ପ୍ରେମ ସାଜିଲା କାଳ , ପ୍ରେମିକାକୁ ବି-ଷ ଦେଇ ମା-ରିଲା ପ୍ରେମିକ

ଆଜିକାର ଯୁବସମାଜ ପଥଭ୍ରଷ୍ଟ ହେବାରେ ଲାଗିଛନ୍ତି । ନିଜକୁ ଖରାପ ପଥରେ ନେଇ ଯାଉଛନ୍ତି । ପ୍ରେମ କରି ସବୁକିଛି ଭୁଲି ଯାଉଛନ୍ତି । ଆଉ ସେମାନଙ୍କ ମୁଣ୍ଡରେ କିଛି ପଶିବାର ନାମ ନେଉନାହିଁ । ପ୍ରତିଦିନର ଖବର ଉପରେ ଯଦି ଆମେ ନଜର ପକାଇବା ତେବେ ସ୍ପଷ୍ଟ ଭାବରେ ଜାଣିପାରିବା କି କିପରି ପ୍ରେମ , ପ୍ରତାରଣାର ଶି-କାର ହେଉଛନ୍ତି ଯୁବ ସମାଜ । ତେବେ ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଥିବା ଘଟ-ଣା ଟିକିଏ ଅଲଗା ପ୍ରକାରର । ପ୍ରେମର ପରିଣାମ ଭ-ୟଙ୍କର ରୁପ ଧାରଣ କରିଛି ।

ପ୍ରେମିକାକୁ ବି-ଷ ଦେଇ ହ-ତ୍ୟା କରିଛି ପ୍ରେମିକ । ତେବେ ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରୁ ଏଭଳି ଏକ ଅ-ଭାବ-ନୀୟ ଘ-ଟଣା ସାମ୍ନାକୁ ଆସିଛି । ୧୦ ଦିନର ସଂଘ-ର୍ଷ ପରେ ପ୍ରେମିକା ଶେଷରେ ଆଖି ବୁଜି ଦେଇଛି ଆଉ ସବୁଦିନ ପାଇଁ ଆରପାରିକୁ ଚାଲିଯାଇଛି । ମିଳିଥିବା ସୂଚନା ଅନୁଯାୟୀ , ମୃ-ତ ଯୁବତୀ ଜଣକ ହେଉଛନ୍ତି ପୁରୀ ଜିଲ୍ଲା ଡେଲାଙ୍ଗ ବଙ୍କୀଲୋ ଗ୍ରାମର ସ୍ନେହଲତା ସ୍ୱାଇଁ । ତେବେ ସ୍ନେହଲତା ପୁରୁଣା ଡେଲାଙ୍ଗ ଗ୍ରାମର ବିଶ୍ବମ୍ବର ମହାପାତ୍ରଙ୍କୁ ଭଲ ପାଉଥିଲେ ।

ପ୍ରେମ କଥା ଉଭୟଙ୍କ ପରିବାର ମଧ୍ୟ ଜାଣିଥିଲେ । ଆଉ ସେମାନଙ୍କ ବିବାହ ପାଇଁ ମଧ୍ୟ ରାଜି ହୋଇ ଯାଇଥିଲେ । ତେବେ ଗତ ୧୨ ତାରିଖ ଦିନ ବିଶ୍ବମ୍ବର , ସ୍ନେହଲତାଙ୍କୁ ତାଙ୍କ ଘରକୁ ଡାକିଥିଲେ । ଆଉ ତାପରେ ବିଶ୍ବମ୍ବର ଏବଂ ତାଙ୍କ ପରିବାର ଲୋକ ସ୍ନେହଲତାଙ୍କୁ ମିଳିମିଶି ଜୋର ଜବ-ରଦ-ସ୍ତ କରି ବି-ଷ ପିଆଇ ଦେଇଥିଲେ । ତେବେ ପରେ ଗୁରୁ-ତର ଅବସ୍ଥାରେ ସ୍ନେହଲତାଙ୍କୁ ତାଙ୍କ ପରିବାର ଲୋକ ଉ-ଦ୍ଧାର କରି ପ୍ରଥମେ କ୍ୟାପିଟାଲ ଆଉ ତାପରେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଥିଲେ ।

କିନ୍ତୁ ସେଠାରେ ମଧ୍ୟ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା ଆଉ ତାପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା । କିନ୍ତୁ ସେଠାରେ ନିଜ ଜୀବନ ଯୁଦ୍ଧରେ ହାରି ଯାଇଥିଲେ ସ୍ନେହଲତା । ଆଉ ଆରପାରିକୁ ଚାଲି ଯାଇଥିଲେ । ବର୍ତ୍ତମାନ ସ୍ନେହଲତାଙ୍କ ପରିବାର ଲୋକ ଝିଅକୁ ନ୍ୟାୟ ଦେବା ପାଇଁ ଦାବି କରିଛନ୍ତି ଆଉ ପୋଲିସ ପାଖରେ ଅଭିଯୋଗ କରିଛନ୍ତି । ଦେଖାଯାଉ ସ୍ନେହଲତାଙ୍କୁ କେବେ ନ୍ୟାୟ ମିଳୁଛି ।

Leave a Reply

Your email address will not be published. Required fields are marked *