ଫେସବୁକ୍ ରେ ଭାଉଜଙ୍କୁ ପ୍ରେମ କରି ପଟାଇଲା , ତାପରେ ଦେହ ସୁଖ ପାଇଁ ବ୍ଲାକ-ମେଲ କରୁଥିଲା ଯୁବକ

ରସି-କିଆ ଯୁବକ । ପ୍ରେମ କରିବା ପାଇଁ କାହାକୁ ପାଇଲା ନାହିଁ , ପାଇଲା ଜଣେ ବିବାହିତା ମହିଳାଙ୍କୁ । ଆଉ ମହିଳା ଜଣକ ମଧ୍ୟ ପ୍ରେମ ଜା-ଲରେ ସହଜରେ ପଡ଼ି ଯାଇଥିଲେ । ତେବେ ଏହାପରେ ମହିଳା ଜଣକ ମଧ୍ୟ ନିଜକୁ ନିୟନ୍ତ୍ରଣ କରି ପାରି ନଥିଲେ । ଯୁବକଙ୍କ ହିସାବରେ ମଧ୍ୟ ସେ ନାଚିବାକୁ ଆରମ୍ଭ କରିଥିଲେ । ଯାହା ଯୁବକ କହୁଥିଲେ , ତାଙ୍କ କଥା ସବୁ ମାନି ଚାଲିଥିଲେ । କିନ୍ତୁ ଶେଷରେ ଏପରି ପରିସ୍ଥିତି ହୋଇଥିଲା , ଯାହାର ପରିଣାମ ବର୍ତ୍ତମାନ ସମୟରେ ଯୁବତୀ ଜଣଙ୍କୁ ଭାଗିବାକୁ ପଡ଼ିଛି ଆଉ ବର୍ତ୍ତମାନ ସମୟରେ ସେ ଏକ ଅସୁବିଧାରେ ଫସି ଯାଇଛନ୍ତି ।

କୁହାଯାଏ ନା ଭାଉଜ ପ୍ରେମ ମିଠା । ଆଉ ସେହି ମିଠା ପ୍ରେମ ଟିକେ ପାଇବା ପାଇଁ ଚାହୁଁଥିଲେ ବ୍ୟକ୍ତି ଜଣକ । ତେବେ ଏଥିରେ ସେ ରଖିଥିଲେ ସ୍ବାର୍ଥ । ସେ କେବଳ ନିଜର ଫାଇଦା ଉଠାଇବା ପାଇଁ ଏପରି ବାଟ ଆପଣାଇ ନେଇଥିଲେ । ଆଉ ଏ ବିଷୟରେ କାହାକୁ ମଧ୍ୟ ଜଣାଇ ନଥିଲେ । ତେବେ ସୂଚନା ଅନୁଯାୟୀ , ଘଟ-ଣାଟି ହେଉଛି ଗଞ୍ଜାମ ଜିଲ୍ଲା କୋଦଳା ଥା-ନା ଅନ୍ତର୍ଗତ କଂଚଳାର । ଜଣେ ବିବାହିତା ମହିଳାଙ୍କୁ ନିଜ ପ୍ରେମ ଜା-ଲରେ ପକାଇ ଦେଇଥିଲେ ଢେଙ୍କାନାଳର ରତିକାନ୍ତ । ଆଉ ତାପରେ ନିଜ ହିସାବରେ ସବୁ କାମ କରାଇବା ଆରମ୍ଭ କରିଥିଲେ ।

ପ୍ରଥମେ ରତିକାନ୍ତ ବୁଦ୍ଧି ଖଟାଇ ଥିଲା ଆଉ ପ୍ରେମ ଜାଲରେ ପକାଇବାର ବାଟ ଫେସବୁକ୍ କୁ ଆପଣାଇ ନେଇଥିଲା । ଆଉ ଏହାପରେ ବି ଆଶ୍ଚର୍ଯ୍ୟର କଥା ଯେ , ସେ ନିଜ ପ୍ରେମ ଜା-ଲରେ କୌଣସି ଯୁବତୀ ନୁହେଁ ବରଂ ଜଣେ ଭାଉଜଙ୍କୁ ପକାଇ ଥିଲା । ପ୍ରଥମେ ସେ ଫ୍ରେଣ୍ଡ ରିକୁଏଷ୍ଟ ପଠାଇ ଥିଲା । ଆଉ ଏହାପରେ ଭାଉଜ ଜଣକ ଏହାକୁ ଆକ୍ସେପଟ କରି ନେଇଥିଲେ । ତାପରେ ରତିକାନ୍ତର ଯୋଜନାର ସବୁ ବାଟ ଫିଟି ଯାଇଥିଲା । ପ୍ରଥମେ ସେ ଭାଉଜଙ୍କ ସହିତ କଥା ହୋଇଥିଲା ଆଉ ତାପରେ ଧୀରେ ଧିରେ ତାଙ୍କୁ ଭଲ ପାଏ ବୋଲି ପ୍ରେମ ନିବେଦନ କରିଥିଲା ଆଉ ଧିରେ ଧିରେ ଭାଉଜ ଜଣକ ମଧ୍ୟ ରତିକାନ୍ତର ପ୍ରେମରେ ପଡ଼ି ଯାଇଥିଲେ । ତାଙ୍କୁ ମଧ୍ୟ ରତିକାନ୍ତ ବହୁତ ଭଲ ଲାଗୁଥିଲା।

ତେବେ ଏହାପରେ ରତିକାନ୍ତ ତାଙ୍କୁ ଉଲ-ଗ୍ନ ହୋଇ ଦେହ ଦେଖାଇବା ପାଇଁ କହିଥିଲା । ଏପରିକି ଭାଉଜ ତାଙ୍କ ପ୍ରେମ ଆଳରେ ନିଜର ସବୁକିଛି ଦେଖାଇବା ଆରମ୍ଭ କରି ଦେଇଥିଲେ । କିନ୍ତୁ ସେ ଜାଣି ନଥିଲେ ଏପଟେ ରତିକାନ୍ତ ତାଙ୍କୁ ବ୍ଲାକ-ମେଲ କରିବା ପାଇଁ ସବୁ ବାଟ ଆପଣାଇ ନେଇଛି । ତେବେ ଏକଦା ତାଙ୍କୁ କହିଥିଲା କି , ତା ସହିତ ଶାରୀ-ରିକ ସ-ମ୍ପର୍କ ରଖିବା ପାଇଁ ନଚେତ୍ ସେ ନିଜ ପାଖରେ ରଖିଥିବା ସମସ୍ତ ଫୋଟ ଆଉ ଭିଡିଓ ଗୁଡ଼ିକୁ ଭାଇରାଲ କରିଦେବ । ଏହାପରେ ଭାଉଜ ଜଣକ କଣ କରିବେ ବୋଲି ଭାବି ପାରି ନଥିଲେ । ସେ ରତିକାନ୍ତକୁ ଏପରି ନ କରିବା ପାଇଁ ହାତ ଯୋଡ଼ି ନିବେଦନ କରିଥିଲେ । କିନ୍ତୁ ଶେଷରେ ରତିକାନ୍ତ ନ ମାନିବାରୁ ସେ ଯାଇ ଥା-ନାର ଦ୍ଵାରସ୍ଥ ହୋଇଥିଲେ । ତେବେ ବର୍ତ୍ତମାନ ସମୟରେ ପୋ-ଲିସ ରତିକାନ୍ତକୁ ଗି-ରଫ କରି ନେଇଛି ଆଉ ତାକୁ ଖୁବ ଶୀଘ୍ର କୋର୍ଟ ଚା-ଲାଣ କରିବ ବୋଲି କହିଛି ।

Leave a Reply

Your email address will not be published. Required fields are marked *