ପୁଅ ମୁହଁରେ ସିଗା-ରେଟ ରଖି ଗୁ-ଳି ଚଳାଇଲେ ବାପା ଆଉ ତାପରେ ଯାହା…. ଦେଖନ୍ତୁ ଭିଡିଓ

ଏଭଳି ଖବର ବିଷୟରେ ଆପଣ ହୁଏତ କେବେ ବି ଶୁଣି ନଥିବେ । ଉପରୋକ୍ତ ଧାଡି ପଢି ଆପଣଙ୍କୁ ଟିକିଏ ଆଶ୍ଚର୍ଯ୍ୟ ଲାଗିଥିବ ସତ କିନ୍ତୁ ଆପଣ ଏହାକୁ ବିଶ୍ୱାସ କରି ପାରୁନଥିବେ । କିନ୍ତୁ ବାସ୍ତବରେ ଏହା ସତ୍ୟ ଅଟେ । ନିଜ ପୁଅ ଉପରେ ଏଭଳି ଗବେଷଣା କରି ଦେଖାଇଛନ୍ତି ଜଣେ ବାପା । ଜୀବନକୁ ଖାତିର ନ କରି ଏଭଳି କାର୍ଯ୍ୟ କରିବାକୁ ସେ ପଛାଇ ନାହାଁନ୍ତି । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡ଼ିଓକୁ ଦେଖି ଯେ କେହି ବି ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । କାହିଁକିନା ଏଭଳି ଦୁଃସାହସିକ କାମ କରିବା ପୂର୍ବରୁ ସେ ବାପା ଥରେ ବି ଭାବି ନାହାଁନ୍ତି।

ତେବେ ଖବରଟି ଇରାକର ବୋଲି ଜଣାପଡ଼ିଛି । ପୁଅ ଉପରେ ଏଭଳି ଗବେଷଣା କରୁଛନ୍ତି ଯାହା ପୁଅର ଜୀବନ ମଧ୍ୟ ନେଇ ଯାଇପାରେ । ଘଟଣା ବିଷୟରେ ଆପଣ ଜାଣି ବାସ୍ତବରେ ଚମକି ପଡିବେ । କାରଣ ସେ ଏଭଳି କାମ କରୁଛନ୍ତି ଯାହା ପୁଅର ଜୀବନ ମଧ୍ୟ ନେଇ ଯାଇପାରେ । କାରଣ ସେ ପୁଅର ମୁହଁ ଉପରେ ସିଗାରେଟ ରଖି ବନ୍ଧୁକ ଚାଳନା କରୁଛନ୍ତି । ଆଉ ତାପରେ ଯାହା ହେଉଛି ଆପଣ ବି ତାହା ଦେଖି ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ସେ ସିଗାରେଟକୁ ରଖି ତାକୁ ଲକ୍ଷ୍ୟଭେଦ କରିବାପାଇଁ ଚେଷ୍ଟା କରୁଛନ୍ତି । ଆଉ ଏହାପରେ ବ୍ୟକ୍ତି ଜଣକ ଗୁ-ଳି ମଧ୍ୟ ଚଳାଇ ଦେଉଛନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପୁଅର କିଛି ମଧ୍ୟ ହେଲା ନାହିଁ ।

କାରଣ ପୁଅ ଦେହରେ ଆଦୌ ଗୁ-ଳି ନ ବାଜି ସିଗାରେଟରେ ବାଜିଲା ଆଉ ସିଗାରେଟ ଦୁଇ ଖଣ୍ଡ ହୋଇଗଲା । ତେବେ ସେ ଯାହା ବି ହେଉ ନା କାହିଁକି ଏଭଳି ଗବେଷଣା ସତରେ ନିନ୍ଦନୀୟ ଅଟେ । ନିଜ ପୁଅର ଜୀବନକୁ ବାଜି ଲଗାଇ ଦେଇ ବାପା ଏଭଳି କରିବାକୁ ପଛାଇ ନାହାଁନ୍ତି । ତେଣୁ ସୋସିଆଲ ମିଡ଼ିଆରେ ଏଭଳି ଭିଡ଼ିଓକୁ ବହୁତ ନିନ୍ଦା କରାଯାଉଛି । ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଅପଲୋଡ଼ ହେବା ପରେ ଏହାକୁ ଲକ୍ଷ ଲକ୍ଷ ଲୋକ ଦେଖିଥିଲେ ଆଉ ଏଭଳି କାର୍ଯ୍ୟକୁ ବାରଣ କରିଥିଲେ । ଆଉ ପିତାଙ୍କ ଉପରେ ବହୁ ମାତ୍ରାରେ କ୍ରୋଧିତ ହୋଇ ଯାଇଥିଲେ ।

ତେବେ ସମସ୍ତଙ୍କ କହିବା କଥା ଏହା ଯେ , ଏହା ଜୀବନ ମରଣର କଥା ଥିଲା । ଗୁ-ଳି ଚାଳନାରେ ଯଦି ଟିକିଏ ଏପଟ ସେପଟ ହୋଇ ଯାଇଥାନ୍ତା , ତେବେ ପୁଅର ଜୀବନ ଚାଲି ଯାଇଥାନ୍ତା । ନିଜ ପୁଅର ଜୀବନକୁ ଖାତିର ନ କରି ପିତାଙ୍କର ଏଭଳି କାମ କରିବା ଆଦୌ ଗ୍ରହଣଯୋଗ୍ୟ ନୁହେଁ । ଏଭଳି କାମ କରିବା ପୂର୍ବରୁ ହଜାରେ ଥର ଚିନ୍ତା କରନ୍ତୁ । ଏହାର କ୍ଷତି ବିଷୟରେ ଟିକିଏ ଚିନ୍ତା କରି କାର୍ଯ୍ୟ କରନ୍ତୁ । ନଚେତ ଆପଣଙ୍କୁ ଏହାର ଅତ୍ୟନ୍ତ ଖରାପ ପରିଣାମ ଭୋଗିବାକୁ ପଡିପାରେ ।

Leave a Reply

Your email address will not be published. Required fields are marked *