସିତ କାର୍ଯ୍ୟକୁ ବନ୍ଦ କରିବା ଉଚିତ । ନଚେତ ସେହି ଅମା-ନୁଷିକ ବ୍ୟକ୍ତିଙ୍କର ଆହୁରି ମୁହଁ ବଢ଼ିଯିବ ।

Leave a Reply

Your email address will not be published. Required fields are marked *