ସାବତ ମା ସିନ୍ଥିରେ ସିନ୍ଦୁର ଦେଲା ପୁଅ , କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମା ପୁଅର ସମ୍ପର୍କ ଖୁବ ସ୍ୱତନ୍ତ୍ର ହୋଇଥାଏ । ପୁଣି ସେ ନିଜ ଜନ୍ମ କଲା ମା ହେଉ କିମ୍ବା ସାବତମା ହେଉ । ମା ତ ମା ହିଁ ହୋଇଥାଏ । ଏପରି ସମ୍ପର୍କରେ କେବେ ଏପରି ହୋଇନାହିଁ ଯେ ପୁଅର ମା ଉପରେ ଖରାପ ନଜର କିମ୍ବା ମା ର ପୁଅ ଉପରେ ଖରାପ ନଜର ରହିବା । କିନ୍ତୁ ଆଜି ଆମେ ଏହି ଲେଖାରେ ଯେଉଁ ଘ-ଟ-ଣା ବିଷୟରେ କହିବୁ ତାହା ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । କିପରି ମା ପୁଅର ସମ୍ପର୍କକୁ କିଛି ଲୋକ କଳୁ-ଷିତ କରିଛନ୍ତି ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ । ତେବେ ଘ-ଟ-ଣା ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ତେବେ ଘ-ଟଣା ଅନୁଯାୟୀ ଜଣେ ପୁଅ ନିଜ ସାବତମା କୁ ବିବାହ କରିଛି । ଆଉ ସେହି ଘ-ଟ-ଣା ବର୍ତ୍ତମାନ ସେଠାକାର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ବାସ୍ତବ କଥା ଏହା ଯେ ଉତ୍ତରାଖଣ୍ଡ ଉଦ୍ଧମସିଂହନଗରରେ ଜଣେ ବ୍ୟକ୍ତି ୧୧ ବର୍ଷ ପୂର୍ବେ ଦ୍ୱିତୀୟ ବିବାହ କରିଥିଲେ । କିନ୍ତୁ ତାପୂର୍ବରୁ ତାଙ୍କର ପ୍ରଥମ ସ୍ତ୍ରୀର ତାଙ୍କୁ ଛାଡ଼ି ଚାଲି ଯାଇଥିଲେ । ପ୍ରଥମ ସ୍ତ୍ରୀ ଠାରୁ ତାଙ୍କର ଦୁଇ ପୁଅ ମଧ୍ୟ ଥିଲେ ।

ପୁଣି ସେ ଦ୍ୱିତୀୟ ବିବାହ କରିଥିଲେ ଏବଂ ଦ୍ୱିତୀୟର ଦୁଇ ଝିଅ ଗୋଟିଏ ପୁଅ ମଧ୍ୟ ଅଛନ୍ତି । କିନ୍ତୁ ସେତେବେଳେ ତାଙ୍କ ପ୍ରଥମ ସ୍ତ୍ରୀର ଦୁଇ ପୁଅ ଘର ଛାଡ଼ି ବାହାରେ ରହୁଥିଲେ । ଘର ସହିତ ଏକପ୍ରକାରର ସ-ମ୍ପ-ର୍କ କ-ଟି ଯାଇଥିବା କହିଲେ ଚଳେ । କିନ୍ତୁ ହଠାତ କିଛି ମାସ ପୂର୍ବେ ଦୁଇ ଭାଇ ପୁଣି ଘରକୁ ଯା ଆସ କରି ଆସୁଥିଲେ । ଧୀରେ ଧୀରେ ପୁଣିଥରେ ପୁରା ପରିବାର ଏକାଠି ବି ହୋଇଗଲା ଏବଂ ସମସ୍ତେ ଖୁସିରେ ମଧ୍ୟ ରହୁଥିଲେ । କିନ୍ତୁ ଦିନେ ସ୍ତ୍ରୀ ନିଜ ବାପ ଘରକୁ ଯାଇ ଦୀର୍ଘ ଦିନ ପର୍ଯ୍ୟନ୍ତ ଫେରି ନଥିଲା । ତେଣୁ ସ୍ୱାମୀ ବାଧ୍ୟ ହୋଇ ସ୍ତ୍ରୀର ବାପ ଘରେ ପହଞ୍ଚିଥିଲା ।

ଆଉ ତାପରେ ଯାହା ଦେଖିଥିଲା ଆଖିକୁ ଆଦୌ ବିଶ୍ୱାସ କରି ପାରି ନଥିଲା । ସେଠାରେ ତାଙ୍କ ପୁଅ ତାଙ୍କ ସ୍ତ୍ରୀକୁ ବିବାହ କରିଥିଲା । ଜଣେ ପୁଅ ନିଜ ସାବତମା କୁ କିପରି ବିବାହ କରି ପାରେ ? ତେବେ ଘ-ଟ-ଣା ବିଶ୍ୱାସ ନହେଲେ ବି ସତ ଅଟେ । ସେଠାରେ ନିଜ ପୁଅ ଏବଂ ସ୍ତ୍ରୀ କୁ ଏକାଠି ରହୁଥିବାର ଦେଖି ସ୍ୱାମୀ ଥା-ନାରେ ଅଭି-ଯୋଗ ଦେଇଛନ୍ତି । ତାଙ୍କ ଅଭି-ଯୋଗ ଅନୁଯାୟୀ ତାଙ୍କ ସ୍ତ୍ରୀ ତାଙ୍କୁ ଛାଡ଼ି ଚାଲି ଯାଇଛି । ଆଉ ସ୍ତ୍ରୀ କୁ ଆଣିବାକୁ ଯାଇଥିବା ସମୟରେ ତାଙ୍କ ପୁଅ ତାଙ୍କ ସହ ମା-ରପି-ଟ କରିଥିବା ମଧ୍ୟ ସେ କହିଛନ୍ତି । ଆଉ ସ୍ତ୍ରୀ ତାଙ୍କୁ ଫେରିବାକୁ ସିଧା ସିଧା ମନା କରିଥିବା କହିଛନ୍ତି । ଏସବୁ ବ୍ୟତୀତ ପୀ-ଡ଼ି-ତ ଜଣକ ଅଭି-ଯୋଗରେ ତାଙ୍କ ସ୍ତ୍ରୀ ତାଙ୍କ ଠାରୁ ୨୦ ହଜାର ଟଙ୍କା ନେଇ ଯାଇଥିବା ସେ କହିଛନ୍ତି । ତେବେ ବର୍ତ୍ତମାନ ପୋ-ଲି-ସ ଅଭି-ଯୋଗ ଆଧା-ରରେ ଘଟ-ଣାର ତ-ଦ-ନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *