ପ୍ରେମରେ ଧୋ-କା ଖାଇ ପାଗେଳୀ ହୋଇ ବୁଲୁଛି ପ୍ରେମିକା, ଯୁବତୀଙ୍କ ଅବସ୍ଥା ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଦେଖନ୍ତୁ ଏହି ଭାଇରାଲ ଭିଡ଼ିଓ।

ସୋସିଆଲ ମିଡିଆରେ ଅନେକ ଭିଡ଼ିଓ ଭାଇରାଲ ହେଉଥିବାର ଦେଖିବାକୁ ମିଳିଥାଏ। ସେଥିମଧ୍ୟରୁ କିଛି ଭିଡ଼ିଓ ମଜାଦାର ହୋଇଥାଏ ଯାହାକୁ ଦେଖିବା ପରେ ଲୋକମାନେ ନିଜର ହସକୁ ରୋକି ପାରନ୍ତି ନାହିଁ ସେହିଭଳି ଆଉ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ ଜନକ ହୋଇଥାଏ ଯାହାକୁ ଦେଖିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ବର୍ତ୍ତମାନ ସମୟରେ ପ୍ରେମରେ ଧୋ-କା ଖାଇବା ପରେ ପାଗେଳୀ ହୋଇ ରାସ୍ତାରେ ଏକ ଯୁବତୀ ବୁଲୁଥିବାର ଦେଖିବାକୁ ମିଳୁଛି। ତେବେ ତାଙ୍କର ଅବସ୍ଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଉଛି

ଦିନ ଥିଲା ପ୍ରେମକୁ ପବିତ୍ର ବନ୍ଧନ ବୋଲି ମନେ କରୁଥିଲେ। କେବଳ ସେତିକି ନୁହେଁ ଅନେକ ପ୍ରେମୀ ଯୁଗଳଙ୍କ କାହାଣୀ ବିଷୟରେ ମଧ୍ୟ ଶୁଣିଥିବେ। ଯେପରି କି ଲେଲା ମଜୁନୁ, ଦେବଦାସ ପାରୋ, ଏବଂ ସାଇବା ମିର୍ଜା ପ୍ରେମ କାହାଣୀ ଏବଂ ସେମାନଙ୍କ ପ୍ରେମ ବିଷୟରେ ଭଲ ଭାବରେ ଜାଣିଥିବେ। କିନ୍ତୁ ବର୍ତ୍ତମାନର ପ୍ରେମ ଓ ସେ ସମୟର ପ୍ରେମ ମଧ୍ୟରେ ବହୁତ ଫରକ ଦେଖିବାକୁ ମିଳୁଛି। ଆଜିର ସମୟରେ ପ୍ରେମ କେତେବେଳେ କେଉଁ ସମୟରେ ହେଉଛି ତାହା କହି ହେଉ ନାହିଁ। ପ୍ରେମ ଏକ ପବିତ୍ର ବନ୍ଧନ ହୋଇଥିଲେ ମଧ୍ୟ ବର୍ତ୍ତମାନ ଏହାର କୌଣସି ପବିତ୍ରତା ନାହିଁ। ଏହା ବର୍ତ୍ତମାନର ଯୁବପିଢ଼ି ଙ୍କ ପାଇଁ ଏକ ସାଧାରଣ କଥା ଅଟେ। ଅନେକ କୁନି କୁନି ପିଲା ପ୍ରେମ କରୁଥିବାର ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ।

ଖୁବ କମ ବୟସରେ ପ୍ରେମକୁ ଭୁଲଦିଗକୁ ନେବାପାଇଁ ଆଜିକାଲି ପିଲାମାନଙ୍କ ପାଇଁ ବେଶୀ ସମୟ ଲାଗୁନି । ପ୍ରେମର ପ୍ରକୃତ ଅର୍ଥ ହେଉଛି ଭଲପାଇବା ଏବଂ ବିଶ୍ୱାସ । କିନ୍ତୁ ଆଜିର ସମାଜରେ ପ୍ରେମ କୁ ଭୁଲ ଦିଗରେ ନେବାକୁ ବସିଛନ୍ତି ଆଜିର ଯୁବକ ଯୁବତୀ। ବର୍ତ୍ତମାନ ଯୁବପିଢ଼ିଙ୍କ ଅନୁସାରେ ପ୍ରେମର ଅର୍ଥ ଶାରୀ-ରିକ ସଂ-ପର୍କ ରଖିବା। ଶାରୀ-ରିକ ସଂ-ପର୍କ ରଖିବା ପରେ ମନ ବଦଳି ଯାଏ। ଏହାପରେ ପରସ୍ପର ଠାରୁ ବିଚ୍ଛିନ୍ନ ହୋଇଯାଆନ୍ତି। ତେବେ ଧୋକା ଖାଇବା ପରେ କେହି କେହି ଜୀବନରେ ଆଗକୁ ବଢ଼ିଥାନ୍ତି ତ ଆଉ କେହି ସହ୍ୟ କରି ନ ପାରି ଆ-ତ୍ମହ-ତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥାନ୍ତି ନଚେତ ମାନ-ସିକ ଭାରସାମ୍ୟ ହରାଇ ପାଗଳ ପା-ଗେଳୀ ହୋଇ ଯାଆନ୍ତି।

ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏହିଭଳି ଏକ ଭିଡ଼ିଓ ଭାଇରାଲ ହେଉଛି। ତେବେ ଉକ୍ତ ଭିଡ଼ିଓରେ ଆପଣ ଜଣେ ଯୁବତୀଙ୍କୁ ରାସ୍ତାରେ ପାଗେଳୀ ହୋଇ ବୁଲୁଥିବାର ଦେଖିବାକୁ ପାଇବେ। ଯୁବତୀ ଜଣକ କାଦୁଅ ପଙ୍କ ବେଶରେ ରାସ୍ତାରେ ଗଡୁ ଥିବାର ମଧ୍ୟ ଦେଖିବାକୁ ପାଇବେ। ଏହି ଘ-ଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ତାଳଚେର ୪୯ ନମ୍ବର ଜାତୀୟ ରାଜପଥରେ। ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଯୁବତୀଙ୍କ ଏଭଳି ଅବସ୍ଥା ହେବା ପଛରେ ମୁଖ୍ୟ କାରଣ ହେଉଛି ପ୍ରେମ।

ଶୁଣିବାକୁ ମିଳିଛି ଯୁବତୀ ଜଣକ ପ୍ରେମ କରୁଥିଲେ। ତେବେ ତାଙ୍କର ପ୍ରେମିକ ତାଙ୍କୁ ଧୋ-କା ଦେବା ପରେ ଯୁବତୀ ଜଣକ ମାନସିକ ଭାରସାମ୍ୟ ହରେଇ ବସିଲେ। ଏହାପରେ ରାସ୍ତାରେ ପାଗେଳୀ ହୋଇ ବୁଲୁଛନ୍ତି। ତେବେ ତାଙ୍କର କୌଣସି ପରିବାର ଅଛି କି ନାହିଁ ଏ ବିଷୟରେ କୌଣସି ଖବର ମିଳି ନାହିଁ। ତେବେ ସୂଚନା ପାଇବା ପରେ ସମାଜସେବୀ ବାପି ମହାନ୍ତି ପାଗେଳୀ ଯୁବତୀଙ୍କୁ ଉ-ଦ୍ଧାର କରି ପୋଲି-ସକୁ ଡାକିଥିଲେ ଏବଂ ଉତ୍ତମ ଚିକିତ୍ସା ପାଇଁ ଆଶା ଗାଡ଼ିରେ ହସ୍ପିଟାଲକୁ ପଠେଇ ଥିଲେ।

Leave a Reply

Your email address will not be published. Required fields are marked *