ଚାରି ଛୁଆର ମା ୧୪ ବର୍ଷର ବାଳକକୁ ନେଇ ହୋଇଗଲା ଫେ-ରାର, ପୁଣି ଶାରୀ-ରିକ………। ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ପ୍ରେମ ଏକ ପବିତ୍ର ବନ୍ଧନ ହୋଇଥାଏ। ବର୍ତ୍ତମାନର ପ୍ରେମ ଓ ସେ ସମୟର ପ୍ରେମ ମଧ୍ୟରେ ବହୁତ ଫରକ ଦେଖିବାକୁ ମିଳୁଛି। ଆଜିର ସମୟରେ ପ୍ରେମ କେତେବେଳେ କେଉଁ ସମୟରେ ହେଉଛି ତାହା କହି ହେଉ ନାହିଁ। ପ୍ରେମ ଏକ ପବିତ୍ର ବନ୍ଧନ ହୋଇଥିଲେ ମଧ୍ୟ ବର୍ତ୍ତମାନ ଏହାର କୌଣସି ପବିତ୍ରତା ନାହିଁ। ଅନେକ କୁନି କୁନି ପିଲା ପ୍ରେମ କରି ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ଖୁବ କମ ବୟସରେ ପ୍ରେମକୁ ଭୁଲଦିଗକୁ ନେବାପାଇଁ ଆଜିକାଲି ପିଲାମାନଙ୍କ ପାଇଁ ବେଶୀ ସମୟ ଲାଗୁନି। ବର୍ତ୍ତମାନ ସମୟରେ ଯେଉଁ ମାମ-ଲା ସାମ୍ନାକୁ ଆସିଛି ସେ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।

ଚାରି ଛୁଆର ମା ଶେଷରେ ୧୪ ବର୍ଷର ବାଳକ ପ୍ରେମରେ ପଡ଼ି ଫେ-ରାର ହୋଇଗଲା। ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ମହିଳା ଜଣକ ୧୪ ବର୍ଷର ବାଳକକୁ ପ୍ରେମ କରି ବସିଥିଲେ। ଦୁହେଁ ଶାରୀ-ରିକ ସଂ-ପର୍କ ରଖିଥିବା ଖବର ମଧ୍ୟ ଶୁଣିବାକୁ ମିଳୁଛି। ଏହାପରେ ବାଳକର ସ୍ୱଭାବରେ ପରିବର୍ତ୍ତନ ହେବା ଘର ଲୋକ ଜାଣିବାକୁ ପାଇଲେ ଏବଂ ନଜର ରଖିବାକୁ ଚାହିଁଲେ। ଏହା ଜାଣିବା ପରେ ମହିଳା ଓ ବାଳକ ଫେ-ରାର ହୋଇଗଲେ। ତେବେ ବାଳକର ଘର ଲୋକ ଥା-ନାରେ ଅଭି-ଯୋଗ କରିବା ପରେ ମହିଳାଙ୍କୁ ପୋ-ଲିସ ଖୋ-ଜି ପାଇଥିଲା। ବାଳକକୁ ଦାଇତ୍ୱ ପୋ-ଲିସ ତାଙ୍କ ଘର ଲୋକଙ୍କ ଉପରେ ଦେବା ପରେ ମହିଳାଙ୍କୁ କୋର୍ଟ ଚା-ଲାଣ କଲା।

ତେବେ ଏହି ଆଶ୍ଚର୍ଯ୍ୟ କରିଦେଲା ଭଳି ଘଟଣା ଆନ୍ଧ୍ରପ୍ରଦେଶର କୃଷ୍ଣ ଜିଲ୍ଲା ଗୁଡିବାଡ଼ ଅଞ୍ଚଳରେ ଘ-ଟିଛି। ଇନ୍ସପେକ୍ଟରଙ୍କ କହିବାନୁଯାୟୀ, ମହିଳାଙ୍କ ପଡୋଶୀରେ ୧୪ ବର୍ଷର ବାଳକ ରହୁଥିଲା। ତେବେ ମହିଳାଙ୍କ ଗେମ ଖେଳିବାର ଅନେକ ସଉକ ଥିଲା। ସେ ଉକ୍ତ ବାଳକ ସହ ପ୍ରତିଦିନ ଅନଲାଇନ ଗେମ ଖେଳନ୍ତି। ଏହାଭିତରେ ମହିଳା ଜଣକ ବାଳକ କଥାରେ ଆକୃଷ୍ଟ ହୋଇ ଯାଇଥିଲେ। ସେ ବାଳକକୁ ପ୍ର-ପୋଜ ମଧ୍ୟ କରିଥିଲେ। ବାଳକ ଜଣକ ମହିଳାଙ୍କ ପ୍ରପୋଜଲ କୁ ଗ୍ରହଣ କରି ପ୍ରେମ କରିବା ଆରମ୍ଭ କରିଥିଲା। ମହିଳାଙ୍କ ସ୍ୱାମୀ ଯେତେବେଳେ କାମକୁ ଚାଲି ଯାଆନ୍ତି ସେତେବେଳେ ମହିଳା ଜଣକ ବାଳକକୁ ଘରକୁ ଡାକି ସ-ମ୍ବନ୍ଧ ରଖିବା ଆରମ୍ଭ କରିଦେଲେ।

ଘରୁ ଫେ-ରାର ହୋଇ ହାଇଦ୍ରାବାଦରେ ରହିବାକୁ ଲାଗିଲେ

ମିଳିଥିବା ସୂଚନା ଅନୁସାରେ, ବାଳକଟି ଇଂରାଜୀ ମାଧ୍ୟମ ସ୍କୁଲରେ ପାଠ ପଢେ। ମହିଳାର ପ୍ରେମରେ ପଡିବା ପରେ ବାଳକଟି ସ୍କୁଲ ଯିବା ବନ୍ଦ କରିଦେଲା ଓ ପ୍ରତିଦିନ ପଡୋଶୀ ଘରକୁ ଯିବା ଆରମ୍ଭ କରିଦେଲା। ତେବେ ଏହା ଦେଖି ବାଳକଙ୍କ ଘର ଲୋକଙ୍କ ସ-ନ୍ଦେହ ବଢ଼ିବାରେ ଲାଗିଲା। ସେମାନେ ବାଳକକୁ ଗା-ଳି ମଧ୍ୟ କଲେ। ତେବେ ଏହି କଥା ବାଳକ ଟି ଯାଇ ନିଜ ପ୍ରେମିକା ମହିଳାଙ୍କୁ କହିଲା।ଏହାପରେ ଦୁହେଁ ଘରୁ ଫେ-ରାର ହେବାର ନିଷ୍ପତ୍ତି ନେଲେ। ତେବେ ୧୯ ଜୁଲାଇରେ ଦୁହେଁ ଘରୁ ଫେ-ରାର ହୋଇ ଯାଇ ହାଇଦ୍ରାବାଦର ବାଲାନଗର ଅଞ୍ଚଳରେ ଏକ ଭଡା ଘରେ ରହିବାକୁ ଲାଗିଲେ।

ବାଳକର ଅଭିଭାବକ ଥା-ନାରେ ଦେଲେ ଅଭି-ଯୋଗ।

ସ୍ତ୍ରୀର ହଠାତ ଫେ-ରାର ହେବା ଘ-ଟଣା ଜାଣିବା ପରେ ସ୍ବାମୀ ଆଶ୍ଚର୍ଯ୍ୟ ହୋଇଗଲା। ତେବେ ସେ ଚାରି ଛୁଆଙ୍କୁ ନେଇ କିପରି ରହିବ ତାହା ବୁଝି ପାରିଲା ନାହିଁ। ଅନ୍ୟପଟେ ବାଳକ ଜଣକ ଫେ-ରାର ହୋଇଯାଇଥିଲା। ତେବେ ଦୁହେଁ ଫେ-ରାର ହୋଇଯିବ ବାଳକର ଘରଲୋକ ଜାଣିବା ପରେ ଥା-ନାରେ ଅଭି-ଯୋଗ କଲେ। ଅନ୍ୟପଟେ ଫେ-ରାର ହୋଇଥିବା ବାଳକର ମନ ହାଇଦ୍ରାବାଦ ରେ ଲାଗିଲା ନାହିଁ। ସେ ଘରକୁ ଫେରି ଆସିବା ପାଇଁ ଉକ୍ତ ମହିଳାଙ୍କୁ କହିଲା। କିନ୍ତୁ ଦୁହିଙ୍କ ପାଖରେ କୌଣସି ପଇସା ନଥିଲା। ଏହାପରେ ବାଳକ ଜଣକ ପ୍ରଥମେ ସାଙ୍ଗ ପାଖକୁ କଲ୍ କରି ଟଙ୍କା ମାଗି ଥିଲା। କିନ୍ତୁ କେହି ସାହାଯ୍ୟ କରି ନଥିଲେ। ଶେଷରେ କିଛି ବାଟ ନ ପାଇ ଯୁବକ ଜଣକ ବାପା ଓ ମାଆଙ୍କୁ କଲ୍ କଲା।

ମହିଳାଙ୍କୁ ଗି-ରଫ କଲା ପୋ-ଲିସ

ତେବେ ପୁଅ ଠାରୁ କଲ୍ ଆସିବା ପରେ ବାପା ଓ ମା ଉଭୟ ଖୁସି ହୋଇଯାଇଥିଲେ। ସେମାନେ ପୁଅ ଠାରୁ ଠିକଣା ମଧ୍ୟ ସଂଗ୍ରହ କରି ରଖିଥିଲେ। ଏହାପରେ ପରିବାର ଲୋକେ ଥା-ନାରେ ଏହି ବିଷୟରେ ସୂଚନା ଦେଇଥିଲେ। ତେବେ ଖବର ପାଇ ପୋ-ଲିସ ଜଣକ ବାଳକକୁ ଉ-ଦ୍ଧାର କରି ପରିବାର ଲୋକଙ୍କ ହାତକୁ ଦେଇ ଦେଇଥିଲେ। ଅନ୍ୟପଟେ ମହିଳାଙ୍କୁ ପୋ-ଲିସ ଗି-ରଫ କରି କୋର୍ଟ ଚା-ଲାଣ କରିଛି।

Leave a Reply

Your email address will not be published. Required fields are marked *