ସୋସିଆଲ ମିଡିଆରେ ଏହି ଗୀତକୁ ପ୍ରତି-ବାଦ କଲେ ମହିଳା ସଂଗ-ଠନ , ମୁଁହ ଖୋଲିଲେ ଗୀତିକାର

ସାରା ଓଡ଼ିଶାରେ କିଛି ନା କିଛି କଥାକୁ ନେଇ ସୋସିଆଲ ମିଡିଆରେ ଝଡ ଉଠିବାର ଆପଣ ଦେଖୁଥିବେ । କିଏ କେତେବେଳେ କେଉଁ କଥାକୁ ହୃଦୟରେ ଲଗାଇ ଦେଇଥାଏ , ସେ କଥା ଜଣା ପଡେନାହିଁ । ଆଉ ତାପରେ ଆରମ୍ଭ ହୋଇଥାଏ ଝଡ । ତେବେ ବର୍ତ୍ତମାନ ମଧ୍ୟ ସୋସିଆଲ ମିଡିଆରେ ଏପରି ଏକ ପ୍ରସ-ଙ୍ଗକୁ ନେଇ ଝଡ ଉଠିଛି ।

ତେବେ ପ୍ରସଙ୍ଗଟି ହେଉଛି ଜଣେ ବ୍ୟକ୍ତି ସବୁ ଜିଲ୍ଲାର ଝିଅ ମାନଙ୍କୁ ନେଇ ଏକ ଗୀତ ରଚନା କରିଛନ୍ତି ଆଉ ଯାହା ଝିଅ ମାନଙ୍କର ଚରିତ୍ରକୁ ଇ-ଙ୍ଗିତ କରୁଛି । ତେବେ ଏହି ଗୀତକୁ ମଜା ପାଇଁ ଲେଖିଥିବାର କହିଛନ୍ତି ଗୀତିକାର ଶଙ୍କର ଓମ୍ ଶରଣମ । ସେ କହିଛନ୍ତି କି , ଏହି ଗୀତ ସେ ସମସ୍ତଙ୍କ ମଜା ପାଇଁ ଆଉ ଖୁସି ପାଇଁ କରିଥିଲେ ଆଉ ଏହାକୁ ଦେହକୁ ନ ନେବା ପାଇଁ କହିଥିଲେ ।

କିନ୍ତୁ ଏପରି ହେଲା କି , ମହିଳା ସଂଗଠନ ଏହାକୁ ନେଇ ପ୍ରତି-ବାଦ କରିବା ଆରମ୍ଭ କରିଦେଲା । ଆଉ ପ୍ରତିବାଦ କରି ବର୍ତ୍ତମାନ ରାସ୍ତାକୁ ଓହ୍ଲାଇ ଆସିଲାଣି । ଆଗରୁ ତ ଏପରି ଅନେକ ଗୀତ ଆସିଛି , ଯେପରିକି ନବମ ଶ୍ରେଣୀ ଝିଅଟା । ଏହି ଗୀତ ସେତେବେଳ ର ସବୁଠାରୁ ହିଟ ଗୀତ କିପରି ହେଲା । ତେବେ ଏ ବାବ-ଦରେ ସେତେବେଳେ କାହିଁକି କେହି ମୁଁହ ଖୋଲିଲେ ନାହିଁ ।

ବର୍ତ୍ତମାନ ଲୋକ ମାନେ ସୋସିଆଲ ମିଡ଼ିଆ ଜଗତରେ ଆଗକୁ ବାହାରି ଯାଉଛନ୍ତି । ଅନ୍ୟ ପକ୍ଷରେ ସେ କହିଛନ୍ତି କି , କେବଳ ଲୋକମାନଙ୍କ ଅନୁରୋଧ କ୍ରମେ ସେ ଏପରି ଗୀତ ଲେଖିଥିଲେ ଆଉ ଯାହାକୁ ଲୋକମାନେ ବହୁତ୍ ଭଲ ପାଇବା ମଧ୍ୟ ଦେବାରେ ଲାଗିଛନ୍ତି । ତେବେ ଶେଷରେ ସେ କହିଛନ୍ତି କି , ଯଦି ଲୋକମାନେ ଏପରି ଗୀତ ପାଇଁ ଖୁସି ନାହାଁନ୍ତି , ତେବେ ସେ ସମସ୍ତଙ୍କୁ କ୍ଷ-ମା ମାଗି ନେଉଛନ୍ତି ।

Leave a Reply

Your email address will not be published. Required fields are marked *