ଅଚ୍ୟୁତାନନ୍ଦଙ୍କ ଭବିଷ୍ୟ ବାଣୀ,2023 ରେ ଘଟିବ ଏପରି କିଛି।

ଭବିଷ୍ୟତ ମାଳିକାରେ ମହାପୁରୁଷ 600 ବର୍ଷ ପୂର୍ବରୁ ଅନେକ କଥା ଲେଖି ଦେଇ ଯାଇଛନ୍ତି। କୁହାଯାଏ ଭବିଷ୍ୟତରେ କଣ ଘଟିବ ତାହା ମହାପୁରୁଷ ତାଙ୍କ ଦିବ୍ୟ ଚକ୍ଷୁରେ ଦେଖି ପାରୁଥିଲେ। ଆଉ ସେହି ଦିବ୍ୟ ଚକ୍ଷୁ ସାହାଯ୍ୟରେ ମହାପୁରୁଷ ମାନେ ଭବିଷ୍ୟତକୁ ନେଇ ଅନେକ କଥା ମାଳିକାରେ ଲେଖିଦେଇ ଯାଇଛନ୍ତି। ଭବିଷ୍ୟତରେ କଣ ଘଟିବ ଓ କିପରି ଘ-ଟିବ ତାହା ସବୁ ମହାପୁରୁଷ ମାନେ ମାଳିକାରେ ଲେଖି ଲୋକଙ୍କୁ ସତ-ର୍କ କରାଇ ଦେଇ ଯାଇଛନ୍ତି।

ମାଳିକା ଲୋକଙ୍କୁ ଭ-ୟଭୀ-ତ କରେଇବା ପାଇଁ ନୁହେଁ ବରଂ ମାଳିକା ହେଉଛି ଲୋକଙ୍କୁ ସ-ତର୍କ କରାଏ। ବେଳ ଥାଉ ଥାଉ ସୁଧୁରି ଯିବାକୁ ଆହ୍ୱାନ କରେ। ମହାପୁରୁଷ ଲକ୍ଷ ଲକ୍ଷ ଗ୍ରନ୍ଥ ରଚନା କରିଯାଇଛନ୍ତି ଯାହା କେବଳ ଭବିଷ୍ୟତ ଉପରେ ଲେଖା ଯାଇଛି। ଏହି ଲକ୍ଷ ଲକ୍ଷ ଗ୍ରନ୍ଥ ଭିତରୁ କିଛି ଗ୍ରନ୍ଥ ଲୋକ ମାନଙ୍କ ପାଖରେ ପହଞ୍ଚିଛି। ତେବେ କୁହାଯାଏ ମହାପୁରୁଷ ମାନେ ଯାହା ଯାହା କହିଯାଇଛନ୍ତି ତାହା ଗୋଟି ଗୋଟି କରି ଘଟି ଚାଲିଛି। କଲି ଯୁଗରେ ଆଗକୁ କଣ ହେବ ତାହା ସମସ୍ତ କଥା ମହାପୁରୁଷ ମାଳିକାରେ ଲେଖି ଯାଇଛନ୍ତି।

ତେବେ ମହାପୁରୁଷ ଅଚ୍ୟୁତାନନ୍ଦ ମାଳିକାରେ ନିକଟ ଭବିଷ୍ୟତକୁ ନେଇ କଣ ରଚନା କରିଯାଇଛନ୍ତି ଓ ମାଳିକାରେ ନିକଟ ଭବିଷ୍ୟତରେ କେଉଁ ଘ-ଟଣା ଘଟିବ ବୋଲି ମହାପୁରୁଷ ମାଳିକାରେ ବର୍ଣ୍ଣିତ କରି ଯାଇଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି। ତେବେ ଆସନ୍ତୁ ଜାଣିବା ନିକଟ ଭବିଷ୍ୟତରେ କେଉଁ କେଉଁ ଅଘ-ଟଣ ଘ-ଟିବାକୁ ଯାଉଛି।

ଆଉ 2023 ରୁ 30 ଭିତରେ କେଉଁ ବଡ଼ ବଡ଼ ଘ-ଟଣା ଘ-ଟିବାକୁ ଯାଉଛି ତାହା ଜାଣି ବିପଦ ଆସିବା ପୂବରୁ ସତ-ର୍କ ହୋଇରହିବା।। ମହାପୁରୁଷ ମାଳିକାରେ ଲେଖିଦେଇ ଯାଇଛନ୍ତି କି ଚାଷ ଜମି ପଡିଆ ପଡିବ କୃଷକ ମାନେ ନିଜ ନିଜର ବୃତ୍ତି ଛାଡି ଦେବେ। କେବଳ ଏତିକି ନୁହେଁ ଆହୁରି ଅନେକ କିଛି ଘଟିଯିବ ଯାହା ମଣିଷ କେବେ ଚିନ୍ତା କରି ନଥିବ।

ଏହି 2023 ରୁ 2030 ଭିତରେ ଏପରି ଘ-ଟିବ କି ଜଙ୍ଗଲ ଜନ୍ତୁ ଜଙ୍ଗଲ ଛାଡି ଗାଁ ମୁହାଁ ହେବେ ଜଙ୍ଗଲୀ ଜନ୍ତୁଙ୍କୁ ଦେଖିବା ପରେ ଲୋକେ ଭ-ୟରେ ଥରିବାକୁ ଲଗାଇବାକୁ ଜଙ୍ଗଲର ଗଛ ଲତା ଛାଡି ସହରର ପକ୍କା ରାସ୍ତାରେ ବୁଲିବା ଆରମ୍ଭ କରିଦେବେ। ଆଉ ସେହି ରାସ୍ତାରେ ଯାଉଥିବା ମଣିଷ ମାନଙ୍କୁ ଆକ୍ର-ମଣ କରିବେ। ପୃଥିବୀରେ ଜଳବାୟୁ ପରିବର୍ତ୍ତନ ହେବ। ବାତ୍ୟା ଭୂକମ୍ପ ଆକାଶରେ ଦୁଇଟି ସୂର୍ଯ୍ୟଙ୍କ ଉପସ୍ଥିତ ଅନୁଭବ କରିବେ କରିବେ ଲୋକେ। ଆକାଶରୁ ନି-ଆଁ ପୁଣ୍ଡୁଳା ପଡିବ ଯାହା ଫଳରେ ଓଡିଶା ହେବ ଜଳମଗ୍ନ। ସମୁଦ୍ର ପାଣି ନୀଳାଚଳ ବାନା ଛୁଇଁବ।

ଭାଇ ଭାଇ ଭିତରେ ଯୁ-ଦ୍ଧ ହେବ। କଳି ଯୁଗରେ ସ୍ତ୍ରୀଙ୍କ ହାତ ମୁଠାରେ ରହିବେ ସ୍ୱାମୀ। ସ୍ତ୍ରୀ ଯେମିତି କହିବେ ସ୍ୱାମୀ ସେମିତି ସ୍ତ୍ରୀ ମାନଙ୍କ କଥାରେ ପରିଚାଳିତ ହେବେ। ବରିଷ୍ଠ ଗୁରୁଜନ ମାନଙ୍କୁ ହେୟ ଜ୍ଞାନ କରିବେ ନାରୀ। ପୁରୁଷ ମାନେ ଘରେ ରହିବେ ନାରୀ ମାନେ ସହର ବୁଲିବେ। ବାପା ମା ଙ୍କୁ ପୁଅ ବୋହୂ ପଚାରିବେ ନାହିଁ। ଏପରି ଭାବେ କଳି ଯୁଗ ଶେଷ ହେବ। କଳି ଶେଷରେ ମହାପ୍ରଭୁ ନିଜେ କଳ୍କୀ ରୂପରେ ଆସିବେ ପାପିଙ୍କୁ ସଂହାର କରିବା ପାଇଁ ଆଉ ହାତରେ 12 ହାତ ଖଣ୍ଡା ଧରି ଜଗା ବଳରାମ ସଂହାର କରିବେ ପାପୀ ମାନଙ୍କର।ଏପରି କିଛି କଳି ଯୁଗର ଶେଷରେ ଘ-ଟିବ ବୋଲି ମାଳିକାରେ ମହାପୁରୁଷ କୁହିଯାଇଛନ୍ତି। ତେବେ ସମୟ ଅଛି ନିଜକୁ ପରିବର୍ତନ କରିବାର। ଏବେ ଠାରୁ ନିଜକୁ ପରିବର୍ତ୍ତନ କଲେ କୌଣସି ଅସୁବିଧାର ସାମ୍ନା ହୁଏତ କରିବାକୁ ନ ପଡି ପାରେ।

Leave a Reply

Your email address will not be published. Required fields are marked *