ଛାତ୍ରଛାତ୍ରୀ ମାନଙ୍କର କପି କରିବା ଶୈଳୀ ଦେଖି ଆପଣ ହୋଇଯିବେ ଆଶ୍ଚର୍ଯ୍ୟ , ଦେଖନ୍ତୁ ଭିଡ଼ିଓ

ଏ ଦୁନିଆଁରେ ଏଭଳି ଅନେକ ଛାତ୍ରଛାତ୍ରୀ ରହିଥିବେ , ଯେଉଁମାନେ କପିକୁ ହିଁ ସବୁକିଛି ମାନି ନେଇଥିବେ । କାରଣ ବିନା କପିରେ ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିବେ ନାହିଁ , ଏହି କଥା ସେମାନେ ଭଲ ଭାବରେ ଜାଣିଥିବେ । ତେବେ ଯେଉଁମାନେ କପି କରନ୍ତି , ସେମାନଙ୍କୁ କପି କରିବାର ଭିନ୍ନ ଭିନ୍ନ ଉପାୟ ମାଧ୍ୟମରେ ଜଣାଥିବ।  ଆଜିକାର ଛାତ୍ରଛାତ୍ରୀ ମାନେ ଏତେ ବୁଦ୍ଧିମାନ ହୋଇଗଲେଣି ଯେ , କେଉଁ କେଉଁ ଉପାୟରେ ସେମାନେ କପି କରୁଛନ୍ତି ସେ କଥା ଶୁଣିଲେ ଆପଣଙ୍କ ହୋସ ଉଡିଯିବ । ତେବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ସେହି ସବୁ ଭିଡ଼ିଓ ଗୁଡିକ ବିଷୟରେ ଆସନ୍ତୁ ଜାଣିବା ।

ଆପଣ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ କିନ୍ତୁ କଥାଟି ସତ । ଶିକ୍ଷକ ଶିକ୍ଷୟିତ୍ରୀ ହେବା ପାଇଁ ପରୀକ୍ଷା ଦେବା କଥା ଆପଣ ସମସ୍ତେ ଭଲ ଭାବରେ ଜାଣିଥିବେ । ତେଣୁ ହରିୟାଣାରେ ୨୦୨୧ ମସିହାରେ ଏଚଟିଇଟି ପରୀକ୍ଷା ଦେବାକୁ ଆସିଥିବା ଜଣେ ଶିକ୍ଷକଙ୍କର କା-ରନା-ମା ଶୁଣି ଆପଣ ଚମକି ପଡିବେ । ବାସ୍ତବରେ ସେ କପି କରୁଥିବା ସମୟରେ କ୍ୟାମେରାରେ ଧରା ପଡି ଯାଇଥିଲେ । ସେହିଭଳି ଅହମ୍ମଦାବାଦରେ ଜୁନିୟର କ୍ଳର୍କ ପରୀକ୍ଷା ସମୟରେ ଖାତା ତଳେ କପି ରଖି କପି କରୁଥିବା ସମୟରେ ଜଣେ ପିଲାକୁ ଧରା ଯାଇଥିଲା । କିନ୍ତୁ ଏହାପରେ ନିଜ କପିକୁ ଚୁଇଙ୍ଗମ୍ ଭଳି ଚୋବାଇ ବାହାରକୁ ଫୋପାଡ଼ି ଦେଇଥିଲେ ଆଉ ଏ ସବୁ ଘଟଣା କ୍ୟାମେରାରେ କ-ଏ-ଦ ହୋଇଥିଲା ।

ଅନ୍ୟପକ୍ଷରେ କହିବାକୁ ଗଲେ ଆମେ ସମସ୍ତେ ଅନଲାଇନ କ୍ଳାସ ବିଷୟରେ ଜାଣିଥିବା । ଆଜିକାଲିର ପିଲାମାନେ ଏହଲୁ ବହୁତ ଭଲ ପାଉଛନ୍ତି ଆଉ ଏହା ମାଧ୍ୟମରେ ପରୀକ୍ଷା ସମୟରେ ବହୁତ ଫାଇଦା ଉଠାଉଛନ୍ତି । ଏହା ମାଧ୍ୟମରେ କପି କରିବା ବହୁତ ସହଜ ହୋଇଯାଉଛି।  ସେମାନେ ନିଜେ କ୍ୟାମେରାକୁ ବନ୍ଦ କରି କପି କରିବା ଆରମ୍ଭ କରି ଦେଉଛନ୍ତି । ତେବେ ସିଏସଇର ଅନଲାଇନ ପରୀକ୍ଷା ସମୟରେ ରିତେଶ ନାମକ ଜଣେ ପିଲାକୁ ପ୍ରଶ୍ନ ପଚାରାଯିବା ପରେ ସେ ତୁରନ୍ତ ଗୁଗଲରୁ ସର୍ଚ୍ଚ କରି ଉତ୍ତର ଦେଉଥିଲେ କିନ୍ତୁ ମଜାଳିଆ କଥା ଏହା ଯେ ସେ ସ୍କ୍ରିନସେୟାର ଅନ କରି ଦେଇଥିଲେ । ଯାହାଦ୍ୱାରା ଶିକ୍ଷକ ମଧ୍ୟ ଜାଣି ଦେଇଥିଲେ କି ସେ କପି କରୁଛନ୍ତି ।

ଆଉ ଏକ କପି ବିଷୟରେ ଶୁଣିଲେ ହସି ହସି ଆପଣଙ୍କ ପେଟ ଦରଜ ହୋଇଯିବ । ଶାରୀ-ରିକ ମା-ପଦ-ଣ୍ଡ ପରୀକ୍ଷାରେ ଗୋଟିଏ ପିଲାର ଉଚ୍ଚତା ଆବଶ୍ୟକ ଉଚ୍ଚତା ଠାରୁ ୨ ଇଞ୍ଚ କମ୍ ଥିଲା ତେଣୁ ସେ ମୁଣ୍ଡରେ ୱିଗ ଲଗାଇଥିଲା , ଯାହାଦ୍ୱାରା ତାର ଉଚ୍ଚତା ଟିକିଏ ବଢିଯିବ କିନ୍ତୁ ସେ ଏଥିରେ ଧରା ପଡି ଯାଇଥିଲା । ସେହିଭଳି ଜଣେ ଛାତ୍ରୀ ପରୀକ୍ଷା ଦେବାକୁ ଆସିଥିବା ପର ଠାରୁ ତାକୁ ଶିକ୍ଷକ ସନ୍ଦେହ କରୁଥିଲେ ଆଉ ତାକୁ ଯାଇ ଚେକ ମଧ୍ୟ କରିଥିଲେ କିନ୍ତୁ ତା ଠାରୁ କିଛି ମଧ୍ୟ ପାଇ ନଥିଲେ କିନ୍ତୁ ଭଲ ଭାବରେ ଦେଖିଲା ବେଳକୁ ସେ ତାର ହାତ ଗୋଡ଼ ସବୁଆଡେ ଲେଖି ଆଣିଥିଲା । ଏହା ଅତ୍ୟନ୍ତ ମଜାଦାୟକ ଥିଲା ।

Leave a Reply

Your email address will not be published. Required fields are marked *