ରାଜଧାନୀରେ ମାତିଛନ୍ତି ମହିଳାଙ୍କ ବ୍ରା,ପ୍ୟା-ଣ୍ଟି ପ୍ୟା-ଡ଼ ଚୋ-ର।

ମହିଳାଙ୍କ ବ୍ରା ପ୍ୟା-ଣ୍ଟି ପ୍ରତି ଚୋ-ରଙ୍କ ପ୍ରବଳ ଦୁର୍ବ-ଳତା । ମହିଳାଙ୍କ ବ୍ରା ପ୍ୟା-ଣ୍ଟି ଚୋ-ରି କାରିବାକୁ ଯୁବକଙ୍କର ଯେତିକି ଇଛା ତା ଠାରୁ ଶହେ ଗୁଣା ଅଧିକ ଦୁର୍ବ-ଳତା ରହିଛି ମହିଳାଙ୍କ ବ୍ୟବହୃତ ପ୍ୟା-ଡ଼ ଉପରେ। ଏ କଥା ଆମେ କହୁନୁ ଆଜ୍ଞା ଯାହା ରାଜଧାନୀବାସୀ କହୁଛନ୍ତି। ଆଉ ଯେଉଁ ଘଟ-ଣାକୁ ନେଇ ଚର୍ଚ୍ଚା ଆଲୋଚନା ଜାରି ରହିଛି। ଆଉ ଏହି ଘଟ-ଣା ଯିଏ ଜାଣୁଛନ୍ତି ସେ ମୁଣ୍ଡରେ ହାତ ଦେଉଛନ୍ତି।

କହୁଛନ୍ତି ଯୁଗ ଏତେ ତଳକୁ ଚାଲିଗଲା ଯେ ମହିଳାଙ୍କ ପ୍ୟା-ଡ଼ ଆଉ ବ୍ରା ଉପରେ ଚୋ-ର ମାନେ ନଜର ପକାଉଛନ୍ତି। ସେ କଥା ଛାଡ଼ନ୍ତୁ ଅତ୍ୟନ୍ତ ଘୃ-ଣ୍ୟ କାମ ହେଉଛି ମହିଳାଙ୍କ ବ୍ୟବହୃତ ପ୍ୟା-ଡ଼ ଚୋ-ରି କରିବା। ଆଉ ଏଭଳି ଚୋ-ର ହୁଏତ ସମାଜରେ ଖୁବ ବିରଳ ବୋଲି ମଧ୍ୟ ଲୋକେ ଆଲୋଚନା କରୁଛନ୍ତି। ବନ୍ଧୁଗଣ ଏପରି ଘ-ଟଣା ସାମ୍ନାକୁ ଆସିଛି ରାଜ୍ୟ ରାଜଧାନୀ ଭୁବନେଶ୍ବର ରୁ।

ଚୋ-ର ତ ଅନେକ ସମୟରେ ଚୋ-ରି କରିଥାନ୍ତି। ହେଲେ କିଏ ଟଙ୍କା ପଇସା ଚୋ-ରି କରିଥାନ୍ତି ତ ଆଉ କିଏ ସୁନା ରୁପା ଦାମୀ ଅଳଙ୍କାର। ମାତ୍ର ଆପଣ କେବେ ଶୁଣିଛନ୍ତି କି ଚୋ-ର ପ୍ୟା-ଡ଼ ବ୍ରା ଚୋ-ରି କରିବାର। ବୋଧେ ହୁଏ ଯଦି ଆମ ଅନୁମାନ ଠିକ ହୁଏ ତେବେ ଏହା ଆପଣ ପ୍ରଥମ ଥର ପାଇଁ ଶୁଣିଥାଇ ପାରନ୍ତି। ବନ୍ଧୁଗଣ ଏହି ଅଜବ ଚୋ-ର ଜଣଙ୍କର ନାମ ହେଉଛି ସଞ୍ଜୟ।

ଯିଏ କି ରାଜଧାନୀରେ ବୁଲୁଥାନ୍ତି ଆଉ ସବୁବେଳେ ମହିଳା ଓ ଯୁବତୀ ମାନଙ୍କ ପ୍ୟା-ଣ୍ଟି ବ୍ରା ଆଉ ପ୍ୟା-ଡ଼ ଉପରେ ନଜର ରଖିଥାନ୍ତି। ଯେତେବେଳେ ଏହି ଚୋ-ରଙ୍କୁ ସାମାନ୍ୟ ସୁଯୋଗ ମିଳେ ସେତେବେଳେ ସେ ସେହି ସୁଯୋଗକୁ ହାତ ଛଡା କରନ୍ତି ନାହିଁ। ତେବେ ବନ୍ଧୁଗଣ ଚୋ-ର ସଞ୍ଜୟ ବ୍ରା ପ୍ୟା-ଣ୍ଟି ଆଉ ପ୍ୟା-ଡ଼ ସହିତ ଚୋ-ର ସୁନା ରୁପା ମଧ୍ୟ କରିଥାଏ।

ତେବେ ବର୍ତ୍ତମାନ ଚୋ-ର ସଞ୍ଜୟ କମିଶନରେଟ ପୋ-ଲିସର ସ୍ପେଶାଲ ସ୍କ୍ବାର୍ଡ ହାତରେ ପଡିଥିବା ଜଣା ପଡ଼ିଛି। ଆଉ ପୋ-ଲିସ ଏହି ସାଂଘା-ତିକ ଚୋ-ରକୁ ଗି-ରଫ କରିବା ପରେ ପୁରା ଘ-ଟଣା ସାମ୍ନାକୁ ଆସିଛି। ଏହି ଚୋ-ରଙ୍କ ଚୋ-ରିର କା-ଣ୍ଡ କାର-ନାମା ଯିଏ ଶୁଣୁଛନ୍ତି ସେ ଚକିତ ହୋଇ ଯାଉଛନ୍ତି। କେବଳ ଏତିକି ନୁହେଁ ଏହି ଚୋ-ରଙ୍କୁ କମିସନରେଟ ପୋ-ଲିସ ଗି-ରଫ କରିବା ପରେ ତାଙ୍କ ଠାରୁ ପ୍ରଚୁର ସୁନା ରୁପା ଅଳଙ୍କାର ଆଉ ଲ୍ୟାପଟପ ମଧ୍ୟ ଜ-ବତ କରିଛି ପୋ-ଲିସ। ତେବେ ଏହି ସବୁ ସୁନା ରୁପା ଭିତରେ ମହିଳାଙ୍କ ଅନ୍ତ ବ-ସ୍ତ୍ର ଦୁଇ ଶହ ପଚାଶ ରୁ ଅଧିକ ଜ-ବତ କରିଛି ପୋ-ଲିସ।

ଆଉ ଏହି ଚୋ-ରଙ୍କୁ ନେଇ ରାଜଧାନୀରେ ଚାଲିଛି ବେଶ ଚର୍ଚ୍ଚା ଓ ଆଲୋଚନା। ଏହି ଚୋ-ରଙ୍କ କା-ଣ୍ଡ କାର-ନାମା ଯିଏ ଶୁଣୁଛନ୍ତି ସେ ଚକିତ ହୋଇ ମୁଣ୍ଡରେ ହାତ ଦେଉଛନ୍ତି। ଏହି ଚୋ-ର ସଞ୍ଜୟ କୁଆଡେ ହାତକୁ ଦୁଇ ହାତ ହୋଇଥାନ୍ତା। ମାତ୍ର ପୋ-ଲିସ ସଂଜୟକୁ ଗି-ରଫ କରି ତାର କଳା କାର-ନାମା ପ-ର୍ଦାଫା-ର୍ସ କରିଛି। ପୋ-ଲିସ ଚୋ-ର ସଂଜୟକୁ ଗି-ରଫ କରିବା ପରେ ସଞ୍ଜୟ କେବେ ପୋ-ଲିସ ହେପା-ଯତରୁ ବାହାରିବ ଆଉ ନିଜେ ବିବାହ କରିବ ସେ କଥା ଭାବୁଛି। କାରଣ ସଞ୍ଜୟର ନିକଟରେ ବିବାହ କରିବାକୁ ଥିବା ବେଳେ ସଞ୍ଜୟ ଦିନରେ ନିଜ ସ୍ତ୍ରୀ ର ସ୍ୱପ୍ନ ଦେଖୁଥିଲା ଆଉ ରାତିରେ ନିଜ କାର୍ଯ୍ୟ ମାନେ ଚୋ-ରି କରୁଥିଲା। ଏବେ ସବୁ କିଛି ଧୂଳିସାତ କରିଦେଲା କମିସନ ରେଟ ପୋ-ଲିସ। ଏବେ କେମିତି ଓ କିପରି ବିବାହ କରିବ ସେ କଥା ଭାବି ସଞ୍ଜୟ ସବୁବେଳେ ମନ ଦୁ-ଖ କରୁଛି।

Leave a Reply

Your email address will not be published. Required fields are marked *