ସଂପର୍କରେ ପଡିବ କି ପୂର୍ଣ୍ଣଚ୍ଛେଦ ? ଅଲଗା ହେବେ କି ସୁମିତ ଓ ତପସ୍ୱିନୀ ? ଦେଖନ୍ତୁ କଣ କହିଲେ ହାଇକୋର୍ଟ।

ଆପଣମାନେ ତ ସୁମିତ ଏବଂ ତପସ୍ୱୀନୀଙ୍କ ବିଷୟରେ ନିହାତି ଭାବରେ ଜାଣିଥିବେ।ବର୍ତ୍ତମାନ ସମୟରେ ଏହା ଅନେକ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।ତେବେ ଏହା ସମ୍ପର୍କରେ କିଛି ନୂତନ ତଥ୍ୟ ସାମ୍ନାକୁ ଆସିଛି।ଆମେ ଏହା ସମ୍ପର୍କରେ କିଛି ବିଶେଷ ଖବର ଜାଣିବା।ତେବେ ଆମେ ଆଜି ଜାଣିବା ଏହା ସମ୍ପର୍କରେ ତପସ୍ବିନୀ କଣ କହୁଛନ୍ତି।ତେବେ ତପସ୍ୱୀନୀଙ୍କ କହିବା ଅନୁସାରେ କେଉଁ ଲେଡି ଅବହେଳିତ ନୁହନ୍ତି।

ଜଣେ ଜୀବନ ସାଥୀ କରିବାକୁ ଜିଦ୍ ଧରି ଆଇ-ନଗ-ତ ଲ-ଢେ-ଇ ଜା-ରି ରଖିଥିବା ବେଳେ ଆଉ ଜଣେ କହୁଛି ଆମ ଦୁହିଁ ମନ ଆଉ ମିଶିବନି। ସେ ମୋତେ ବରବାଦ କରିଚାଲିଛି। ମୋ ପରିବାରକୁ ରାଜରାସ୍ତାକୁ ଆଣି ପକାଇଛି ନେଇ କୋର୍ଟରେ ଲ-ଢେ-ଇ କରୁଛନ୍ତି। ସୁମିତ ଏବଂ ତାପସ୍ୱିନୀଙ୍କ ପାରିବାରିକ ହାଇଡ୍ରାମା କମିବାର ନାମ ନେଉ ନାହିଁ।

ସ୍ୱାମୀଙ୍କୁ ପାଇବା ପାଇଁ ରାଜ ରାସ୍ତାକୁ ଓହ୍ଲେଇ ଆସିଥିବା ତାପସ୍ବିନୀ ଆଜି ମଧ୍ୟ ଏହି ଲ-ଢେ-ଇରେ ହାର ମାନି ନାହାଁନ୍ତି। ଜିଲ୍ଲା କୋର୍ଟରେ ଆରମ୍ଭ ହୋଇଥିବା ଲ-ଢେ-ଇ ବର୍ତ୍ତମାନ ଏହି ଲ-ଢେ-ଇ ହାଇକୋର୍ଟରେ ପହଞ୍ଚିଛି। ତାପସ୍ବିନୀ ଲ-ଢେ-ଇ କରି ଦେଖେଇ ଦେଇଛନ୍ତି ଯେ କୌଣସି ନାରୀ ଅବହେଳା ନୁହଁନ୍ତି। ଅନ୍ୟ ପୁରୁଷଙ୍କ ଭଳି ନାରୀ ମାନଙ୍କ ମଧ୍ୟ ହାତ ଅଛି, ଗୋଡ଼ ଅଛି ପାଟି ମଧ୍ୟ ଅଛି। ଅନ୍ୟା-ୟ ଘଟିଲେ ସେଥିପାଇଁ କିପରି ସ୍ୱର ଉଠା ଯାଏ ତାହା ତାପସ୍ବିନୀ ଶିକ୍ଷେଇ ଦେଉଛି।

ତେବେ ତାପସ୍ବିନୀ ଓ ସୁମିତ ପୁଣିଥରେ ଦୁହେଁ ଏକାଠି ହେବେ ବୋଲି ଆଶା ରଖିଛନ୍ତି ତାପସ୍ବିନୀ। ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କୋର୍ଟ ସେମାନଙ୍କୁ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ। କେବଳ ସେତିକି ନୁହେଁ ଦୁହିଁଙ୍କ ମଧ୍ୟରେ କାଉଁସିଲିଂ ମଧ୍ୟ ହୋଇଥିଲା। ତେବେ ଏପର୍ଯ୍ୟନ୍ତ ଦୁହିଁଙ୍କ ମଧ୍ୟରେ ସାମଧନର ବାଟ ମିଳୁ ନାହିଁ। କୋର୍ଟରେ ଗୋଟିଏ ପରେ ଗୋଟିଏ ତାରିଖ ଗଡି ଚାଲିଛି।

ତେବେ ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସୁମିତ ଏବଂ ତପସ୍ଵିନୀ ଯାଇ ମେଡିଟେଶନ ସେଣ୍ଟର୍ ରେ ପହଞ୍ଚିଥିଲେ। ଯେଉଁଟି ଦୁଇଜଣଙ୍କର ପୁଣି ଭେଟ ହୋଇଥିଲା ଏବଂ କାଉନସେଲିଂ ହୋଇଥିଲା। ତେବେ କାଉନସେଲିଂ ପରେ ଦୁହେଁ ଅଲଗା ଅଲଗା ହୋଇଯାଇଥିଲେ। ମୁଖ୍ୟ କଥା ହେଉଛି ଦୁହେଁ କେହି କାହା ସହ କଥା ହୋଇ ନଥିଲେ। ଯାହାକି ତାଙ୍କ ସମ୍ପର୍କ ପାଇଁ ଏକ ପାଚେରୀ ଭଳି ଛିଡା ହୋଇଛି। ସୁମିତଙ୍କ ହାବଭାଵ ଦେଖିଲେ ଏପରି ଲାଗେ ସୁମିତ ନିଜ ପତ୍ନୀକୁ କଦାପି ଆପଣେଇବା ପାଇଁ ଚାହୁଁ ନାହାଁନ୍ତି

ଯଦି ବାସ୍ତବରେ ସେପରି କିଛି ସୁମିତଙ୍କ ମନରେ ଥାଏ ତେବେ ଦୁହେଁ କେବେ ମିଶି ପାରିବେ ନାହିଁ। ବର୍ତ୍ତମାନ ସୁଦ୍ଧା ଦୁହିଁଙ୍କ ମଧ୍ୟରେ ବିବାଦ କମି ନାହିଁ। କୋର୍ଟର ସମସ୍ତ ପ୍ରୟାସ ଏବଂ ପ୍ରଚେଷ୍ଟା ବି-ଫ-ଳ ହେଉଥିବା ଜଣା ପଡୁଛି। କାରଣ ଦୁହିଁଙ୍କ ମନ ମାଳିନୀ କମି ନାହିଁ। କେବଳ ସେତିକି ନୁହେଁ ସୁମିତ ନିଜ ସ୍ତ୍ରୀ ପାଇଁ ସମ୍ମାନ ହରାଇଛନ୍ତି ବୋଲି ଅନେକ ସମୟରେ କହି ଆସୁଛନ୍ତି।

ତେବେ ଆସନ୍ତା ୭ ତାରିଖରେ ଉଭୟ ପରିବାରକୁ ହାଇକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ହା-ଜ-ର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପରେ ଏ ନେଇ ୮ ତାରିଖରେ ରି-ପୋ-ର୍ଟ ଦା-ଖ-ଲ ହେବ। ମେ ୯ ତାରିଖରେ ଏହି ମାମଲାର ଶୁଣାଣି କୋର୍ଟରେ ହେବ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *