ପ୍ରେମକୁ ନେଇ ପୋ-ଲିସର ହାଇଡ୍ରାମା, ନାବାଳକ ପ୍ରେମିକ ହେବ କାହାର ?

ପ୍ରେମ କେତେବେଳେ କେଉଁ ସମୟରେ ହେବ ତାହା କହି ହେବ ନାହିଁ। ପ୍ରେମ ଏକ ପବିତ୍ର ବନ୍ଧନ ହୋଇଥିଲେ ମଧ୍ୟ ବର୍ତ୍ତମାନ ଏହାର କୌଣସି ପବିତ୍ରତା ନାହିଁ। ଏହା ବର୍ତ୍ତମାନର ଯୁବପିଢ଼ି ଙ୍କ ପାଇଁ ଏକ ସାଧାରଣ କଥା ଅଟେ। ଅନେକ କୁନି କୁନି ପିଲା ପ୍ରେମ କରୁଥିବାର ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ।

ଆଜିର ଯୁବପିଢ଼ି ମାନେ ପ୍ରେମରେ ପଡିବା ପରେ ନିଜର ହିତାହିତ ଜ୍ଞାନ ହରେଇ ବସୁଛନ୍ତି। କେବଳ ସେତିକି ନୁହେଁ ନିଜ ଉପରୁ ନିୟନ୍ତ୍ରଣ ହରାଇ ଶାରୀ-ରିକ ସମ୍ପର୍କ ମଧ୍ୟ ରଖୁଛନ୍ତି। ଶାରୀରିକ ସମ୍ପର୍କ ରଖିବା ପରେ ପ୍ରେମିକା ଓ ପ୍ରେମିକ ମଧ୍ୟରୁ ଜଣଙ୍କର ମନ ବଦଳି ଯାଏ। ଦୁହେଁ ଦେଖି ଥିବା ବିବାହର ସ୍ୱପ୍ନ ଧୂଳି ସାତ ହୋଇଯାଏ। ଏହିଭଳି ଖବର ଅନେକ ସମୟରେ ଦେଖିବାକୁ ମିଳିଥାଏ। କିନ୍ତୁ ଆଉ କିଛି ସମ୍ପର୍କ ଅତୁଟ ହୋଇଥାଏ। ପ୍ରେମ ପାଇଁ ଜୀବନ ଦେଇଦେବ ପଛେ ବି-ଚ୍ଛେ-ଦ ହେବେ ନାହିଁ। ବର୍ତ୍ତମାନ ସମୟରେ ଏକ ଅଜବ ପ୍ରେମ ସାମ୍ନାକୁ ଆସିଛି। ନାବା-ଳକ ପ୍ରେମରେ କାହାଣୀ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଓଡ଼ିଶାର ଜଣେ ନାବାଳକ ଛତିଶଗଡ଼ର ଯୁବତୀଙ୍କ ପ୍ରେମରେ ପଡିଯାଇଥିଲେ ଏବଂ ପ୍ରେମରେ ପଡିବା ପରେ ନାବା-ଳକ ଜଣକ ଉଠେଇ ନେଇ ଆସିଥିଲେ। ଏହାପରଠାରୁ ଆରମ୍ଭ ହୋଇଥିଲା ଅସଲି ବି-ବା-ଦ। ଯୁବତୀଙ୍କୁ ଖୋ-ଜି ଖୋ-ଜି ପୋ-ଲି-ସ ଆସି ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଜୋଡା ଥା-ନାରେ ଆସି ପହଁଞ୍ଚି ଥିଲା। ତେବେ ଛତିଶଗଡ଼ ପୋ-ଲି-ସ ନାବା-ଳକକୁ ଗି-ର-ଫ କରିବାକୁ ଆସି ହଟହଟାରେ ପଡ଼ିଥିଲେ।

ମିଳିଥିବା ସୂଚନାନୁଯାୟୀ, ରୋହିତ ନାମକ ଜଣେ ନାବାଳକ ଛତିଶଗଡ଼ ର ଜଣେ ଯୁବତୀଙ୍କ ପ୍ରେମରେ ପଡିଯାଇଥିଲେ। ପ୍ରଥମେ ଦୁହେଁ ସୋସିଆଲ ମିଡିଆରେ ଦେଖା ହୋଇଥିଲେ। ତେବେ ସେମାନଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା ଏହାପରେ ବନ୍ଧୁତା ଧୀରେ ଧୀରେ ପ୍ରେମରେ ପରିଣତ ହୋଇଥିଲା। ଦୁହେଁ ଜାଣିଥିଲେ ଯେ ଘର ଲୋକେ ରାଜି ହେବେ ନାହିଁ। ତେଣୁ ନାବାଳକ ଯୁବକ ଜଣକ ଯୁବତୀଙ୍କ ଘରକୁ ଯାଇ ଯୁବତୀଙ୍କୁ ଉଠେଇ ନେଇ ଆସିଥିଲେ।

ଯୁବତୀଙ୍କ ଘର ଲୋକେ ଯେତେବେଳେ ଜାଣିଲେ ଯେ ତାଙ୍କ ଝିଅ ଏକ ନାବାଳକ ସହ ପଳେଇଛି। ସେମାନେ ତୁରନ୍ତ ହିଁ ଥା-ନାରେ ଅଭି-ଯୋଗ କଲେ। ତେବେ ଅଭି-ଯୋଗ କରିବା ପରେ ପୋ-ଲି-ସ ତ-ଦ-ନ୍ତ କରିବା ଆରମ୍ଭ କରି ଦେଇଥିଲା ଏବଂ ଜାଣିବାକୁ ପାଇଲେ ଯେ ଦୁହେଁ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଜୋଡା ଥା-ନା ଅଞ୍ଚଳରେ ଆତ୍ମଗୋପନ କରି ରହିଛନ୍ତି। ତେବେ ଛତିଶଗଡ଼ ପୋଲିସ ଜୋଡ ପୋ-ଲି-ସଙ୍କ ସାହାଯ୍ୟରେ ନାବାଳକକୁ ଖୋ-ଜି ପାଇଥିଲେ ଏବଂ ଗି-ର-ଫ କରିଥିଲେ।

ତେବେ ଛତିଶଗଡ଼ ପୋ-ଲି-ସ ଗି-ର-ଫ କରି ନେବା ସମୟରେ ଜୋଡ ଥା-ନରେ ହାଇଡ୍ରାମା ଦେଖିବାକୁ ମିଳିଥିଲା। ନାବା-ଳକର ତିନି ଭଉଣୀ ଭାଇକୁ ଛାଡି ଦେଇ ନଥିଲେ। କେବଳ ସେତିକି ନୁହେଁ ବସ୍ତିବାସିନ୍ଦା ମାନେ ଥା-ନାରେ ରୁଣ୍ଡ ହୋଇ ଉକ୍ତ ଯୁବକଙ୍କୁ ଛତିଶଗଡ ପୋ-ଲି-ସ ଛାଡିଦେବା ପାଇଁ ଜିଦ୍ କରିଥିଲେ। ଯୁବକ ଅନାଥ ହୋଇଥିବାରୁ ଏବଂ ତାଙ୍କର ଛୋଟ ଛୋଟ ତିନି ଭଉଣୀ ଥିବାରୁ ସେମାନଙ୍କ ଦେଖାଶୁଣା ପାଇଁ ଯୁବକଙ୍କୁ ଛାଡିଦେବାକୁ ସେମାନେ କହିଥିଲେ।

ରୋହିତ ଦଶମ ଶ୍ରେଣୀରେ ପାଠ ପଢେ ତେବେ ତା’ର ଏଭଳି କା-ଣ୍ଡ ପାଇଁ ସେ ଦଶମ ପରୀକ୍ଷା ଦେଇ ପାରି ନଥିଲା। କେବଳ ସେତିକି ନୁହେଁ ଜୋଡା ପୋ-ଲି-ସ ପ୍ରେମୀଯୁଗଳଙ୍କୁ ନ ନେଇ ଉଭୟ ପରିବାରର ଙ୍କ ସହ ଆଲୋଚନା ଜାରି ରଖିଛି।

Leave a Reply

Your email address will not be published. Required fields are marked *