ବିବାହ ମଣ୍ଡପରେ ହାଇଡ୍ରାମା:- ସ୍ତ୍ରୀ ବଧୂ ବେଶ ସାଜି ବିବାହ ମଣ୍ଡପରେ ବସିଲା, ପୁଅକୁ ଧରି ଥା-ନାରେ ପହଞ୍ଚିଲା ସ୍ୱାମୀ।

ବର୍ତ୍ତମାନ ସମୟରେ କୌଣସି ବ୍ୟକ୍ତିକୁ ଭରସା କରିବା କଷ୍ଟକର ହୋଇ ପଡ଼ିଛି। ଯେ କୌଣସି ମୁହୂର୍ତ୍ତରେ ବି ଧୋ-କା ଦେଇ ପାରନ୍ତି। ଅନେକ ଲୋକ ବିଶ୍ୱା-ସରେ ବି-ଷ ଦେଇ ବିଶ୍ୱା-ସ ଘା-ତକ କରିଥାନ୍ତି। ତେଣୁ ଆଜିର ଜୀବନର ଭରସାଯୋଗ୍ୟ ବ୍ୟକ୍ତି ମିଳିବା କଠିନ ହୋଇ ଯାଇଛି। ସାତ ଜନମ ପାଇଁ ଅ-ଗ୍ନିକୁ ସାକ୍ଷୀ ରଖି ବିବାହ କରିଥିବା ସ୍ୱାମୀକୁ ଏକୁଟିଆ ଛାଡି ଯାଇ ଦ୍ଵିତୀୟ ବିବାହ କରୁଥିଲା ସ୍ତ୍ରୀ। କେତେବେଳେ କାହାକୁ କେଉଁ ସମୟରେ ପ୍ରେମ ହୋଇଯିବ ତାହା କେହି କହିପାରିବେ ନାହିଁ। କିନ୍ତୁ ଏହି ପ୍ରେମ କେତେଙ୍କର ଜୀବନ ମଧ୍ୟ ନେଇଛି ତାହାର କୌଣସି ହିସାବ ନାହିଁ। ପ୍ରେମରେ ପାଗଳ ଆଜିର ଯୁବ ପିଢି ହିତାହିତ ଜ୍ଞାନ ଭୁଲି ଯାଉଛନ୍ତି। ସେମାନେ କିଛି କରିବାକୁ ମଧ୍ୟ ପଛାଉ ନାହାଁନ୍ତି।

ବାହାଘର ପରେ ସ୍ବାମୀ ସ୍ତ୍ରୀ ଦୁହେଁ ଅଗ୍ନିକୁ ସାକ୍ଷୀ ରଖି ସାତ ଜନମ ପର୍ଯ୍ୟନ୍ତ ଏକାଠି ରହିବେ ବୋଲି ପ୍ରତିଜ୍ଞା ନେଇଥାନ୍ତି। କେବଳ ସେତିକି ନୁହେଁ ଦୁହେଁ ବି-ପ-ଦ ଆପ-ଦରେ ପରସ୍ପରକୁ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥାନ୍ତି। ତେବେ ଏଥିମଧ୍ୟରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଥିବା ସମ୍ପର୍କ ପବିତ୍ର ସମ୍ପର୍କ ରୂପେ ବିବେଚନା କରାଯାଏ। ହେଲେ ଯେତେବେଳେ ସ୍ୱାମୀ ହେଉ ଅବା ସ୍ତ୍ରୀ ଯଦି ସେମାନଙ୍କ ମନ ଅନ୍ୟ ପୁରୁଷ କିମ୍ବା ମହିଳା ଆଡକୁ ଯାଇଥାଏ ତେବେ ସେମାନଙ୍କ ସମ୍ପର୍କରେ ଫାଟ ପଡିବା ଆରମ୍ଭ ହୋଇଥାଏ।

ବର୍ତ୍ତମାନ ସମୟରେ ଏହିଭଳି କିଛି ଖବର ଦେଖିବାକୁ ମିଳିଛି। ତେବେ ୨୦୧୭ ମସିହାରେ ବିବାହ କରିଥିବା ସ୍ତ୍ରୀ ପୁଣିଥରେ ବଧୂ ବେଶରେ ସାଜିତ ହୋଇ ମଣ୍ଡପରେ ଆଉ ଜଣେ ପୁରୁଷକୁ ବିବାହ କରିବା ପାଇଁ ଆସି ପହଁଞ୍ଚିଲା। ଅନ୍ୟପଟେ ସ୍ୱାମୀ ଛୁ-ଆକୁ ଧରି ପୋ-ଲି-ସ ଷ୍ଟେ-ସ-ନରେ ପହଁଞ୍ଚିଲା। ତେବେ ଏଭଳି ଘ-ଟ-ଣା ବଲାଙ୍ଗୀର ଜିଲ୍ଲା ଲାଠୋର ଥା-ନା ଅଞ୍ଚଳରେ ଘଟିଛି।

ମିଳିଥିବା ଖବର ଅନୁସାରେ, ପିତବାସ ମାଝି ୨୦୧୭ ମସିହାରେ ଗୁନ୍ଗୁନ୍ ଙ୍କୁ ସାମାଜିକ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ତେବେ ମହିଳା ଜଣକ ପୋ-ଲି-ସ କନେ-ଷ୍ଟବ-ଳ ପାଟଣାଗଡ଼ ଅବକାରୀ ବିଭାଗର ଚାକିରୀ କରିଛନ୍ତି। ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ରହିଛି। ତେବେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଙ୍କ ମନ ମାଳିନ୍ୟ ଯୋଗୁଁ ଉଭୟ ୨୦୨୦ ମସିହା ରୁ ଅଲଗା ହୋଇ ରହୁଥିଲେ। ପୁଅ ବାପା ପାଖରେ ରହୁଥିଲା।

ଦୁହେଁ ଦୀର୍ଘ ଏକ ବର୍ଷ ରୁ ଉର୍ଦ୍ଧ୍ବ ଅଲଗା ରହୁଥିଲେ। ହଠାତ ପିତବାସ ନିଜ ସ୍ତ୍ରୀ ଅନ୍ୟତ୍ର ବିବାହ କରୁଥିବାର ସମ୍ବାଦ ପାଇଥିଲେ। ଏହାପରେ ସେ ସିଧାସଳଖ ପୁଅକୁ ଧରି ଥା-ନାରେ ପହଁଞ୍ଚିଲେ। ସେ ପାଟଣାଗଡ଼ ଥା-ନରେ ସ୍ତ୍ରୀଙ୍କ ନାମରେ ଲିଖିତ ଅଭି-ଯୋଗ ଆଣିଲେ। କାରଣ ସ୍ତ୍ରୀ ନିଜ ସ୍ୱାମୀକୁ ଛା-ଡପ-ତ୍ର ଦେଇ ନାହାଁନ୍ତି। ପ୍ରଥମ ସ୍ୱାମୀ କୁ ଛା-ଡପ-ତ୍ର ନ ଦେଇ ଦ୍ୱିତୀୟ ବିବାହ କରିବା ଏହା ଆ-ଇନ ଅନୁଯାୟୀ ଅପ-ରାଧ ଅଟେ।

ତେବେ ସେ ଯେତେବେଳେ ନିଜ ସ୍ତ୍ରୀ ନାମରେ ଅଭି-ଯୋଗ ଆଣିଲେ ପୋ-ଲି-ସ ସଙ୍ଗେ ସଙ୍ଗେ କୌଣସି ଆ-କ୍ସ-ନ ନେଲା ନାହିଁ। ଯେଉଁ କାରଣରୁ ଦ୍ୱିତୀୟ ବିବାହ କରି ସାରିଥିଲେ। ଏହାପରେ ପୋ-ଲି-ସ ମହିଳାଙ୍କୁ ଡକାଇ ତ-ଦ-ନ୍ତ ଆରମ୍ଭ କରିଥିଲେ ବୋଲି ଜଣା ପଡ଼ିଛି।

Leave a Reply

Your email address will not be published. Required fields are marked *