ବିଚିତ୍ର ଦୃ-ଶ୍ୟ , ସା-ପ ଅଟକାଇଲା ବୁଲଡୋଜରକୁ , ଦେଖିଲେ ଚମକି ପଡିବେ ଆପଣ

ଏ ଦୁନିଆରେ ଅନେକ ଆଶ୍ଚର୍ଯ୍ୟ କରି ଦେବା ଭଳି ଘ-ଟଣା ଘଟିଥାଏ ଆଉ ଯାହାକୁ ଦେଖିବା ପରେ ବିଶ୍ୱାସ କରି ହୁଏନାହିଁ । ଅନେକ ଚମକାଇବା ଭଳି ଦୃ-ଶ୍ୟ ଦେଖିବାକୁ ମିଳିଥାଏ । ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ଜଗତ ହୋଇ ଥିବାରୁ ଆମେ ଛୋଟ ରୁ ବଡ କଥା ବିଷୟରେ ମଧ୍ୟ ଶୁଣିବାକୁ ପାଉଅଛୁ । ସୋସିଆଲ ମିଡ଼ିଆ ଜଗତରେ ଆମେ ବହୁତ କଥା ବିଷୟରେ ଶୁଣିବାକୁ ପାଉଛୁ ।

ତେବେ ବର୍ତ୍ତମାନ ସମୟରେ ଭାଇରାଲ ହେଉଛି ଏପରି କିଛି ଦୃ-ଶ୍ୟ । ଯାହାକୁ ଦେଖିବା ପରେ ବାସ୍ତବରେ ବିଶ୍ୱାସ କରି ହେବ ନାହିଁ । ଏପରି କିଛି ଦୃ-ଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଆଉ ଏହାକୁ ଦେଖିବା ପରେ ବିଶ୍ୱାସ କରି ପାରୁ ନାହାଁନ୍ତି । ତେବେ ସୂଚନା ମୂତାବିକ , ଗଜପତି ଜିଲ୍ଲା ମୋହନା ଥା-ନା ଅନ୍ତର୍ଗତ ମୋହନା କୋର୍ଟ ପରିସରରୁ ଏପରି କିଛି ଦୃ-ଶ୍ୟ ଦେଖିବାକୁ ମିଳିଛି ।

ଗୋଟିଏ ବୁଲଡୋଜର ମୋହନା କୋର୍ଟ ପରିସରରୁ ଜବ-ରଦ-ଖଲ ଉ-ଚ୍ଛେଦ ପାଇଁ ଘର ଭା-ଙ୍ଗିବାକୁ ଆସିଥିଲା । ଆଉ ବୁଲଡୋଜର ଘର ଭା-ଙ୍ଗି ଚାଲିଥିଲା । ଆଉ ଏହି ସମୟରେ ସମସ୍ତ ପୋ-ଲିସ ମାନେ ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ ଆଉ କାର୍ଯ୍ୟକୁ ଦେଖୁଥିଲେ । କିନ୍ତୁ ହଠାତ୍ କୁଆଡୁ ଗୋଟିଏ ସାପ ଆସି ଯାଇଥିଲା । ଆଉ ବୁଲଡୋଜରକୁ ଆଗକୁ ବଢ଼ିବାକୁ ଦେଇ ନଥିଲା ।

ତେବେ କିଛି ସମୟ ପାଇଁ ଘର ଭଙ୍ଗା କାର୍ଯ ବାଧା ପ୍ରାପ୍ତ ହୋଇଥିଲା । କାମ ଆଗକୁ ବଢ଼ି ପାରିନଥିଲା । ତେବେ ଏହାର କିଛି ସମୟ ମଧ୍ୟରେ ସାପ ସେଠାରୁ ଚାଲି ଯାଇଥିଲା ଏହାକୁ ଦେଖିବା ପାରେ ସମସ୍ତେ ଆଶ୍ଚର୍ୟ୍ଯ ହୋଇ ଯାଇଥିଲେ । ହଠାତ ସାପ କୁଆଡେ ଆସିଗଲା ବୋଲି ସମସ୍ତେ ଭାବି ଥିଲେ । ତେବେ କିଛି ସମୟ ପରେ ସା-ପ ସେଠାରୁ ଚାଲି ଯିବା ପରେ କାମ ଆଗକୁ ବଢିଥିଲା ।

Leave a Reply

Your email address will not be published. Required fields are marked *