ସପ୍ତାହକ ଭିତରେ ମୋର ଏବଂ ଟୁଙ୍ଗୁରୁ ଭୋଳର ଡିଏନଏ ଟେଷ୍ଟ କରନ୍ତୁ , ସବୁ ଜଣା ପଡ଼ିଯିବ ! କହିଲେ ବର୍ଷା

ଟୁଙ୍ଗୁରୁ ଭୋଳ ଏବଂ ବର୍ଷା ମା-ମ-ଲା ବର୍ତ୍ତମାନ ସମୟରେ ଜୋରସୋରରେ ଚାଲିଛି । ଯେଉଁଠି ଦେଖ ସେଇ ନ୍ୟୁଜ ଦେଖିବାକୁ ମିଳୁଛି । ଏମିତିକି ଦୁହେଁ ଏତେ ଫେମସ ହୋଇ ଯାଇଛନ୍ତି ଯେ ସେମାନଙ୍କୁ କେତେ ଗୀତ ଏବଂ ଏଲବମ ହେଲାଣି । ଗତକାଲି ବର୍ଷାକୁ ମଧ୍ୟ ଏକ ଏଲବମରେ ଅଭିନୟ କରୁଥିବାର ଦେଖାଯାଇଛି । ବର୍ଷାନ୍କୟ କୁଆଡ଼େ ଡ଼ାଇରେକ୍ଟର ଗାଡ଼ି ପଠାଇ ତାଙ୍କ ଘରୁ ନେଇଯାଇଥଲେ ଶୁଟିଂ ପାଇଁ । ଆଉ ନିଜକୁ ଟ୍ୟାଲେଣ୍ଟଟେଡ କହି ସେଲିବ୍ରିଟି ହୋଇଯାଇଥିବା କହିଛନ୍ତି ବର୍ଷା । ପୂର୍ବରୁ ଟୁଙ୍ଗୁରୁବି ତାଙ୍କୁ ସେଲିବ୍ରିଟି କରାଇ ଦେବେ କହିଥିଲେ ।

କିନ୍ତୁ କ୍ୟାମେରା ସାମ୍ନାକୁ ଆସିଲେ ଟୁଙ୍ଗୁରୀ ପୁରା ଓଲଟା କଥା କହନ୍ତି । ବର୍ଷାଙ୍କ କହିବା କଥା ଟୁଙ୍ଗୁରୁ ଏବେବି ସୁଦ୍ଧା ତାଙ୍କ ସହ କଥା ହେଉଛନ୍ତି । ଏମିତିକି ତାଙ୍କ ପରିବାର ଲୋକେ ବର୍ଷାଙ୍କୁ କେବଳ କ୍ୟାମେରା ସାମ୍ନାକୁ ଆସିବାକୁ ମନା କରିଛନ୍ତି । ପରେ ମାମ-ଲା ଥଣ୍ଡା ହେଲେ ଟୁଙ୍ଗୁରୁ ବର୍ଷାକୁ ବିବାହ କରିବ ବୋଲି ମଧ୍ୟ କହିଛି । ଏପଟେ ଟୁଙ୍ଗୁରୁ ସହିତ ସ-ମ୍ପର୍କ ଥିବା ପ୍ରତି-କ୍ରିୟା ଦେଇ ବର୍ଷା ଏକ ଅଜବ ଉକ୍ତି ରଖିଛି । ବର୍ଷା କହିଛି ଯେ ସେ ‘ ସପ୍ତାହକ ଭିତରେ ମୋର ଏବଂ ଟୁଙ୍ଗୁରୁ ଭୋଳର ଡିଏନଏ ଟେଷ୍ଟ କରାଯାଉ , ସେଥିରୁ ସବୁ ସତ ଜଣା ପଡ଼ିଯିବ । ବର୍ଷାଙ୍କର ଦୁଇ ରୂପ । କେତେବେଳେ କହୁଛି ଟୁଙ୍ଗୁରୁ ଯେଉଁଭଳି ଭାବରେ ତାଙ୍କୁ ଧୋ-କା ଦେଇଛି କିଏ ଜାଣେ ଆଉ କାହାକୁ ସେ ଧୋ-କା ଦେବନି ?

ପୁଣି ଅନ୍ୟପଟେ କହୁଛି ଟୁଙ୍ଗୁରୁ ତାକୁ ପୂର୍ବରୁ ଯେମିତି ଭଲ ପାଉଥିଲା ଏବେବି ସେଇ ସେମିତି ଭଲ ପାଉଛି ।ଟୁଙ୍ଗୁରୁ ଭୋଳ ବର୍ଷା ତାଙ୍କର ଚାରି ଚାରୋଟି ମୋବାଇଲ ଭା-ଙ୍ଗିବା କଥା କହିବା ପରେ ବର୍ଷା କହିଛନ୍ତି ଯେ ବ୍ରହ୍ମପୁରରେ ଏକ ଲଜରେ ଥିବା ବେଳେ ସେ ଟୁଙ୍ଗୁରୁ ଭୋଳ ଫୋନରେ କିଛି ଅନ୍ୟ ଯୁବତୀ ଏବଂ ନିଜର ଖରାପ ଭିଡ଼ିଓ ଥିବା ଜାଣି ପାରିଥିଲେ । ଯାହା ଜାଣିବା ପରେ ସେ ଗୋଟିଏ ସ୍ମାର୍ଟ ଫୋନ ଏବଂ ଦୁଇଟି କିପେଡ ଫୋନ ଭା-ଙ୍ଗିଥିବା କହିଛନ୍ତି । କିନ୍ତୁ ଥା-ନାରେ ସମାଧାନ ପରେ ଟୁଙ୍ଗୁରୁ ବର୍ଷାଙ୍କ ଠାରୁ ମୋବାଇଲ ମଧ୍ୟ ନେଇଛି ।

ଆଉ ସେଲିବ୍ରିଟି ହୋଇଯିବା ପରେ କୁଆଡ଼େ ଟୁଙ୍ଗୁରୁ ଏବଂ ବର୍ଷା ବିବାହ କରିବେ । ଯେହେତୁ ଟୁଙ୍ଗୁରୁ ପାଇଁ ବର୍ଷା ନିଜର ଘର ପରିବାର ସ୍ୱାମୀ ଛୁଆଙ୍କୁ ଛାଡ଼ି ଦେଇଛି ତେଣୁ ସେ ଜୋର ଜବ-ରଦ-ସ୍ତ ଟୁଙ୍ଗୁରୁ ସହିତ ହିଁ ରହିବ ବୋଲି କହିଛି । ବର୍ତ୍ତମାନ ବର୍ଷାର ଏଲବମ ମଧ୍ୟ ସୋସିଆଲ ମିଡିଆରେ ଭାଇରଲ ହେଉଛି ଏବଂ ତାକୁ ଅନ୍ୟାନ୍ୟ ଦିଗରୁ ଏଲବମ ପାଇଁ ଅଫର ଆସୁଥିବା ମଧ୍ୟ କହିଛି ।

Leave a Reply

Your email address will not be published. Required fields are marked *