ପୁଅ ବୋହୁ ମଧ୍ୟରେ ଝଗ-ଡାର ଫାଇଦା ଉଠାଇଲେ ଶଶୁର , ୧୫ ଦିନ ଧରି ବୋହୂକୁ କଲେ ଦୁ-ଷ୍କର୍ମ

ଏପରି କଥା ଆପଣ କାନ ଉଠିବା ଦିନ ଠାରୁ ଶୁଣି ନଥିବେ । ଏପରି କଥା ଶୁଣିଲେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ , ଆଉ କହିବେ ବାଃ ରେ ମଣିଷ ତୋର ଏ କି ରୂପ । ତେବେ ପିଲା ବେଳେ ଝିଅର ସବୁ ଅଳି ଅଝଟ ଝିଅର ବାପା ବୁଝି ଥାଆନ୍ତି ଆଉ ବଡ ହେଲା ପରେ ଯେତେବେଳେ ଝିଅ ପର ଘରକୁ ଚାଲିଯାଏ , ସେତେବେଳେ ତାର ଶଶୁରଙ୍କୁ ତାର ବାପା ବୋଲି ଭାବିଥାଏ ।

କିନ୍ତୁ ସେହି ଶଶୁର କେବେ ଏପରି ନର ରା-କ୍ଷସ ପାଲଟି ଯାଏ ବୋଲି କେହି ଭାବି ନଥିବେ । ତେବେ ଏପରି ଏକ ଛାତି ଥରା ଘ-ଟଣା ଆସିଛି ଯାଜପୁର ଜିଲ୍ଲା ମଙ୍ଗଳପୁର ଥା-ନା ଅଧୀନସ୍ଥ ଚଉଳିଆ ଗାଆଁରୁ । ଏହି ଗାଆଁର ଜଣେ ବୋହୂକୁ ତାର ଶଶୁର ୧୫ ଦିନ ଧରି ଦୁ-ଷ୍କର୍ମ କରି ଚାଲିଥିଲେ ଆଉ ଏହାର ପତ୍ତା ବି କାହାକୁ ଲାଗି ନଥିଲା । ପୁଅ ବୋହୂ ମଧ୍ୟରେ ଚାଲିଥିବା କଳହର ଫାଇଦା ଉଠାଇ ଥିଲେ ଶଶୁର ।

ଆଉ ବୋହୂକୁ ଏକ ଅନ୍ଧାରିଆ କୋଠରୀକୁ ନେଇ ଯାଇ ଦୀର୍ଘ ୧୫ ଦିନ ଧରି ଦୁ-ଷ୍କର୍ମ କରି ଚାଲିଥିଲେ । ଆଉ ତାଙ୍କ ମୁଁହରେ କପଡ଼ା ପକାଇ ଦୁ-ଷ୍କର୍ମ କରୁଥିଲେ । ଏପରିକି ବିହୁ ଏ ବିଷୟରେ କାହାକୁ କହିବାକୁ ମଧ୍ୟ କରୁଥିଲେ ମନା । ଆଉ ଅଧିକ ହେଲେ ବୋହୂର ବେକରେ କତୁରୀ ରଖି ମା-ରି ଦେବାର ଧ-ମକ ଦେଇ ଦୁ-ଷ୍କର୍ମ କରୁଥିଲେ । ତେବେ ସେ ବୋହୂ ଠାରୁ ତାର ଫୋନ୍ ମଧ୍ୟ ଛଡ଼ାଇ ନେଇଥିଲେ ।

ତେବେ ଦିନେ ଶଶୁର ଘରେ ନଥିବା ବେଳେ ତାଙ୍କ ଫୋନ୍ ରହି ଯାଇଥିଲା ଆଉ ଏହି କଥାର ଫାଇଦା ଉଠାଇ ବୋହୂ ନିଜ ବଡ ଭଉଣୀଙ୍କୁ ଫୋନ୍ କରି ସବୁ କଥା କହିଥିଲେ ଆଉ ଏ ବିଷୟରେ ଶୁଣିବା ପରେ ତାଙ୍କ ବଡ଼ ଭଉଣୀ ଥରି ଉଠିଥିଲେ ଆଉ ଘର ଲୋକଙ୍କୁ ଏ ବାବ-ଦରେ ଅବଗତ କରାଇଥିଲେ । ତେବେ ଘର ଲୋକ ଏ କଥା ଶୁଣି ପୁରାପୁରି ସ୍ତବ୍ଧ ହୋଇ ଯାଇଥିଲେ ଆଉ ମଙ୍ଗଳପୁର ଥା-ନାରେ ଶଶୁର ବିରୁ-ଦ୍ଧରେ ଏ-ତଲା ଦେଇଥିଲେ ।

Leave a Reply

Your email address will not be published. Required fields are marked *