ଲ-ଜ୍ଜାକର କଥା , ରାଜଧାନୀରେ ମାତିଛନ୍ତି ପୁରୁଷ ବେ-ଶ୍ୟା ଆଉ ବିବାହିତା ମହିଳା ମାନଙ୍କୁ ଦେଉଛନ୍ତି ଶାରୀ-ରିକ ସୁଖ

ଆପଣ ମାନେ ମହିଳା ବେ-ଶ୍ୟା ଶୁଣିଥିବେ କିନ୍ତୁ ପୁରୁଷ ବେ-ଶ୍ୟା ବିଷୟରେ ଆଦୌ ଶୁଣି ନଥିବେ । କିନ୍ତୁ ବାସ୍ତବରେ ଏଭଳି କଥା ଶୁଣି ଆପଣ ମାନଙ୍କୁ ନିଶ୍ଚିତ ଭାବରେ ଖରାପ ଲାଗୁଥିବ କିନ୍ତୁ ଏଭଳି କଥା ସମ୍ପୂର୍ଣ୍ଣ ଭାବରେ ସତ୍ୟ ଅଟେ । ଓଡ଼ିଶାର ସ୍ମାର୍ଟ ସିଟି କୁହା ଯାଉଥିବା ଭୁବନେଶ୍ବରରେ ଏଭଳି କା-ଣ୍ଡ ଚାଲିଛି । ଖୋଲାଖୋଲି ଭାବରେ ଏଭଳି ସେବା ପ୍ରଦାନ କରା ଯାଉଥିବାର ଅଭି-ଯୋଗ ମଧ୍ୟ ଆସିଛି । ରାଜଧାନୀରେ ଆଉ କେହି କାହାକୁ ଭ-ୟ ମଧ୍ୟ କାରୁନାହାଁନ୍ତି ।

ଏଭଳି ସେବା ଆଗରୁ ଗୁ-ପ୍ତ ଭାବରେ ପ୍ରଦାନ କରା ଯାଉଥିଲା କିନ୍ତୁ ବର୍ତ୍ତମାନ ସମୟରେ ଏହା ପ୍ରାୟତଃ ସମସ୍ତେ କରୁଛନ୍ତି । ବିଶେଷ କରି କଲେଜ ଛାତ୍ର ମାନେ ଦୁଇ ପଇସା ରୋଜଗାର କରିବା ପାଇଁ ବିବାହିତା ମହିଳା ମାନଙ୍କୁ ନିଜ ପ୍ରେମ ଜା-ଲରେ ଫେସବୁକ ଦ୍ୱାରା ଫସାଉଛନ୍ତି । ଆଉ ଧିରେ ନିଜ ଆଡକୁ ଆକ-ର୍ଷିତ କରୁଛନ୍ତି । ଆଉ ତାପରେ ଶାରୀ-ରିକ ସ-ମ୍ପର୍କ ରଖିବା ପାଇଁ ବାଧ୍ୟ କରି ଦେଉଛନ୍ତି । ତେବେ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ , ଏହି ସେବା ଘରେ ଆସି ପୁରୁଷ ମାନେ ପ୍ରଦାନ କରୁଛନ୍ତି ।

ଯେଉଁ ମହିଳା ମାନଙ୍କର ସ୍ୱାମୀ ବାହାରେ କାମ କରୁଛନ୍ତି , ଆଉ ଯେଉଁ ମହିଳା ମାନେ ନିଜର ଶାରୀ-ରିକ ଭୋଳ ମେ-ଣ୍ଟାଇ ପାରୁନାହାଁନ୍ତି , ସେଭଳି ମହିଳା ମାନଙ୍କୁ ଏଭଳି ସଂସ୍ଥା ସେବା ପ୍ରଦାନ କରୁଛି । ଆଉ ଗୋଟିଏ ରାତିକୁ ପ୍ରାୟତଃ ୫,୦୦୦ ରୁ ୧୦,୦୦୦ ଟଙ୍କା ଏହି ପୁରୁଷ ବେ-ଶ୍ୟା ମାନେ ରୋଜଗାର କରି ନେଉଛନ୍ତି । ତେବେ ଏମାନଙ୍କୁ ସାଧାରଣତଃ ଜିଗଲୋ କୁହାଯାଏ । ତେବେ ଓଡିଶାରେ ଏହା ପୂର୍ବରୁ ନଥିଲା । ଲ-ଜ୍ଜା କାରଣରୁ ଏଭଳି କାର୍ଯ୍ୟ କରିବାପାଇଁ କେହି ରାଜି ହେଉନଥିଲେ ।

କିନ୍ତୁ ବର୍ତ୍ତମାନ ଏହା ମା-ତିବାରେ ଲାଗିଛି ଆଉ ପ୍ରାୟତଃ ଅନେକ ଯୁବକ ଏଥିରେ ଲାଗି ପଡିଛନ୍ତି । ଆଉ ଏହା ତାଙ୍କର ରୋଜଗାରର ମାଧ୍ୟମ ମଧ୍ୟ ପାଲଟିଗଲାଣି । ଧନୀ ବର୍ଗର ମହିଳା ମାନେ ସାଧାରଣତଃ ଏହି ଜିଗଲୋ ସଂସ୍ଥାର ଶି-କାର ହେଉଛନ୍ତି । ଅନ୍ୟପକ୍ଷରେ ଯୁବକ ମାନଙ୍କୁ ଏଥିରେ ଭଲ ରୋଜଗାର ହୋଇଯିବାରୁ ସେମାନେ ଏଭଳି କାମ କରିବାପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ତେବେ ଏହାକୁ ବନ୍ଦ କରିବାପାଇଁ ଆଗରୁ ଗଣମାଧ୍ୟମରେ ପ୍ରକାଶ ହୋଇଥିଲା । ଆଉ ବର୍ତ୍ତମାନ ସମୟରେ ଓଡିଶା ପୋ-ଲିସ ଏହା ଉପରେ ଦୃଢ଼ କା-ର୍ଯ୍ୟାନୁ-ଷ୍ଠାନ ନେବା ପାଇଁ ଚେଷ୍ଟା କରୁଛି ।

Leave a Reply

Your email address will not be published. Required fields are marked *