“ସେ ମୋ ଠାରୁ ଅଶୀ ହଜାର ଟଙ୍କା ନେଇଛି, ଆଉ ଏବେ ବିବାହ କରିବା ପାଇଁ ଲୁ-ଚୁଛି।” ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡ଼ିଓ।

ଦିନ ଥିଲା ପ୍ରେମକୁ ପବିତ୍ର ବନ୍ଧନ ବୋଲି ମନେ କରୁଥିଲେ। କେବଳ ସେତିକି ନୁହେଁ ଅନେକ ପ୍ରେମୀ ଯୁଗଳଙ୍କ କାହାଣୀ ବିଷୟରେ ମଧ୍ୟ ଶୁଣିଥିବେ। ଯେପରି କି ଲେଲା ମଜୁନୁ, ଦେବ-ଦାସ ପାରୋ, ଏବଂ ସାଇବା ମିର୍ଜା ପ୍ରେମ କାହାଣୀ ଏବଂ ସେମାନଙ୍କ ପ୍ରେମ ବିଷୟରେ ଭଲ ଭାବରେ ଜାଣିଥିବେ। କିନ୍ତୁ ବର୍ତ୍ତମାନର ପ୍ରେମ ଓ ସେ ସମୟର ପ୍ରେମ ମଧ୍ୟରେ ବହୁତ ଫରକ ଦେଖିବାକୁ ମିଳୁଛି। ଆଜିର ସମୟରେ ପ୍ରେମ କେତେବେଳେ କେଉଁ ସମୟରେ ହେଉଛି ତାହା କହି ହେଉ ନାହିଁ। ପ୍ରେମ ଏକ ପବିତ୍ର ବ-ନ୍ଧନ ହୋଇଥିଲେ ମଧ୍ୟ ବର୍ତ୍ତମାନ ଏହାର କୌଣସି ପବିତ୍ରତା ନାହିଁ। ଏହା ବର୍ତ୍ତମାନର ଯୁବପିଢ଼ି ଙ୍କ ପାଇଁ ଏକ ସାଧାରଣ କଥା ଅଟେ। ଅନେକ କୁନି କୁନି ପିଲା ପ୍ରେମ କରୁଥିବାର ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ।

ଖୁବ କମ ବୟସରେ ପ୍ରେମକୁ ଭୁଲଦିଗକୁ ନେବାପାଇଁ ଆଜିକାଲି ପିଲାମାନଙ୍କ ପାଇଁ ବେଶୀ ସମୟ ଲାଗୁନି । ପ୍ରେମର ପ୍ରକୃତ ଅର୍ଥ ହେଉଛି ଭଲପାଇବା ଏବଂ ବିଶ୍ୱାସ । କିନ୍ତୁ ଆଜିର ସମାଜରେ ପ୍ରେମ କୁ ଭୁଲ ଦିଗରେ ନେବାକୁ ବସିଛନ୍ତି ଆଜିର ଯୁବକ ଯୁବତୀ। ବର୍ତ୍ତମାନ ଯୁବପିଢ଼ିଙ୍କ ଅନୁସାରେ ପ୍ରେମର ଅର୍ଥ ଶାରୀ-ରିକ ସଂ-ପର୍କ ରଖିବା। ସେମାନେ ଜାଣି ପାରନ୍ତି ନାହିଁ ଯେ ଏଭଳି କାର୍ଯ୍ୟ କରିବା ଦ୍ୱାରା ସେମାନଙ୍କ ଜୀବନ ନ-ଷ୍ଟ ହୁଏ ବୋଲି।

ବର୍ତ୍ତମାନ ସମୟରେ କୌଣସି ବ୍ୟକ୍ତିକୁ ଭରସା କରିବା କ-ଷ୍ଟକର ହୋଇ ପଡ଼ିଛି। ଯେ କୌଣସି ମୁହୂର୍ତ୍ତରେ ବି ଧୋ-କା ଦେଇ ପାରନ୍ତି। ଅନେକ ଲୋକ ବିଶ୍ୱାସରେ ବି-ଷ ଦେଇ ବିଶ୍ୱା-ସ ଘା-ତକ କରିଥାନ୍ତି। ତେଣୁ ଆଜିର ଜୀବନର ଭରସାଯୋଗ୍ୟ ବ୍ୟକ୍ତି ମିଳିବା କଠିନ ହୋଇ ଯାଇଛି। ଯାହାକି ପ୍ରେମ କ୍ଷେତ୍ରରେ ଏହା ଅଧିକ ଦେଖିବାକୁ ମିଳେ। ବିବାହର ପ୍ରତିଶ୍ରୁତି ଦେଇ କେହି କେହି ଦୁ-ଷ୍କ-ର୍ମ କରି ଛାଡି ଦିଅନ୍ତି ଆଉ କିଛି ହ-ତ୍ୟା କରିବା ପାଇଁ ମଧ୍ୟ ପଛନ୍ତି ନାହିଁ। ଲି-ଭି-ଙ୍ଗ ରିଲେ-ଶନରେ ରହି ଧୋ-କା ଖାଇବା ପରେ ଗଣମାଧ୍ୟମ ସମ୍ମୁଖରେ ପ୍ରତି-କ୍ରିୟା ରଖିଛନ୍ତି ଯୁବତୀ।

ତେବେ ଏଭଳି ଘ-ଟ-ଣା ଗୋପରେ ଦେଖିବାକୁ ମିଳିଛି। ଦୀର୍ଘ ଆଠ ମାସ କାଳ ଲି-ଭି-ଙ୍ଗରେ ରହୁଥିବା ଯୁବକ ଯୁବତୀଙ୍କ ମଧ୍ୟରେ ଆଜି ଫାଟ ପଡିଯାଇଛି। ବିବାହର ପ୍ରତି-ଶ୍ରୁତି ଦେଇ ପ୍ରେମିକାକୁ ଧୋ-କା ଦେଇଛି ପ୍ରେମିକ। ଯୁବତୀ ଜଣକ ସଙ୍ଗୀନ ଅଭି-ଯୋଗ ମଧ୍ୟ ଆଣିଛନ୍ତି। ଯୁବକ ଜଣକ ଯୁବତୀଙ୍କ ଠାରୁ ଗାଡି କରିବା ବାବଦକୁ ଅଶୀ ହଜାର ଟଙ୍କା ନେଇ ଥିବା କହିଛନ୍ତି। କିନ୍ତୁ ବିବାହ କରିବାକୁ କହିବାରୁ ଧରା ଛୁଆଁ ଦେଉ ନଥିବା ଅଭି-ଯୋଗ ଆଣିଛନ୍ତି।

ସୂଚନା ଅନୁଯାୟୀ ଅର୍ଜୁନ ପ୍ରଧାନଙ୍କ ପୁଅକୁ ଯୁବତୀ ଜଣକ ଭଲ ପାଉଥିଲେ। ତେବେ ତାଙ୍କର ପ୍ରଥମେ ଦେଖା ସାକ୍ଷାତ ଏକ ଘରୋଇ ହସ୍ପିଟାଲରେ ହୋଇଥିଲା। ଯେଉଁଠାରେ ଯୁବକ ଜଣକ କାମ କରନ୍ତି। ତେବେ ପ୍ରେମ ହେବା ପରେ ଦୁହେଁ ଏକ ଭଡା ଘର କରି ଲିଭିଙ୍ଗ ରିଲେ-ଶନସିପ୍ ରେ ରହିବାକୁ ଲାଗିଲେ। ତେବେ ଏହି ରିଲେ-ଶନ ରେ ଦୀର୍ଘ ଆଠ ମାସ କାଳ ଉଭୟ ରହିଲେ। ଦୁହେଁ ଶାରୀ-ରିକ ସଂ-ପର୍କ ମଧ୍ୟ ରଖିଲେ।

କେବଳ ସେତିକି ନୁହେଁ ଯୁବକ ଜଣକ ଗାଡି କିଣିବା ପାଇଁ ଯୁବତୀଙ୍କ ଠାରୁ ଅଶୀ ହଜାର ଟଙ୍କା ମଧ୍ୟ ନେଇଛନ୍ତି। କିନ୍ତୁ ଯେତେବେଳେ ଯୁବତୀ ଜଣକ ବିବାହକୁ ନେଇ ଯୁବକଙ୍କୁ ପ୍ରଶ୍ନ କଲେ ସେବେ ଠାରୁ ଯୁବକ ଜଣକ ଆଉ ଧରା ଛୁଆଁ ଦେଉ ନାହାଁନ୍ତି। ତେବେ ଯୁବକଙ୍କ ପରିବାର ଲୋକେ ଅନ୍ୟତ୍ର ବିବାହ କରିବାକୁ ଚେଷ୍ଟା କରୁଛନ୍ତି। ଖବର ପାଇ ଯୁବତୀ ଜଣକ ଯୁବକଙ୍କୁ ଦେଖା କରିବାକୁ ଆସିଥିଲେ। କିନ୍ତୁ ଘରେ କେହି ନାହାଁନ୍ତି ଓ ତାଲା ଝୁଲୁଥିବା ଦେଖିବାକୁ ପାଇଲେ।

Leave a Reply

Your email address will not be published. Required fields are marked *