ଭାଇରଲ ହେଲା ଟୁଙ୍ଗୁରୁ ଭୋଳର ରୋମାଣ୍ଟିକ ଭିଡ଼ିଓ , ହାତ କା-ଟି ମ-ରିବାକୁ ଉଦ୍ୟମ କଲେ ବର୍ଷା

ବର୍ତ୍ତମାନ ସମୟରେ ଓଡ଼ିଶାରେ ଚାଲିଥିବା ଚର୍ଚ୍ଚିତ କେସ ହେଉଛି ଟୁଙ୍ଗୁରୁ ଭୋଳ ଏବଂ ବର୍ଷାର ପ୍ରେମ କାହାଣୀ । ଯାହାକି ଥମିବାକୁ ନାମ ନେଉନାହିଁ । ମି-ଛ ସତ ଉକ୍ତିରେ ଫସି ରହିଛି ଏହି ମାମ-ଲା । କେତେବେଳେ ଟୁଙ୍ଗୁରୁ ଏବଂ ବର୍ଷାର ଉକ୍ତି ଶୁଣି ଲାଗୁଛି ଯେପରି ଦୁହିଁଙ୍କର ମାନ-ସିକ ସ୍ଥିତିବି ଠିକ ନାହିଁ । ଯେଉଁଠି ଜଣେ ଓଟ ଡ୍ରାଇଭର ହୋଇ ଏବଂ କମ ବୟସର ଯୁବକ ହୋଇ ବିବାହିତା ମହିଳା ସହ ସ-ମ୍ପର୍କ ରଖୁଛି । ସେଠାରେ ମହିଳା ବି ସ୍ୱାମୀ ଏବଂ ଦୁଇ ଛୁଆ ଥାଇ ୨୧ ବର୍ଷୀୟ ଯୁବକ ସହ ରାସ-ଲୀଳା କରୁଛି ।

ତେବେ ଯାହାବି ହେଇ ଏହି ମାମ-ଲା ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଯେଉଁଠି ଟୁଙ୍ଗୁରୁ ସବୁବେଳେ ବର୍ଷା ଉପରେ ଦୋ-ଷ ଲଦିବାକୁ ଚେଷ୍ଟା କରି ଚାଲିଛି ସେଠାରେ ମଧ୍ୟ ବର୍ଷାବି କିଛି କମ ନୁହେଁ । ତେବେ ଏହି ମାମ-ଲାକୁ ନେଇ ଦୁହେଁ ଏତେ ଫେମସ ହୋଇ ଯାଇଛନ୍ତି ଯେ ଦୁହିଁଙ୍କ ନାମରେ ଏଲବମ ମଧ୍ୟ ହେଲାଣି । ସବୁଠି ଟୁଙ୍ଗୁରୁ ଏବଂ1ବର୍ଷା ମୁଖ୍ୟ ଦୃଷ୍ଟି ଆକ-ର୍ଷଣ । ବର୍ତ୍ତମାନ ସମୟରେ ଟୁଙ୍ଗୁରୁ ଭୋଳ ନିଜେ ଅଭିନୟ କରିଥିବା ଏଲବମଟି ହେଉଛି ‘ ଟୁଙ୍ଗୁରୁ ଭୋଳର ପ୍ରେମ କାହାଣୀ ‘ । ଯେଉଁଥିରେ ଟୁଙ୍ଗୁରୁ ଭୋଳ କିଛି ଖରାପ ଅଭିନୟ ବି କରିନାହିଁ । ଏହି ଗୀତଟିକୁ ସଙ୍ଗୀତରେ ସଜାଇଛନ୍ତି ଆର ଚିକୁ ।

ଯେଉଁଥିରେ ଟୁଙ୍ଗୁରୁ ଭୋଳ ଅନ୍ୟ ଜଣେ ଯୁବତୀ ସହିତ ଅଭିନୟ କରିଛନ୍ତି । ବର୍ତ୍ତମାନ ସୁଦ୍ଧା କହିବାକୁ ଗଲେ ଏହି ଭିଡ଼ିଓରେ ଦେଢ଼ ଲକ୍ଷରୁ ଅଧିକ ଭିଉଜ ହୋଇଛି ଏବଂ ଲାଇକ ମଧ୍ୟ ବେଶ ଅଧିକ ଅଛି । ଆଉ ଏକ ଗୀତ ମଧ୍ୟ ଆସିଛି ଯାହା ହେଉଛି ‘ ମିଷ୍ଟର ଟୁଙ୍ଗୁରୁ ଭୋଳ ‘ ଆଉ ଏହି ମଜାଳିଆ ଗୀତକୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ଆଉ ସେପଟେ ବର୍ଷାର ବି ଗୋଟିଏ ଏଲବମ ଆସିଛି ଯେଉଁଥିରେ ବର୍ଷା ମଧ୍ୟ ଭଲ ଅଭିନୟ କରୁଥିବା ଦେଖାଯାଇଛି ।

କିନ୍ତୁ ବର୍ତ୍ତମାନ ଏହି ମାମ-ଲାରେ ବର୍ଷା କହିଛନ୍ତି ଯେ ଟୁଙ୍ଗୁରୁ କୁଆଡ଼େ ବର୍ଷାଙ୍କୁ ବିବାହ କରିବେ କହିଛନ୍ତି । ବିବାହ ପାଇଁ କରିଥିବା ସବୁ ଡି-ମା-ଣ୍ଡ ବିଷୟରେ ମଧ୍ୟ କହିଛନ୍ତି । କିନ୍ତୁ ଏସବୁକୁ ଟୁଙ୍ଗୁରୁ ଗଣମାଧ୍ୟମ ସାମ୍ନାରେ ମାନିବାକୁ ନାରାଜ ହୋଇଛି । ଆଉ ସବୁଠାରୁ ବର୍ତ୍ତମାନ ସମୟରେ ଚର୍ଚ୍ଚାର ବିଷୟ ଯେ ଉଭୟଙ୍କ ଲୋଭ ଷ୍ଟୋରିରୁ ନେଇ ଯେଉଁ ସବୁ ଭିଡ଼ିଓ ଏଲବମ ଭାଇରଲ ହେଉଛି ତାହାକୁ ଲୋକେ ପସନ୍ଦ ମଧ୍ୟ କରୁଛନ୍ତି ।

Leave a Reply

Your email address will not be published. Required fields are marked *