ଭୂ-ତକୁ ମା-ଡ଼ ମା-ରି ଘୋଡ଼ାଇ ଦେଉଛନ୍ତି ଗୁଣିଆ , ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ଆତ୍ମା ଏ ଦୁନିଆଁରେ ଅଛି , ଆଉ ଏ କଥା ବହୁତ କମ୍ ଲୋକ ବିଶ୍ୱାସ କରନ୍ତି । କୁହାଯାଏ ମାନିଲେ ସତ ଆଉ ମ ମାନିଲେ ମି-ଛ । ଠିକ୍ ସେହିପରି ଲୋକଙ୍କ ଚିନ୍ତାଧାରା ଆଉ ବିଶ୍ୱାସ ଉପରେ ସବୁକିଛି ନି-ର୍ଭର କରିଥାଏ । ଯଦି ଆପଣ ଭୂତ ଅଛି ବୋଲି ଭାବିବେ , ତେବେ ଏହା ଆପଣଙ୍କୁ ସତ ଲାଗିପାରେ ଆଉ ଯଦି ନ ଭାବିବେ ତେବେ ମି-ଛ ଲାଗିପାରେ ।

ତେବେ ଆପଣ ସମସ୍ତେ ଜାଣିଥିବେ ଭୂ-ତ ଲାଗିଲେ ସମସ୍ତେ ଗୁଣିଆ ପାଖକୁ ଯାଇଥାନ୍ତି ଆଉ ଗୁଣିଆ ଭୂ-ତ ଛଡ଼ାଇ ଦେବେ ବୋଲି କହିଥାନ୍ତି । ତେବେ ତାଙ୍କ ଉପରେ ସମସ୍ତଙ୍କର ବିଶ୍ୱାସ ମଧ୍ୟ ରହିଥାଏ । ଆଉ ସମସ୍ତେ ଜାଣିଥାନ୍ତି କି , ଗୁଣିଆ ଆସିଲେ ଭୂ-ତ ପଳାଇ ଯାଇଥାଏ । ତେବେ ଏପରି କିଛି ଦୃ-ଶ୍ୟ ଦେଖିବାକୁ ମିଳିଛି କୋଲକାତାରେ । କିନ୍ତୁ ଏହା କେଉଁ ଅଞ୍ଚଳର ସେ କଥା କହି ହେବ ନାହିଁ ।

ଜଣେ ଯୁବକଙ୍କୁ ଭୂ-ତ ଲାଗିଛି ଆଉ ସେ ରାଗରେ ପାଟି କରୁଛନ୍ତି ଆଉ କହୁଛନ୍ତି ମୁଁ ସମସ୍ତଙ୍କୁ ମା-ରିଦେବି। ତେବେ ଏହି କଥା ଶୁଣି ଗୁଣିଆ ବି ରା-ଗି ଯାଉଛନ୍ତି ଆଉ କହୁଛନ୍ତି ତୁ ଏଠାକୁ କାହିଁକି ଆସିଛୁ । ସମସ୍ତଙ୍କୁ କାହିଁକି କ-ଷ୍ଟ ଦେବାରେ ଲାଗିଛୁ । ଆଉ ଭୂ-ତକୁ ରା-ଗି ଯିବାର ଦେଖା ଯାଉଛି। ତେବେ ଗୁଣିଆ ଜଣକ ଭୂ-ତ ଛଡ଼ାଇବାକୁ ଚେଷ୍ଟା କରୁଛନ୍ତି ଆଉ ପାଖରେ ପଡିଥିବା ଗୋଟିଏ ଜିନିଷ ଉପରେ ମା-ଡ଼ ମା-ରୁଛନ୍ତି ।

ଆଉ ସେହି ମା-ଡ଼ ଯୋଗୁଁ ପାଖରେ ବସିଥିବା ଯୁବକ ଡ-ରି ଯାଉଛନ୍ତି ଆଉ କା-ନ୍ଦି ପକାଉଛନ୍ତି। ତେବେ ଏହି ଭିଡିଓ ଦେଖିବା ପରେ ଆପଣ ମଧ୍ୟ ଭ-ୟଭୀ-ତ ହୋଇଯିବେ ଆଉ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଭୂ-ତକୁ ଏମିତି ବି କ-ଷ୍ଟ ହୋଇଥାଏ । ଏହାପରେ ବ୍ୟକ୍ତି ଜଣଙ୍କୁ ଗୁଣିଆ ଜଣକ ମା-ଡ଼ ମା-ରୁଛନ୍ତି ଆଉ ଏହାର କିଛି ସମୟ ପରେ ଭୂ-ତ ଛାଡି ପଳାଉଛି। ତେବେ ଏପରି ଖବର ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *