“ରାଇ ଭାଇ ଆତ୍ମହତ୍ୟା କରି ନାହାଁନ୍ତି ବରଂ ତାଙ୍କୁ ମା-ରି ଟାଙ୍ଗି ଦିଆଯାଇଛି।” ସାଙ୍ଘା-ତିକ ଅଭି-ଯୋଗ ଆଣିଲେ ଯାତ୍ରା ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ।

କଳାକାର ମାନେ ନିଜ କଳା ମାଧ୍ୟମରେ ଲୋକମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରନ୍ତି ଏବଂ ନିଜ କଳା ଓ ଦକ୍ଷତା ଦେଖାଇ ଲୋକ ମାନଙ୍କ ପ୍ରିୟ ସାଜିଥାନ୍ତି। ରାଇ ମୋହନ ମଧ୍ୟ ଠିକ ସେହିଭଳି ଏକ କଳାକାର ବା ଅଭିନେତା ଥିଲେ। ବହୁତ କମ ଦିନରେ ଅନେକ ଲୋକ ପ୍ରିୟତା ହାସଲ କରି ପାରିଥିଲେ। ସେ ଓଡ଼ିଆ ଇଣ୍ଡଷ୍ଟ୍ରିର ସିନିୟର କଳାକାର ଥିଲେ। ତାଙ୍କୁ ଦେଖି ଅନେକ କଳାକାର ଶିକ୍ଷା ନେଉଥିଲେ। କିନ୍ତୁ ଆଜି ତାଙ୍କ ମୃ-ତ୍ୟୁକୁ ତିନି ଦିନ ବିତିଗଲାଣି। ତେବେ ତାଙ୍କର ଏହି ମୃ-ତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।

ଏହି ଧରା ପୃଷ୍ଟରେ ଜନ୍ମ ଓ ମୃ-ତ୍ୟୁ ଦୁଇଟି ସତ୍ୟ ହୋଇଥାଏ। ତେବେ ମୃତ୍ୟୁ କେତେବେଳେ କେଉଁ ସମୟରେ ଆସିବ ତାହା କହି ହେବ ନାହିଁ। ମୃ-ତ୍ୟୁ ଯେତେବେଳେ ମଧ୍ୟ ଆସିବ ତାହାକୁ ରୋକି ହେବ ନାହିଁ। ଯେଉଁ ବ୍ୟକ୍ତି ଅନ୍ୟ କଳାକାରଙ୍କ ମୃ-ତ୍ୟୁରେ ଦୁଃ-ଖ ପ୍ରକାଶ କରୁଥିଲା ଆଜି ସେହି କଳାକାରର ମୃ-ତ୍ୟୁ ଘ-ଟିବ ତାହା କେହି ସ୍ୱପ୍ନରେ ମଧ୍ୟ ଭାବି ନଥିଲେ। ରାଇ ମୋହନ ଭଳି ମହାନ ଅଭିନେତା ଓ ଖଳନାୟକଙ୍କୁ ହରାଇ ବର୍ତ୍ତମାନ ଓଲିଉଡ ଇଣ୍ଡଷ୍ଟ୍ରି କା-ନ୍ଦୁଛି। ଏହାକୁ ନେଇ ଅନେକ ନେତା ଓ ଅଭିନେତା ନିଜ ନିଜର ମତ ମଧ୍ୟ ଦେଇଛନ୍ତି।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ରାଇ ମୋହନଙ୍କ ମୃ-ତ୍ୟୁକୁ କେହି ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି। ଆଜକୁ ପ୍ରାୟ ତିନି ହେବ ମୃ-ତ୍ୟୁ ଘ-ଟିଥିଲେ ମଧ୍ୟ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ। କେମିତି ଓ କିପରି ଘ-ଟିଲା ଏହାକୁ ନେଇ ଅନେକ ସମୟରେ ପ୍ରଶ୍ନ କରାଯାଇଛି। ଅନେକ ନେତା ଓ ଅଭିନେତା ମଧ୍ୟ ନିଜ ନିଜର ମତ ଦେଉଛନ୍ତି। ତେବେ ବର୍ତ୍ତମାନ ସମୟରେ ଯାତ୍ରା ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ ରାଇ ମୋହନଙ୍କ ମୃ-ତ୍ୟୁକୁ ନେଇ ନିଜର ମୁଁହ ଖୋଲିଛନ୍ତି।

ଗତକାଲି ପୁରୀ ବଳଙ୍ଗା ନିକଟ ବର୍ତୀ ଅଞ୍ଚଳରେ କଳିଙ୍ଗ କନ୍ୟା ଯାତ୍ରା ପଡିଥିଲା। ତେବେ ସେହି ଯାତ୍ରାର ମୁଖ୍ୟ ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ ଯାତ୍ରା ଆରମ୍ଭ କରିବା ପୂର୍ବରୁ ସେ ମଞ୍ଚ ଉପରକୁ ଆସି ରାଇମୋହନଙ୍କ ଅକାଳ ବି-ୟୋ-ଗ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ। କେବଳ ସେତିକି ନୁହେଁ ସେଠାରେ ଉପସ୍ଥିତ ଥିବା ଅନ୍ୟ ଦର୍ଶକ ମାନଙ୍କୁ ମଧ୍ୟ ଏକ ମିନିଟ ନିରବ ପ୍ରାର୍ଥନା କରିବା ପାଇଁ ଅନୁରୋଧ କରିଥିଲେ। ତେବେ ସମସ୍ତ ଦର୍ଶକ ଛିଡା ହୋଇ ମହାନ କଳାକାର ରାଇମୋହନଙ୍କ ପାଇଁ ଛିଡା ହୋଇ ନିରବ ପ୍ରାର୍ଥନା କରିଥିଲେ।

ତେବେ ଏତିକି ରେ ଶେଷ ହୋଇ ଯାଇ ନଥିଲା। ରାନୀ ପ୍ରିୟଦର୍ଶିନୀ ଦର୍ଶକଙ୍କ ସମ୍ମୁଖରେ ଏକ ସାଙ୍ଘା-ତିକ ଅଭି-ଯୋଗ ଆଣିଲେ। ସେ ମଞ୍ଚ ଉପରେ ଛିଡା ହୋଇ କହିବାକୁ ଲାଗିଲେ “ରାଇମୋହନ ଆ-ତ୍ମହ-ତ୍ୟା କରି ନାହାଁନ୍ତି ବରଂ ତାଙ୍କର ହ-ତ୍ୟା କରାଯାଇଛି। କାରଣ ରାଇମୋହନ ଜଣେ ଭଲ ଓ ସଦ୍ ହୃଦୟ ବ୍ୟକ୍ତି ଥିଲେ। ତାଙ୍କର ମନବଳ ସୁଦୃଢ ଥିଲା। ସେ କଦାପି ଆ-ତ୍ମହ-ତ୍ୟା କରି ପାରିବେ ନାହିଁ। ମୁଁ ତାଙ୍କ ସହ ଯେତିକି ମିଶିଛି ସେ ଦୃଢ଼ ବ୍ୟକ୍ତି ଥିଲେ। ତେବେ ସେ ଆ-ତ୍ମହ-ତ୍ୟା କରି ନଥିବେ।

କେବଳ ସେତିକି ନୁହେଁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ରାଇମୋହନଙ୍କ ମୃ-ତ୍ୟୁ ଫୋଟକୁ ନେଇ ମଧ୍ୟ କହିଛନ୍ତି। ସେ କହିଛନ୍ତି, ” ରାଇମୋହନ ଭାଇଙ୍କ ଗୋଟେ ଗୋଡ଼ ତଳେ ଲାଗି ଯାଇଛି ଏବଂ ଅନ୍ୟଟି ଚ୍ୟାର ଉପରେ ରହିଛି। ତେବେ ଏହା ସମ୍ପୂର୍ଣ୍ଣ ରୂପେ ଅସମ୍ଭବ ଅଟେ। ଯାହାର ତଳେ ଗୋଡ଼ ଲାଗିଯାଏ ତେବେ ସେ କିପରି ମ-ରି ପାରିବ ନେଇ ପ୍ରଶ୍ନ କରିଛନ୍ତି। ଏଥିସହିତ ଏହାର ତ-ଦ-ନ୍ତ କରାଯାଉ ବୋଲି ପ୍ରାର୍ଥନା କରିଛନ୍ତି।

Leave a Reply

Your email address will not be published. Required fields are marked *