ପୁଅକୁ ଦେଖି ଭାବବିହ୍ଵଳ ହେଲେ ନିରଞ୍ଜନ , ଜୋରସୋରରେ କା-ନ୍ଦିବାକୁ ଲାଗିଲେ

କର୍ମ ଅନୁଯାୟୀ ଫଳ ମିଳିଥାଏ , ଏ କଥା ଆପଣ ସମସ୍ତେ ଶୁଣିଥିବେ । ଯିଏ ଯେମିତି କର୍ମ କରିବ , ସିଏ ସେମିତି ହିଁ ଫଳ ପାଇବ । ଏହି କଥା ସବୁ କ୍ଷେତ୍ରରେ ପ୍ରୟୋଗ ହୋଇଥାଏ । ତେବେ ଆପଣ ମାନଙ୍କୁ ମାନସ ହ-ତ୍ୟାକା-ଣ୍ଡ ବିଷୟରେ ନିଶ୍ଚିତ ଭାବରେ ଜଣାଥିବ । କିପରି ଭାବରେ ଗୋଟିଏ ନି-ରୀ-ହ ମଣିଷକୁ ନି-ର୍ମ-ମ ଭାବରେ ହ-ତ୍ୟା କରିଥିଲେ ଆଠ ଜଣ ଲୋକ । ଆଉ ହ-ତ୍ୟା କରି ସାରି ଶ-ବ ସହିତ ଆହୁରି କ୍ରୁର ବ୍ୟବହାର କରିଥିଲେ ସେମାନେ । ଶ-ବକୁ ନେଇ ଗାତ ଖୋଳି ପୋ-ତି ଦେଇଥିଲେ ସେମାନେ ଆଉ ସେଠାରୁ ଚମ୍ପଟ ମା-ରିଥିଲେ ।

କିନ୍ତୁ ସତ କେବେ ବି ଲୁ-ଚି ରହେନାହିଁ । ଦିନେ ନା ଦିନେ ଏହା ସାମ୍ନାକୁ ଆସିଥାଏ । ତେବେ ଏହି କଥା ମଧ୍ୟ ସାମ୍ନାକୁ ଆସିଥିଲା । ଏହି ଘଟ-ଣାରେ ଲିପ୍ତ ରହିଥିବା ଗୋଟିଏ ପରେ ଗୋଟିଏ ଅପ-ରାଧୀକୁ ପୋ-ଲି-ସ ଖୋ-ଜି ବାହାର କରିଥିଲା ଆଉ ସେମାନଙ୍କୁ ଜେ-ଲ ମଧ୍ୟରେ ପୁରାଇ ଦେଇଥିଲା । ତେବେ ତ-ଦ-ନ୍ତ ସମୟରେ ଅନେକ ସତ୍ୟ କଥା ପୋ-ଲି-ସ ସେମାନଙ୍କ ଠାରୁ ଜାଣିବାକୁ ପାଇଥିଲା ଆଉ ଗୋଟିଏ ପରେ ଗୋଟିଏ ସତ ସେମାନଙ୍କ ଠାରୁ ଆଦାୟ କରିଥିଲା । ଅପରପକ୍ଷେ ସିବିଆଇ ତ-ଦ-ନ୍ତ ସମୟରେ ମଧ୍ୟ ଅନେକ ତଥ୍ୟ ସାମ୍ନାକୁ ଆସିଥିଲା ।

ତେବେ ଏହି ଘଟ-ଣାର ସମସ୍ତ ଅପ-ରାଧୀ ମାନେ ନିଜ ଦୋ-ଷ ମଧ୍ୟ ସ୍ୱୀ-କା-ର କରି ନେଇଥିଲେ । ଆଉ ଘଟ-ଣାର ମୁଖ୍ୟ ଅଭି-ଯୁକ୍ତ ଶର୍ମିଷ୍ଠା ରାଉତ ମଧ୍ୟ ସବୁକିଛି ସତ ସତ ମାନି ନେଇଥିଲେ । ତେବେ ଏହି ସମସ୍ତ ଅପ-ରାଧୀ ଭଦ୍ରକ ଜେ-ଲରେ ରହୁଥିଲେ କିନ୍ତୁ ବର୍ତ୍ତମାନ ସମୟରେ ଏହି ସମସ୍ତ କ-ଏ-ଦୀ ମାନଙ୍କୁ ପୋ-ଲି-ସ ବାରିପଦା ଜେ-ଲକୁ ସ୍ଥାନାନ୍ତର କରିଦେଇଛି । ତେବେ ଏହାରି ମଧ୍ୟରେ ଆଉ ଏକ ଭାବପ୍ରବଣ କଥା ସାମ୍ନାକୁ ଆସିଅଛି । ସୂଚନା ଅନୁଯାୟୀ , ଏହି ଘଟ-ଣାର ହିରୋ ଅର୍ଥାତ ବାବୁ ନିରଞ୍ଜନଙ୍କୁ ତାଙ୍କ ପୁଅ ସହ କଥା ହେବା ପାଇଁ କନଫରେନ୍ସ କଲ କରା ଯାଇଥିଲା ।

ଆଉ ପୁଅ ସହ କଥା ହେବା ସମୟରେ ବାବୁ ନିରଞ୍ଜନ ଭୋ ଭୋ ହୋଇ କା-ନ୍ଦିବାକୁ ଆରମ୍ଭ କରିଥିଲେ । ତେବେ ଏହାକୁ ଦେଖି ସେଠାରେ ଉପସ୍ଥିତ ରହିଥିବା ସମସ୍ତ କର୍ମଚାରୀ ମାନେ ମଧ୍ୟ ଭାବପ୍ରବଣ ହୋଇ ଯାଇଥିଲେ । ତେବେ ଯେତେ ଯାହା ହେଲେ ବି ସେମାନେ ବାପା ପୁଅ ଅଟନ୍ତି । ବାପା ପୁଅର ସମ୍ପର୍କ ଅତ୍ୟନ୍ତ ନିବିଡ଼ ହୋଇଥାଏ । ସେମାନେ ପରସ୍ପରକୁ କେତେ ଭଲ ପାଆନ୍ତି ସେ କଥା ନ କହିଲେ ମଧ୍ୟ ତାଙ୍କୁ ଦେଖିଲେ ବୁଝି ହୋଇ ଯାଇଥାଏ । ତେବେ ଅନ୍ୟପକ୍ଷରେ ନିରଞ୍ଜନ ବେଲ ପାଇଁ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ଏ ଯାଏଁ ବେ-ଲ ମିଳି ପାରିନାହିଁ ।

Leave a Reply

Your email address will not be published. Required fields are marked *