ରାସ୍ତାରେ ଝିଅ ମାନଙ୍କୁ କ-ମେଣ୍ଟ ମା-ରୁଥିଲେ ଯୁବକ , ତାପରେ ଯାହା ହେଲା ଦେଖି ନିଅନ୍ତୁ

ଆଜିର ସମାଜରେ ଆଉ କେହି କାହାକୁ ଖାତିର କରୁ ନାହାଁନ୍ତି । ସମସ୍ତେ ନିଜ ମନ ଅନୁଯାୟୀ କାମ କରିବାକୁ ଲାଗିଛନ୍ତି । ମାଆ ଭଉଣୀ ଆଉ କିଛି ବି ଖାତିର ନାହିଁ।  ନିଜ ଭଉଣୀ ସମାନ ଝିଅ ମାନଙ୍କୁ ଆଜିର ପୁଅ ମାନେ ଖରାପ ବ୍ୟବହାର କରୁଛନ୍ତି । ଏପରିକି ତାଙ୍କ ସହ ଅ-ତ୍ୟାଚା-ର କରିବାକୁ ମଧ୍ୟ ପଛାଉ ନାହାଁନ୍ତି । ତେବେ ଅନ୍ୟ ପକ୍ଷରେ କ-ମେଣ୍ଟ ମା-ରିବା ପିଲା ମାନଙ୍କର ଅଭ୍ୟାସ ହୋଇଗଲାଣି ।

ରାସ୍ତା ଘାଟରେ ଛିଡା ହୋଇ କ-ମେଣ୍ଟ ମାରୁଛନ୍ତି । ଯାହା ଫଳରେ ଆଉ ଝିଅ ମାନେ ଘରୁ ବାହାରିବାକୁ ଭ-ୟ କରୁଛନ୍ତି ଆଉ କଲେଜ ଯାଇ ବି ପାରୁ ନାହାଁନ୍ତି । ତେବେ ଏପରି ଏକ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି , ଯାହା ଅତ୍ୟନ୍ତ ଲ-ଜ୍ଜାଜ-କ ଅଟେ । ତେବେ ଖବରଟି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ ବ୍ଲକ ଅନ୍ତର୍ଗତ ଚୁନାଡହଡ଼ି ଛକରେ ଘ-ଟିଅଛି ।

ଏହି ରାସ୍ତା ଦେଇ ଯାଉଥିବା କିଛି କଲେଜ ଝିଅକୁ ରାଜେଶ ନାମକ ଜଣେ ଯୁବକ ଦୀର୍ଘ ଦିନ ଧରି କ-ମେଣ୍ଟ ମାରି ଆସୁଥିଲେ , ଯାହା ଶୁଣିବାକୁ ଝିଅ ମାନଙ୍କୁ ଭଲ ଲାଗୁ ନଥିଲା । କେବଳ ଏତିକି ନୁହେଁ , ତାଙ୍କ ସହିତ ଖରାପ ଭାଷାରେ ମଧ୍ୟ କଥାବର୍ତ୍ତା କରୁଥିଲା । ଯାହା ଶୁଣି ଝିଅ ମାନେ ଆଉ ସହି ପାରୁନଥିଲେ । ଆଉ ବାଧ୍ୟ ହୋଇ ସେମାନେ ନିଜ ପରିବାର ଲୋକଙ୍କୁ ଜଣାଇ ଥିଲେ ।

ତେବେ ପରିବାର ଲୋକ ତାଙ୍କୁ ଆସି ଥରେ ବୁଝାବୁଝି କରିଥିଲେ ଆଉ ସେ ଏପରି କରିବେ ନାହିଁ ବୋଲି ମଧ୍ୟ କହିଥିଲେ କିନ୍ତୁ ପୁଣି ଥରେ ସେପରି କରିବାକୁ ଲାଗିଥିଲେ । ଏପରିକି ମା-ରିଦେବା ଧ-ମକ ଦେଇଥିଲେ । ତେଣୁ ସେହି ଝିଅ ମାନଙ୍କର ପରିବାର ଲୋକ ବାଧ୍ୟ ହୋଇ କାଲି ପୋ-ଲି-ସକୁ ଜଣାଇ ଥିଲେ । ଆଉ କାଲି ପୋ-ଲିସ ଆସି ତାଙ୍କୁ ଗି-ରଫ କରି ନେଇଛି ।

Leave a Reply

Your email address will not be published. Required fields are marked *