ସେ-କ୍ସ ପାଇଁ କେମିତି ଡିଲ ହେଉଛି ପୁରା ଘଟଣା ଜାଣିଲେ ହୋସ ଉଡିଯିବ।

15 ହଜାର ଟଙ୍କାରେ ମିଳିବ ବଢିଆ ସର୍ଭିସ। ପିଲା ରେଡି ହେଇ ଅଛନ୍ତି ତୁମେ ଶୀଘ୍ର ଟଙ୍କା ଡିପୋଜିଟ କରି ଯାଅ। ତୁମକୁ ଏକ ଦମ ଖୁସି କରି ଦେବେ। ଟଙ୍କା ଆଦୌ ବେକାରରେ ଯିବ ନାହିଁ। ଖୁସି ହେଇ ଫେରିବେ। ବନ୍ଧୁଗଣ ଭାଇରାଲ ହେଉଛି ଏକ ଅଡିଓ ରେକର୍ଡ ଯେଉଁଥିରେ ଜଣେ ଯୁବକ ଓ ଦୁଇ ଜଣ ଯୁବତୀଙ୍କ ଭଏସ ଶୁଣିବାକୁ ମିଳୁଛି। ଯେଉଁ ଭାଇରାଲ ଅଡିଓରେ ଶୁଣିବାକୁ ମିଳୁଛି କି ଯୁବତୀ ଜଣଙ୍କ ଡିଲ କରୁଛନ୍ତି ଯୁବକଙ୍କ ସହିତ।

କେତେବେଳେ କହୁଛନ୍ତି ପାଞ୍ଚ ହଜାର ଦେଲେ କାମ ହୋଇଯିବ ତ ଆଉ କେତେବେଳେ କହୁଛନ୍ତି 15 ହଜାର ଦେଇ ଯାଅ। ପିଲା ରୁମ ଭିତରେ ଅଛି ଜଲ୍ଦି ଡିପୋଜିଟ କର ଆଉ ମଜା ନିଅ। ଆମେ ଆପଣଙ୍କୁ ରୁମ ଚାବି ଦେଇ ଦେବୁ ଆପଣ 9 ଟା ଦଶଟା ଯାଏଁ ରହି ପାରିବେ। ରବିବାର ଦିନ ସବୁ ଅଫିସ ଛୁଟି ପାଇଁ ରୁମ ଏକ ଦମ ବୁକ ହୋଇଯାଇଥିଲା। ତେବେ ଟଙ୍କା କୁ ନେଇ ଗ୍ରାହକ ଓ ଯୁବତୀଙ୍କ ସହ ଚାଲିଛି ଡିଲ। ଯୁବତୀ ଜଣଙ୍କ ଅଧିକ ଟଙ୍କା କହୁଥିବା ବେଳେ ଯୁବକ ଜଣଙ୍କ ରାଜି ହେଉନଥିବା ଅଡିଓରେ ଶୁଣିବାକୁ ମିଳୁଛି। ତେବେ ଏନେଇ ଯୁବତୀ ଜଣଙ୍କ ଗ୍ରାହକଙ୍କୁ ବେଶ ବୁଝେଇବାରେ ଲାଗିଛନ୍ତି।

ତେବେ ଡିଲ ମଧ୍ୟରେ ଯୁବକ ଜଣଙ୍କ କହୁଛନ୍ତି ମୁଁ ଆଉ ଟଙ୍କା ଆରେଞ୍ଜ କରି ପାରିବି ନାହିଁ। ମୋ ସାଙ୍ଗ ସାଥୀଙ୍କ ପାଖରେ ବି ଆଉ ଟଙ୍କା ନାହିଁ ତେଣୁ ଟଙ୍କା ଫେରାଇ ଦିଅ ଆମେ ଯେତିକି ଦେଇଛୁ। ସେପଟେ ଯୁବତୀ ଜଣଙ୍କ କହୁଛନ୍ତି ନାଇଁ ଆଜ୍ଞା ସବୁ କିଛି ବୁକ ହେଇ ସାରିଲାଣି ଏବେ ଏମିତି କହିଲେ କେମିତି ହେବ ତୁମେ ଆସ ରୁମ ଚାବି ତୁମକୁ ଜଲ୍ଦି ଦିଆଯିବ।

ଆଉ ତୁମେ ଶୀଘ୍ର ରୁମକୁ ଯାଇ ପିଲା ରେଡି ଅଛି ମଜା ନିଅ। ସିକ୍ୟୁରିଟ ପାଇଁ ଆପଣଙ୍କୁ ଟଙ୍କା ଦେବାକୁ ପଡିବ ବୋଲି ଯୁବତୀ କହୁଥିବା ବେଳେ ବୁଝାଇ ସୁଝାଇ କହୁଛନ୍ତି କି ଆପଣଙ୍କ ସିକ୍ୟୁରିଟରେ କେହି ଟଙ୍କାଟା ହାତ ମାରିବେ ନାହିଁ। କାଲି ଯେହେତୁ ଟିକେ ସମସ୍ୟା ହୋଇଥିଲା ସେଥିପାଇଁ ଆମେ ଆପଣଙ୍କୁ କହୁଛୁ ଆଉ ଆପଣ ଟିକେ ବୁଝି ପାରୁନାହାଁନ୍ତି। ହେଲେ ସାର ଆପଣ ବୁଝନ୍ତୁ ମୋ କଥା ଆପଣ ରେକର୍ଡ କରି ରଖନ୍ତୁ ଆପଣଙ୍କୁ ଆଉ କେହି ଟଙ୍କଟା ଅଧିକ କହିବେନି।

ତେବେ ଏପରି ଭାବରେ ଟଙ୍କା କୁ ନେଇ ଗ୍ରାହକ ଓ ଯୁବତୀଙ୍କ ମଧ୍ୟରେ କଥା ହେଉଥିବା ବେଳେ ଗ୍ରାହକ ଶେଷରେ ରାଜି ହେଉଛନ୍ତି ଆଉ ଗ୍ରାହକ ପଚାରୁଛନ୍ତି। ମୁଁ ଭିତରକୁ ଗଲେ ଆପଣ ମୋ ସହ ମିଟ କରିବେ ତ ଯୁବତୀ ଜଣଙ୍କ କହୁଛନ୍ତି। ହଁ ତୁମେ ସିକ୍ୟୁରିଟ ଟଙ୍କାଟା ଡିପୋଜିଟ କରିଦେଲେ ତୁମେ ଆଉ ବାହାରେ ନୁହଁ ଭିତରେ ରହି ପାରିବ। ତୁମକୁ ଆଉ କେହି ବାରଣ କରିବେ ନାହିଁ। ତେଣୁ ତୁମେ ଜଲ୍ଦି ଟଙ୍କା ଦେଇ ଭିତରକୁ ଚାଲି ଆସିବାକୁ କହୁଛନ୍ତି। ଏପରି ଭାବରେ ଡିଲ ହେଉଥିବା ଏହି ଅଡିଓରେ ଶୁଣିବାକୁ ମିଳୁଛି। ତେବେ ଏହି ଅଡିଓ ଯିଏ ଶୁଣୁଛନ୍ତି ସେ କହୁଛନ୍ତି କି ଲୋକେ ସାମାନ୍ୟ ନିଜର ଦେହର ଭୋକ ମେଣ୍ଟାଇବାକୁ କେତେ ଟଙ୍କା ଦେବାକୁ ରାଜି ଅଛନ୍ତି।

ବନ୍ଧୁଗଣ ଏହି ଭାଇରାଲ ଅଡିଓରେ ଶୁଣିବାକୁ ମିଳୁଛି କି ଡିଲ ଦଶ ହଜାର ଟଙ୍କା ପର୍ଯ୍ୟନ୍ତ ହୋଇଛି। ଏହି ଦଶ ହଜାର ଟଙ୍କା ଦେବା ପରେ ଗ୍ରାହକ ଜଣଙ୍କ ନିଜ କାପାସିଟି ବାହାରକୁ ଚାଲିଯାଇଛନ୍ତି ଆଉ ଗ୍ରାହକ ଜଣଙ୍କ ଆଉ ଏତେ ଟଙ୍କା ଦେଇ ପାରିବେ ନାହିଁ ବୋଲି ସିଧାସଳଖ କହୁଛନ୍ତି। ତେବେ ଏହି ଅଡିଓଟି କିଏ ଭାଇରାଲ କରିଛି ଓ କିପରି ଭାଇରାଲ ହୋଇଛି ତାହା ଜଣା ପଡିନଥିବା ବେଳେ ଦେହ ବ୍ୟବସାୟ କରିବା ଆଳରେ ଲୋକଙ୍କୁ ଲୁଟୁଥିବା ଆଲୋଚନା ହେଉଛି। ଆଉ କିଛି ଲୋକେ ନିଜର ଦେହର ଭୋକ ମେଣ୍ଟାଇବାକୁ ଯାଇ ହଜାର ହଜାର ଟଙ୍କା ଉଡାଇ ଦେଇ ନିଜକୁ ତଳି ତଳାନ୍ତ କରି ଦେଉଛନ୍ତି।

Leave a Reply

Your email address will not be published. Required fields are marked *