ମୃ-ତ୍ୟୁ ପୂର୍ବର ଭିଡ଼ିଓ:- ସାମ୍ନାକୁ ଆସିଲା ରଶ୍ମିରେଖାଙ୍କ ଶେଷ ଭିଡ଼ିଓ, ଏହା ଦେଖିବା ପରେ ଆପଣ ମଧ୍ୟ ସ୍ତବ୍ଧ ହୋଇଯିବେ।

ସୋସିଆଲ ମିଡିଆରେ ଅନେକ ଭିଡ଼ିଓ ଭାଇରାଲ ହେଉଥିବାର ଦେଖିବାକୁ ମିଳିଥାଏ। ସେଥିମଧ୍ୟରୁ କିଛି ଭିଡ଼ିଓ ମଜାଦାର ହୋଇଥାଏ ଯାହାକୁ ଦେଖିବା ପରେ ଲୋକମାନେ ନିଜର ହସକୁ ରୋକି ପାରନ୍ତି ନାହିଁ ସେହିଭଳି ଆଉ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ ଜନକ ହୋଇଥାଏ ଯାହାକୁ ଦେଖିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ବର୍ତ୍ତମାନ ସମୟରେ ଓଡ଼ିଆ ଅଭିନେତ୍ରୀ ରଶ୍ମିରେଖାଙ୍କ ଏକ ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

କଳାକାର ମାନେ ନିଜ କଳା ମାଧ୍ୟମରେ ଲୋକମାନଙ୍କୁ ନିଜ ଆଡକୁ ଆକୃ-ଷ୍ଟ କରନ୍ତି ଏବଂ ନିଜ କଳା ଓ ଦକ୍ଷତା ଦେଖାଇ ଲୋକ ମାନଙ୍କ ପ୍ରିୟ ସାଜିଥାନ୍ତି। ରଶ୍ମିରେଖା ମଧ୍ୟ ଠିକ ସେହିଭଳି ଏକ କଳାକାର ବା ଅଭିନେତ୍ରୀ ଥିଲେ। ବହୁତ କମ ଦିନରେ ଅନେକ ଲୋକ ପ୍ରିୟତା ହାସଲ କରି ପାରିଥିଲେ। ଆଗକୁ ସେ ଉ-ଜ୍ଜ୍ୱ-ଳ ସିତାରା ହୋଇଥାନ୍ତେ କିନ୍ତୁ ଆଜି ବର୍ତ୍ତମାନ ସେ ଆକାଶର ତାରା ହୋଇଯାଇଛନ୍ତି। ରଶ୍ମିରେଖା ଙ୍କ ଆ-ତ୍ମହ-ତ୍ୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

କମ୍ ବୟସରେ ଲୋକ ପ୍ରିୟତା ହାସଲ କରିଥିବା ରଶ୍ମିରେଖା ଆ-ତ୍ମହ-ତ୍ୟା କରି ତାଙ୍କ ଫ୍ୟାନ ମାନଙ୍କୁ ଦୁଃ-ଖରେ ପକେଇ ଦେଇଛନ୍ତି। ତେବେ ଆ-ତ୍ମହ-ତ୍ୟା ପୂର୍ବର ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି। ତେବେ ଏହି ଭିଡ଼ିଓରେ ରଶ୍ମିରେଖା ଏକ ଗୀତରେ ନାଚୁଥିବାର ଦେଖିବାକୁ ପାଇବେ ଏବଂ ଏହି ଦୃ-ଶ୍ୟ ଏକ ବାର୍ ର ଭିଡ଼ିଓ ଅଟେ।

ତେବେ ଭାଇରାଲ ହେଉଥିବା ଭିଡ଼ିଓରେ ଆପଣ ଦେଖିବାକୁ ପାଇବେ ଯେ ରଶ୍ମିରେଖା ଏକ ଦୁଃ-ଖ ଗୀତ, ” ତୁ ସାଥୀଟେ ହୋଇ ଗଲୁ ଦୂରେଇ କାଇଁ କାନ୍ଦୁ-ଛୁରେ ମନ” ରେ ନାଚୁଛନ୍ତି। ତେବେ ତାଙ୍କର ନାଚ ମଧ୍ୟ କହି ଦେଉଛି କି ସେ କେତେ ଦୁଃ-ଖରେ ଅଛନ୍ତି। ତେବେ କୁହାଯାଉଛି ରଶ୍ମିରେଖା ଓଝା ଆ-ତ୍ମହ-ତ୍ୟା କରିବା ପୂର୍ବରୁ ବାର୍ ରେ ମନ ଭରି ନାଚିଥିଲେ। ତେବେ ଏହି ଭିଡ଼ିଓ ଦେଖିଲେ ଲାଗୁଛି ସେ ବହୁତ ଦୁଃ-ଖରେ ଥିଲେ।

ଅନ୍ୟପଟେ ରଶ୍ମିରେଖାଙ୍କ ପୋ-ଷ୍ଟମ-ର୍ଟମ ରି-ପୋ-ର୍ଟ ଆସି ସାରିଛି। ତେବେ ସେହି ରି-ପୋ-ର୍ଟ ରେ ଉଲ୍ଲେଖ ଅଛି ଯେ ରଶ୍ମି ଆ-ତ୍ମହ-ତ୍ୟା କରିଛନ୍ତି ଏବଂ ଆ-ତ୍ମହ-ତ୍ୟା କରିବା ପୂର୍ବରୁ ସେ ତିନି ମାସ ଗର୍ଭ-ବତୀ ଥିଲେ। ତେବେ ରଶ୍ମିଙ୍କ ପୁରୁଷ ବନ୍ଧୁ ସନ୍ତୋଷ ଙ୍କୁ ପୋ-ଲିସ ପକ୍ଷରୁ ହାଜର ହେବା ପାଇଁ ରି-ପୋ-ର୍ଟ ପ୍ରଦାନ କରାଯାଇଛି। ତେବେ ଖୁବ ଶୀଘ୍ର ରଶ୍ମି ଆ-ତ୍ମହ-ତ୍ୟା କରିବାର କାରଣ ସାମ୍ନାକୁ ଆସିବ ବୋଲି ରଶ୍ମିଙ୍କ ପ୍ରଶଂସକ ମାନେ ଆଶା ବାନ୍ଧି ବସିଛନ୍ତି।

Leave a Reply

Your email address will not be published. Required fields are marked *