ରସି-କିଆ ସ୍ଵାମୀଙ୍କ ରସି-କିଆ ପ୍ରେମ , ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ହେଲେ ହଟହଟା

ଜଣଙ୍କୁ ବିବାହ କରି ତାଙ୍କ ଠାରୁ ଛା-ଡ଼ପ-ତ୍ର ନ ନେଇ ଆଉ ଜଣଙ୍କୁ ବିବାହ କରିବା ଆଇ-ନଗତ ଅପ-ରାଧ ବୋଲି ଆପଣ ସମସ୍ତେ ଜାଣିଥିବେ । ତେବେ ଏହି କଥା ଜାଣି ମଧ୍ୟ ଆଜିକାର ଲୋକମାନେ ଆଉ ଜଣଙ୍କୁ ବାହା ହେବାକୁ ପଛାଉ ନାହାଁନ୍ତି କି ଆ-ଇନ କୁ ଆଉ ଭ-ୟ ମଧ୍ୟ କରୁ ନାହାଁନ୍ତି । ତେବେ ଏପରି ଏକ  ଘ-ଟଣା ବର୍ତ୍ତମାନ ସାମ୍ନାକୁ ଆସିଛି ଭଦ୍ରକ ଜିଲ୍ଲାରୁ ।

ରସି-କିଆ ସ୍ଵାମୀଙ୍କର ରସି-କିଆ ପ୍ରେମ । ଜଣଙ୍କୁ ବିବାହ କରି ଆଉ ଜଣଙ୍କୁ କରୁଛନ୍ତି ବିବାହ । ପୁଣି ଏପଟେ ପ୍ରଥମ ସ୍ତ୍ରୀ ସାତ ମାସର ଗର୍ଭ-ବତୀ ଥିବା ବେଳେ ଦ୍ଵିତୀୟ ସ୍ତ୍ରୀ ମଧ୍ୟ ୧ ମାସର ଗର୍ଭ-ବତୀ ଥିବାର ଜଣା ପଡ଼ିଛନ୍ତି । ତେବେ ସୂଚନା ଅନୁସାରେ , ନୂଆ ସାହି ଗାଆଁର ସସ୍ମିତା ହାତ ଧରିଥିଲେ ଇଶ୍ୱରପୁର ଗାଆଁର ଅନିଲଙ୍କର । ଦୁହେଁ ଦୁହିଁଙ୍କୁ ବହୁତ୍ ଭଲ ପାଉଥିଲେ ।

କିନ୍ତୁ ଏହି ଭଲ ପାଇବା ବେଶୀ ଦିନ ଯାଇ ନଥିଲା । ଅନିଲ ଆଉ ଜଣଙ୍କୁ ଭଲ ପାଇଥିଲେ । ଆଉ ତାଙ୍କ ସହିତ ଶାରୀ-ରିକ ସମ୍ପ-ର୍କ ମଧ୍ୟ ରଖିଥିଲେ ଆଉ ସେ ବର୍ତ୍ତମାନ ସମୟରେ ଏକ ମାସର ଗର୍ଭ-ବତୀ ମଧ୍ୟ ଅଛନ୍ତି । ଅନ୍ୟପକ୍ଷରେ ପ୍ରଥମ ସ୍ତ୍ରୀଙ୍କୁ ଅନିଲ ସାତ ମାସ ପୂର୍ବରୁ ନେଇ ନିଜ ଶଶୁର ଘର ଛାଡି ଆସିଥିଲେ । ଆଉ ଏପଟେ ଆଉ ଜଣଙ୍କୁ ବିବାହ କରିଥିଲେ ।

ତେବେ ରସି-କିଆ ସ୍ଵାମୀ ନିଜ ରସିକ ପ୍ରେମକୁ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିଥିଲେ । ଆଉ ଏହା ଦେଖି ପ୍ରଥମ ସ୍ତ୍ରୀ ତାଙ୍କ ବିଷୟରେ ଥା-ନାରେ ଅଭି-ଯୋଗ ଦେଇଥିଲେ । ଆଉ ତାଙ୍କୁ ପୋ-ଲିସ ପିରହାଟ ରେଳ ଷ୍ଟେ-ସନରୁ ଗି-ରଫ କରିଥିଲେ । ତେବେ ଥା-ନା ଆଗରେ ଦୁଇ ପତ୍ନୀଙ୍କ ମଧ୍ୟରେ ଝ-ଗଡା ଦେଖିବାକୁ ମିଳିଥିବା ବେଳେ ଏପଟେ ସ୍ଵାମୀ ନିଜ ପ୍ରଥମ ସ୍ତ୍ରୀଙ୍କୁ ଚରିତ୍ରହିନ ବୋଲି କହୁଛନ୍ତି ।

Leave a Reply

Your email address will not be published. Required fields are marked *