ସୀମା ପାର ଲଜ୍ୟା:- ଦୁଇ ପିଲାଙ୍କୁ ଛାଡି ଅନ୍ୟ ପୁରୁଷ ସହ ଫେରାର ହୋଇଗଲା ମାଆ, ପୁଅ ଦେଖିବା ପରେ………. ତା’ପରେ କଣ ଘଟିଲା ଦେଖନ୍ତୁ ଏହି ଭିଡ଼ିଓ।

ବର୍ତ୍ତମାନ ସମୟରେ କୌଣସି ବ୍ୟକ୍ତିକୁ ଭରସା କରିବା କଷ୍ଟକର ହୋଇ ପଡ଼ିଛି। ଯେ କୌଣସି ମୁହୂର୍ତ୍ତରେ ବି ଧୋ-କା ଦେଇ ପାରନ୍ତି। ଅନେକ ଲୋକ ବିଶ୍ୱାସରେ ବିଷ ଦେଇ ବି-ଶ୍ୱା-ସ ଘା-ତକ କରିଥାନ୍ତି। ତେଣୁ ଆଜିର ଜୀବନର ଭରସାଯୋଗ୍ୟ ବ୍ୟକ୍ତି ମିଳିବା କଠିନ ହୋଇ ଯାଇଛି। ସାତ ଜନମ ପାଇଁ ଅ-ଗ୍ନିକୁ ସାକ୍ଷୀ ରଖି ବିବାହ କରିଥିବା ସ୍ୱାମୀକୁ ଏକୁଟିଆ ଛାଡି ଯାଇ ପ୍ରେମିକ ସହ ଚାଲି ଯାଇଛି ସ୍ତ୍ରୀ। କେତେବେଳେ କାହାକୁ କେଉଁ ସମୟରେ ପ୍ରେମ ହୋଇଯିବ ତାହା କେହି କହିପାରିବେ ନାହିଁ।

ବାହାଘର ପରେ ସ୍ବାମୀ ସ୍ତ୍ରୀ ଦୁହେଁ ଅଗ୍ନିକୁ ସାକ୍ଷୀ ରଖି ସାତ ଜନମ ପର୍ଯ୍ୟନ୍ତ ଏକାଠି ରହିବେ ବୋଲି ପ୍ରତିଜ୍ଞା ନେଇଥାନ୍ତି। କେବଳ ସେତିକି ନୁହେଁ ଦୁହେଁ ବି-ପଦ ଆପଦରେ ପରସ୍ପରକୁ ସାହାଯ୍ୟ କରିବେ ବୋଲି ପ୍ରତି-ଶ୍ରୁତି ଦେଇଥାନ୍ତି। ତେବେ ଏଥିମଧ୍ୟରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଥିବା ସ-ମ୍ପର୍କ ପବିତ୍ର ସମ୍ପର୍କ ରୂପେ ବିବେଚନା କରାଯାଏ। ହେଲେ ଯେତେବେଳେ ସ୍ୱାମୀ ହେଉ ଅବା ସ୍ତ୍ରୀ ଯଦି ସେମାନଙ୍କ ମନ ଅନ୍ୟ ପୁରୁଷ କିମ୍ବା ମହିଳା ଆଡକୁ ଯାଇଥାଏ ତେବେ ସେମାନଙ୍କ ସମ୍ପ-ର୍କରେ ଫାଟ ପ-ଡିବା ଆରମ୍ଭ ହୋଇଥାଏ।

ତେବେ ଏଭଳି ଘ-ଟ-ଣା ଜଗତସିଂହପୁର ଜିଲ୍ଲା ରେଶମା ବ୍ଲକ ବାମଦେଇ ପୁର ଗ୍ରାମପଞ୍ଚାୟତରେ ଘ-ଟିଛି। ମହିଳା ଜଣକ ନିଜ ଜନ୍ମ କଲା ଦୁଇ ଛୁଆ ଏବଂ ସ୍ୱାମୀକୁ ଛାଡି ଦେଇ ଅନ୍ୟ ଯୁବକ ସହ ଫେ-ରାର ହୋଇଯାଇଛି। ତେବେ ବିଶେଷ କଥା ହେଉଛି ଏହି ସମସ୍ତ ଘ-ଟଣା ମହିଳାଙ୍କ ପୁଅ ଆଗରେ ଘଟିଛି। ପୁଅ ନିଜ ସ୍ବ ଚକ୍ଷୁ ରେ ମାଆକୁ ଆଉ କାହା ସହ ବସି ଫେ-ରାର ହୋଇଯିବା ଦୃ-ଶ୍ୟ ଦେଖିଛି।

ସୂଚନା ଅନୁସାରେ, କଣ୍ଟେଇ ନଳୀ ଗ୍ରାମର ମଥୁରି ମଲ୍ଲିକଙ୍କ ପୁଅ ମାନସ ମଲ୍ଲିକ ଦୀର୍ଘ ବର୍ଷ ତଳେ ଭଦ୍ରକ ଜିଲ୍ଲାର ପଦ୍ମନାଭ ସେଠୀ ଙ୍କ ଝିଅକୁ ବିବାହ କରିଥିଲେ। ତେବେ ଦୁହେଁ ପ୍ରେମ ବିବାହ କରିଥିବା ସୂଚନା ମିଳିଛି। ମାନସ କାମ କରିବାକୁ ଯାଇଥିବା ସମୟରେ ପତ୍ନୀ ଦୀପା ଏଗାର ବର୍ଷର ପୁଅ ଏବଂ ୭ ବର୍ଷର ଝିଅକୁ ଛାଡି ପର ପୁରୁଷ ସହ ଫେ-ରାର ହୋଇଯାଇଛି। ତେବେ ପୁଅ ଏହି ସମସ୍ତ ଦୃ-ଶ୍ୟ ନିଜ ଆଖିରେ ଦେଖିବା ପରେ ସମସ୍ତ କଥା କା-ନ୍ଦି କା-ନ୍ଦି ବାପାକୁ ଜଣେଇ ଥିଲା। ତେବେ ବାପା ମାନସ ସ୍ତ୍ରୀ ଦୀପାର ଫେରିବା ବାଟକୁ ଚାହିଁ ରହିଛି।

Leave a Reply

Your email address will not be published. Required fields are marked *