ଜଙ୍ଗଲରେ ଯୁବକ ଯୁବତୀଙ୍କ ମଧ୍ୟରେ ଚାଲିଥିଲା ରାସଲୀଳା, ଧରା ପଡିଲା ପରେ କଣ ହେଲା…. ଦେଖନ୍ତୁ ଭିଡ଼ିଓ

ସୋସିଆଲ ମିଡ଼ିଆରେ ଅନେକ ଭିଡ଼ିଓ ଭାଇରାଲ ହୋଇଥାଏ। ତେବେ ସେଥିମଧ୍ୟରୁ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ ଜନକ ହୋଇଥିବା ବେଳେ ଆଉ କିଛି ଭିଡ଼ିଓ ମଜାଦାର ହୋଇଥାଏ। ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଏକ ଆଶ୍ଚର୍ଯ୍ୟ କରିଦେଲା ଭଳି ଏକ ଭିଡ଼ିଓ ଖୁବ ଭାଇରାଲ ହେଉଛି। ତେବେ ଭିଡ଼ିଓରେ ଆପଣ ଜଣେ ନବମ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ରୀଙ୍କୁ ଜଙ୍ଗଲରେ ଯୁବକଙ୍କ ସହ ଦେଖିବାକୁ ପାଇବେ। ତେବେ ଜଙ୍ଗଲ ଭିତରେ ଯୁବକ ଯୁବତୀଙ୍କ ରାସଲୀଳା ଚାଲୁଥିବା ବେଳେ ଧରା ପଡ଼ିଥିଲେ ପ୍ରେମୀଯୁଗଳ।

କେତେବେଳେ କାହାକୁ କେଉଁ ସମୟରେ ପ୍ରେମ ହୋଇଯିବ ତାହା କେହି କହିପାରିବେ ନାହିଁ। ପ୍ରେମ ଏକ ପବିତ୍ର ସମ୍ପର୍କ ଅଟେ। ବର୍ତ୍ତମାନ ସମୟରେ ପ୍ରେମରେ କୌଣସି ପବିତ୍ରତା ନାହିଁ ଯଦି ଅଛି ତ କେବଳ ଛଳନା, ଧୋକା, ଏବଂ ପ୍ରତାରଣା। କେବଳ ସେତିକି ନୁହେଁ ବର୍ତ୍ତମାନ ସମୟର ପ୍ରେମ କେତେଙ୍କର ଜୀବନ ମଧ୍ୟ ନେଇଛି ତାହାର କୌଣସି ହିସାବ ନାହିଁ। ପ୍ରେମରେ ପାଗଳ ଆଜିର ଯୁବ ପିଢି ହିତାହିତ ଜ୍ଞାନ ଭୁଲି ଯାଉଛନ୍ତି। ସେମାନେ କିଛି କରିବାକୁ ମଧ୍ୟ ପଛାଉ ନାହାଁନ୍ତି।

ପ୍ରେମରେ ପଡିବା ପରେ ଯୁବକ ଯୁବତୀ ମାନେ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସୁଛନ୍ତି ଏବଂ ଶାରୀରିକ ସମ୍ପର୍କ ରଖୁଛନ୍ତି। ତେବେ ଶାରୀରିକ ସମ୍ପର୍କ ଅନୈତିକ ଭାବରେ ରଖୁଥିବା ସମୟରେ ପ୍ରେମୀ ଯୁଗଳ ଅନେକ ସମୟରେ ଧରା ପଡ଼ିଥାନ୍ତି ଏବଂ ଲୋକ ଲୋଚନକୁ ମଧ୍ୟ ଆସିଥାନ୍ତି। ତେବେ ବର୍ତ୍ତମାନ ସମୟରେ ଏହିଭଳି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

ଭାଇରାଲ ହେଉଥିବା ଭିଡ଼ିଓରେ ଆପଣ ଜଣେ ଯୁବକ ଏବଂ ସ୍କୁଲ ଛାତ୍ରୀଙ୍କୁ ଦେଖିବାକୁ ପାଇବେ। ଦୁଇ ପ୍ରେମୀ ଯୁଗଳ ପ୍ରେମରେ ପଡିବା ପରେ ରୋମାନ୍ସ ପାଇଁ ଜଙ୍ଗଲରେକୁ ଚାଲି ଆସିଥିଲେ। ତେବେ ଦୁହେଁ ନିୟନ୍ତ୍ରଣ ହରାଇ ଶାରୀରିକ ସମ୍ପର୍କ ଆଡକୁ ଅଗ୍ରସର ହେଉଥିଲେ ତେବେ ଏହି ସମୟରେ କିଛି ଯୁବକ ମାନେ ସେମାନଙ୍କୁ ଦେଖିବାକୁ ପାଇଥିଲେ ଏବଂ ତାଙ୍କର ଭିଡ଼ିଓ କରିବାକୁ ଲାଗିଥିଲେ। ତେବେ ପ୍ରଥମେ ଯୁବତୀ ଜଣକ ଲୋକମାନଙ୍କ ଉପରେ କ୍ରୋଧରେ କଥା ହେଉଥିଲେ।

ହେଲେ ଯେତେବେଳେ ଜାଣିବାକୁ ପାଇଲେ ଯେ ସେମାନଙ୍କ ହାତରେ କ୍ୟାମେରା ଅଛି ଏବଂ ଭିଡ଼ିଓ ରେକର୍ଡ଼ କରୁଛନ୍ତି। ତେବେ ସେ ସଙ୍ଗେ ସଙ୍ଗେ ହସି ହସି କଥା ହେବାକୁ ଲାଗିଲେ ଏବଂ ଭିଡ଼ିଓ ନ କରିବା ପାଇଁ ନେହୁରା ହୋଇଥିଲେ। ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଯୁବତୀ ଜଣକ ନବମ ଶ୍ରେଣୀର ଛାତ୍ରୀ ଅଟନ୍ତି। ତେବେ ସ୍କୁଲ ଯାଉଛି ବୋଲି ଘରେ କହି ପ୍ରେମିକ ସହ ଜଙ୍ଗଲରେ ରାସଲୀଳା କରୁଥିଲେ। ରିପୋର୍ଟସ ଅନୁସାରେ ଏହି ଭିଡିଓଟି ଉତ୍ତର ପ୍ରଦେଶର ବୋଲି ଜଣା ପଡିଛି।

Leave a Reply

Your email address will not be published. Required fields are marked *