ତପସ୍ୱିନୀ ସାଜିଲେ ଆଉ ଏକ ଯୁବତୀ, ପ୍ରେମିକ ଠାରୁ ଧୋ-କା ଖାଇବା ପରେ ଘର ଆଗରେ ଧାରଣା ଦେଲେ ପ୍ରେ-ମିକା। ଦେଖନ୍ତୁ ଏହି ଭିଡ଼ିଓ।

ଦିନ ଥିଲା ପ୍ରେମକୁ ପବିତ୍ର ବନ୍ଧନ ବୋଲି ମନେ କରୁଥିଲେ। କେବଳ ସେତିକି ନୁହେଁ ଅନେକ ପ୍ରେମୀ ଯୁଗଳଙ୍କ କାହାଣୀ ବିଷୟରେ ମଧ୍ୟ ଶୁଣିଥିବେ। ଯେପରି କି ଲେଲା ମଜୁନୁ, ଦେବଦାସ ପାରୋ, ଏବଂ ସାଇବା ମିର୍ଜା ପ୍ରେମ କାହାଣୀ ଏବଂ ସେମାନଙ୍କ ପ୍ରେମ ବିଷୟରେ ଭଲ ଭାବରେ ଜାଣିଥିବେ। କିନ୍ତୁ ବର୍ତ୍ତମାନର ପ୍ରେମ ଓ ସେ ସମୟର ପ୍ରେମ ମଧ୍ୟରେ ବହୁତ ଫ-ରକ ଦେଖିବାକୁ ମିଳୁଛି। ଆଜିର ସମୟରେ ପ୍ରେମ କେତେବେଳେ କେଉଁ ସମୟରେ ହେଉଛି ତାହା କହି ହେଉ ନାହିଁ। ପ୍ରେମ ଏକ ପବିତ୍ର ବନ୍ଧନ ହୋଇଥିଲେ ମଧ୍ୟ ବର୍ତ୍ତମାନ ଏହାର କୌଣସି ପବିତ୍ରତା ନାହିଁ। ଏହା ବର୍ତ୍ତମାନର ଯୁବପିଢ଼ି ଙ୍କ ପାଇଁ ଏକ ସାଧାରଣ କଥା ଅଟେ। ଅନେକ କୁନି କୁନି ପିଲା ପ୍ରେମ କରୁଥିବାର ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ।

ଖୁବ କମ ବୟସରେ ପ୍ରେମକୁ ଭୁଲଦିଗକୁ ନେବାପାଇଁ ଆଜିକାଲି ପିଲାମାନଙ୍କ ପାଇଁ ବେଶୀ ସମୟ ଲାଗୁନି । ପ୍ରେମର ପ୍ରକୃତ ଅର୍ଥ ହେଉଛି ଭଲପାଇବା ଏବଂ ବିଶ୍ୱାସ । କିନ୍ତୁ ଆଜିର ସମାଜରେ ପ୍ରେମ କୁ ଭୁଲ ଦିଗରେ ନେବାକୁ ବସିଛନ୍ତି ଆଜିର ଯୁବକ ଯୁବତୀ। ବର୍ତ୍ତମାନ ଯୁବପିଢ଼ିଙ୍କ ଅନୁସାରେ ପ୍ରେମର ଅର୍ଥ ଶାରୀ-ରିକ ସଂ-ପର୍କ ରଖିବା। ସେମାନେ ଜାଣି ପାରନ୍ତି ନାହିଁ ଯେ ଏଭଳି କାର୍ଯ୍ୟ କରିବା ଦ୍ୱାରା ସେମାନଙ୍କ ଜୀବନ ନ-ଷ୍ଟ ହୁଏ ବୋଲି।

ବର୍ତ୍ତମାନ ସମୟରେ କୌଣସି ବ୍ୟକ୍ତିକୁ ଭରସା କରିବା କଷ୍ଟକର ହୋଇ ପଡ଼ିଛି। ଯେ କୌଣସି ମୁହୂର୍ତ୍ତରେ ବି ଧୋ-କା ଦେଇ ପାରନ୍ତି। ଅନେକ ଲୋକ ବିଶ୍ୱାସରେ ବି-ଷ ଦେଇ ବିଶ୍ୱାସ ଘାତକ କରିଥାନ୍ତି। ତେଣୁ ଆଜିର ଜୀବନର ଭରସାଯୋଗ୍ୟ ବ୍ୟକ୍ତି ମିଳିବା କଠିନ ହୋଇ ଯାଇଛି। ଯାହାକି ପ୍ରେମ କ୍ଷେତ୍ରରେ ଏହା ଅଧିକ ଦେଖିବାକୁ ମିଳେ। ବିବାହର ପ୍ରତିଶ୍ରୁତି ଦେଇ କେହି କେହି ଦୁ-ଷ୍କ-ର୍ମ କରି ଛାଡି ଦିଅନ୍ତି ଆଉ କିଛି ହ-ତ୍ୟା କରିବା ପାଇଁ ମଧ୍ୟ ପଛନ୍ତି ନାହିଁ। ତେବେ ବର୍ତ୍ତମାନ ସମୟରେ ପ୍ରେମିକ ଠାରୁ ଧୋ-କା ଖାଇ ଘର ଆଗରେ ଧାରଣା ଦେଉଥିବା ଖବର ସାମ୍ନାକୁ ଆସିଛି।

ତେବେ ଏଭଳି ଘ-ଟଣା କୁଜଙ୍ଗ ଥା-ନା ଅଞ୍ଚଳରେ ଘଟିଛି। ଦୀର୍ଘ ତିନି ବର୍ଷ ଧରି ଯୁବକ ଯୁବତୀ ପରସ୍ପରକୁ ପ୍ରେମ କରି ଆସୁଥିଲେ। କିନ୍ତୁ ହଠାତ ଯୁବକ ଜଣକ ପ୍ରେମିକାକୁ ଛାଡ଼ିଦେଇ ଅନ୍ୟତ୍ର ବିବାହ କରିବା ପାଇଁ ଯୋଜନା କରିଥିଲେ। କେବଳ ସେତିକି ନୁହେଁ ଯୁବକ ଜଣକଙ୍କ ନି-ର୍ବନ୍ଧ ତାରିଖ ମଧ୍ୟ ସ୍ଥିର ହୋଇଯାଇଥିଲା। କିନ୍ତୁ ଯୁବତୀ ଜଣକ ଯୁବକଙ୍କ ସମସ୍ତ ଯୋଜନାକୁ ଭଣ୍ଡୁର କରିଦେଲେ। ଯୁବକଙ୍କ ନି-ର୍ବ-ନ୍ଧ ଖବର ପାଇ ଯୁବତୀ ରାତି ୪ ଟା ରୁ ଆସି ଯୁବକଙ୍କ ଘର ଆଗରେ ଧାରଣା ଦେଲେ।

ମିଳିଥିବା ସୂଚନା ଅନୁସାରେ, ଜୀବନ ନାମକ ଯୁବକ ଦୀର୍ଘ ତିନି ବର୍ଷ ହେବ ପ୍ରେମ କରି ଆସୁଥିଲେ। ତେବେ ଯୁବକ ଜଣକ ବିବାହର ପ୍ରତି-ଶ୍ରୁତି ଦେଇ ଯୁବତୀଙ୍କ ସହ ଶାରୀ-ରିକ ସ-ମ୍ପ-ର୍କ ମଧ୍ୟ ରଖିଲେ। କିନ୍ତୁ ଯେତେବେଳେ ବିବାହର ପ୍ରଶ୍ନ ଆସିଲା ସେତେବେଳେ ଯୁବକ ଜଣକ ଯୁବତୀଙ୍କୁ ଏଡେଇ ଦେଇ ଅନ୍ୟତ୍ର ବିବାହ କରିବା ପାଇଁ ମନସ୍ଥ କରିଦେଲେ। ଯୁବକଙ୍କ ନିର୍ବନ୍ଧ ଦିନ ଯୁବତୀ ଆସି ଯୁବକଙ୍କ ଘର ଆଗରେ ଧାରଣା ଦେଲେ ଏବଂ ଯୁବକଙ୍କୁ ବିବାହ କରିବା ପାଇଁ ଜିଦ ଧରି ବସିଲେ।

ଯୁବତୀଙ୍କୁ ଗ୍ରହଣ କରିବା ପାଇଁ ଯୁବକଙ୍କ ପରିବାର ଲୋକେ ରାଜି ହୋଇ ନଥିବା ସୂଚନା ମିଳିଛି। ଯୁବତୀ ଜଣକ ଅନ୍ୟ ଜାତିର ହୋଇଥିବାରୁ ଯୁବକଙ୍କ ଘର ଲୋକ ଗ୍ରହଣ କରୁ ନାହାଁନ୍ତି। ତେବେ ଖବର ପାଇ କୁଜଙ୍ଗ ପୋ-ଲି-ସ ଆସି ଘଟ-ଣାସ୍ଥ-ଳରେ ପହଞ୍ଚି ବୁଝାସୁଝା କରିବା ପାଇଁ ଚେଷ୍ଟା କରିଛି।

Leave a Reply

Your email address will not be published. Required fields are marked *