ରା-କ୍ଷସ ସାଜିଲା ସ୍ୱାମୀ:- ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ, ଶଶୁର ଯାହା କହିଲେ ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ … ଦେଖନ୍ତୁ ଭିଡିଓ

ସ୍ୱାମୀ ସ୍ତ୍ରୀର ସମ୍ପର୍କ ଜନ୍ମ ଜନ୍ମାନ୍ତର ସମ୍ପର୍କ ହୋଇଥାଏ। ବାହାଘର ପରେ ସ୍ବାମୀ ସ୍ତ୍ରୀ ଦୁହେଁ ଅ-ଗ୍ନିକୁ ସାକ୍ଷୀ ରଖି ସାତ ଜନମ ପର୍ଯ୍ୟନ୍ତ ଏକାଠି ରହିବେ ବୋଲି ପ୍ରତିଜ୍ଞା ନେଇଥାନ୍ତି। କେବଳ ସେତିକି ନୁହେଁ ଦୁହେଁ ବି-ପ-ଦ ଆପଦରେ ପରସ୍ପରକୁ ସାହାଯ୍ୟ କରିବେ ବୋଲି ପ୍ରତି-ଶ୍ରୁତି ଦେଇଥାନ୍ତି। କିନ୍ତୁ ବୈବାହିକ ଜୀବନ ଓ ସଂସାରରେ ଏମିତି ଏକ ମୋଡ଼ ଆସେ ଯାହାକି ପରସ୍ପରକୁ ଶ-ତ୍ରୁ କରି ଦେଇଥାଏ ଏବଂ ଜୀବନ ନେବା ପାଇଁ ପଛେଇ ନଥାନ୍ତି। ବର୍ତ୍ତମାନ ଯେଉଁ ଖବର ମିଳିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ପରିବାର ଭିତରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଅନେକ ସମୟରେ କ-ଳି ଝ-ଗ-ଡା ହୋଇଥାଏ। କିନ୍ତୁ କ-ଳି ଝ-ଗ-ଡା, ରା-ଗ ରୁ-ଷା ଆଦିକୁ ଛାଡି ଆମକୁ ଜୀବନ ପଥରେ ଆଗକୁ ବଢ଼ିବାରେ ଅଛି। କିନ୍ତୁ ଯଦି ଆମେ କ୍ରୋ-ଧରେ ରହୁ ତେବେ ଏଥିରେ ଆମର କ୍ଷ-ତି ହିଁ ହୋଇଥାଏ। ବର୍ତ୍ତମାନ ସମୟରେ ସ୍ତ୍ରୀକୁ ସ୍ୱାମୀ ଅତି ନି-ର୍ମ-ମ ଭାବେ ହ-ତ୍ୟା କରିଥିବା ଖବର ସାମ୍ନାକୁ ଆସିଛି। ଘଟ-ଣାଟି ରାଜଧାନୀ ଭୁବନେଶ୍ବରରେ ଘଟିଛି।

ଅଭି-ଯୁକ୍ତ ସୌଭାଗ୍ୟ ରଞ୍ଜନ ଦାସ ଗତ କାଲି ନିଜ ସ୍ତ୍ରୀକୁ ଅତି ନି-ର୍ମ-ମ ଭାବେ ପି-ଟି ପି-ଟି ହ-ତ୍ୟା କରିଛି। ମିଳିଥିବା ସୂଚନାନୁଯାୟୀ, ସୌଭାଗ୍ୟ ଓ ତାଙ୍କ ସ୍ତ୍ରୀ ମଧ୍ୟରେ କୌଣସି କାରଣରକୁ ନେଇ ବି-ବା-ଦ ଦେଖିବାକୁ ମିଳିଥିଲା। ତେବେ ବି-ବା-ଦ ଏହି ବି-ବା-ଦ ବର୍ବ-ରତା କା-ଣ୍ଡରେ ପରିଣତ ହୋଇଥିଲା। ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝ-ଗ-ଡା ହୋଇଥିଲା ଏହାପରେ ସ୍ୱାମୀ କ୍ରୋ-ଧରେ ଜ-ର୍ଜରି-ତ ହୋଇ ନିଜ ଉପରୁ ନିୟନ୍ତ୍ରଣ ହରାଇ ଥିଲା। ଘରେ କେହି ନଥିଲା ବେଳେ ସ୍ୱାମୀ ନିଜ ସ୍ତ୍ରୀକୁ ହ-ତ୍ୟା କରିଛି।

ଘଟ-ଣାସ୍ଥ-ଳରେ ସହିଦ ନଗର ପୋ-ଲି-ସ ପହଞ୍ଚି ଅଭି-ଯୁକ୍ତ ସୌଭାଗ୍ୟ ରଞ୍ଜନଙ୍କୁ ଗି-ର-ଫ କରିଛି। ତେବେ ଏହି ହ-ତ୍ୟା କା-ଣ୍ଡ ସାରା ଅଞ୍ଚଳର ଲୋକମାନଙ୍କୁ ସ୍ତବ୍ଧ କରି ଦେଇଛି। କେବଳ ସେତିକି ନୁହେଁ ପୁଅର ଏଭଳି କା-ଣ୍ଡରେ ବାପା ମଧ୍ୟ ନିଜକୁ ଲ-ଜ୍ଜି-ତ ଅନୁଭବ କରୁଥିବାର ଦେଖିବାକୁ ମିଳୁଛି। କେବଳ ସେତିକି ନୁହେଁ ବୋହୂ ମ-ରି ଯିବା ଦୁଃ-ଖରେ ଶଶୁର ଭା-ଙ୍ଗି ପଡିଛି।

ବାପା କହିବାନୁଯାୟୀ, ପୁଅର ମୁଣ୍ଡ ଖରାପ ଅଟେ। ସେ ମାନ-ସିକ ରୋଗୀ ଅଟେ। ଅନେକ ସମୟରେ ସେ ବିନା କାରଣରେ ତା’ର ସ୍ତ୍ରୀକୁ ମା-ଡ଼ ମା-ରେ। କିନ୍ତୁ ବିଚରା ସ୍ତ୍ରୀ ସବୁ ଦୁଃ-ଖ କଷ୍ଟ ସହି ରହିଥିଲା। ରାକ୍ଷସ ପୁଅ ଆଜି ମୋର ସୁନା ନାକି ବୋହୂକୁ ହରେଇ ଦେଲି। ମୋ ପୁଅ ଓ ବୋହୂ ଭଲରେ ରହିବା ପାଇଁ ମୁଁ ଲକ୍ଷାଧିକ ଟଙ୍କା ଛାଡି ଯାଇଥିଲି। ମୋ ପାଗଳ ପୁଅ କୌଣସି ଅସୁବିଧାରେ ନ ପଡୁ ସେଥିପାଇଁ ମଧ୍ୟ ଟଙ୍କା ରଖିଥିଲି।

ମୋର ନାତୁଣୀକୁ ନେଇ ମୁଁ ଏବେ ୧୨ ହଜାର ଟଙ୍କା ଦେଇ ସ୍କୁଲରେ ଆଡମିଶନ କଲି। କିନ୍ତୁ ମୋର ଚଣ୍ଡାଳ ପୁଅ ସବୁ ସାରି ଦେଲା। ନିଜ ହାତରେ ନିଜ ସ୍ତ୍ରୀକୁ ମା-ରିଦେଲା। କହି ଭୋ ଭୋ ହୋଇ କା-ନ୍ଦି ପକେଇଲା ଶଶୁର। ତେବେ ତାଙ୍କ କା-ନ୍ଦ ଦେଖିଲେ ଜାଣି ପାରିବେ ଯେ ସେ ନିଜ ବୋହୂ କୁ କେତେ ଭଲ ପାଉଥିଲେ।

Leave a Reply

Your email address will not be published. Required fields are marked *