ସରକାରୀ କ୍ୱାର୍ଟରରେ ରା-ସଲୀ-ଳା , ଅ-ର୍ଦ୍ଧନ-ଗ୍ନ ଅବସ୍ଥାରେ ସରକାରୀ ଅଧିକାରୀ କରୁଥିଲେ ଏପରି କାମ… ଦେଖନ୍ତୁ ଭିଡ଼ିଓ

ବର୍ତ୍ତମାନ ସମୟରେ ପ୍ରାୟ ସରକାରୀ ଅଧିକାରୀ ମାନେ ମହିଳାଙ୍କୁ ସାହାଯ୍ୟ କରିବା ଆଳରେ ସେମାନଙ୍କ ସହିତ ଶାରୀ-ରିକ ସମ୍ପର୍କ ରଖୁଛନ୍ତି ଏବଂ ପରେ ସେମାନଙ୍କୁ ବ୍ଲା-କମେ-ଲ ମଧ୍ୟ କରିଛନ୍ତ । ତାହାର ଅନେକ ଭିଡ଼ିଓ ପୂର୍ବରୁ ମଧ୍ୟ ଭାଇରଲ ହୋଇଛି । ତେବେ ଆପଣଙ୍କୁ କହି ରଖୁଛୁ ଯେ ନିକଟରେ ସୋସିଆଲ ମିଡ଼ିଆରେ ଏହିପରି ଏକ ଭିଡ଼ିଓ ଭାଇରଲ ହୋଇଛି ଯେଉଁଥିରେ ଆପଣ ଜଣେ ସରକାରୀ କର୍ମଚାରୀଙ୍କୁ ନିଜ କ୍ୱାର୍ଟରରେ ଅ-ର୍ଦ୍ଧନ-ଗ୍ନ ଅବସ୍ଥାରେ ଦେଖାଯାଇଛି ଏବଂ ତାସହିତ ବାଥରୁମ କବାଟ କିଳି ଭିତରେ ଥିବା ଯୁବତୀଙ୍କ ପ-ର୍ଦାଫା-ସ ମଧ୍ୟ କରାଯାଇଛି । ତେବେ ଏହି ମା-ମ-ଲା ବିଷୟରେ ସମ୍ପୂର୍ଣ୍ଣ ଭାବରେ ଜାଣିବା ପାଇଁ ଆମେ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ସୂଚନା ଅନୁଯାୟୀ ଅପରାହ୍ନ ୩ ର ଏହି ଦୃ-ଶ୍ୟ । ଟିଟିଲାଗଡ଼ ବ୍ଲକର ଓଡ଼ିଶା ଲାଇଭଲି ହୁଡ଼ ମିଶନ ର ଡିପିଏଫ ଅଧିକାରୀଙ୍କୁ ନିଜ କ୍ୱାର୍ଟରରେ ଅ-ର୍ଦ୍ଧନ-ଗ୍ନ ଅବସ୍ଥାରେ ଜଣେ ଯୁବତୀଙ୍କ ସହିତ ଥିବାର ଦେଖିଥିଲେ କିଛି ସ୍ଥାନୀୟ ଲୋକେ । ଆଉ ତାପରେ ଅଧିକାରୀଙ୍କ ବ୍ୟବହାର ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ପୁରା ଘ-ଟ-ଣା ଏହା ଯେ ଗୁରୁବାର ଅପରାହ୍ନ ୩ଟାରେ ବ୍ଲକର ଜଣେ କାର୍ଯ୍ୟରତ ମହିଳା ସରକାରୀ ଅଧିକାରୀଙ୍କ କ୍ୱାର୍ଟରକୁ ଯାଇଥିଲେ । ଆଉ ସେହି ସମୟରେ କିଛି ସ୍ଥାନୀୟ ଲୋକେ ଫୋନରେ ଭିଡିଓ ଅନ କରି ତାଙ୍କ କ୍ୱାର୍ଟରକୁ ପଶି ଯାଇଥିଲେ ।

ଅଧିକାରୀ ଜଣକ ଅ-ର୍ଦ୍ଧନ-ଗ୍ନ ଅବସ୍ଥାରେ ଥିବା ଦେଖି ଲୋକେ ତାଙ୍କୁ ଏପରି ବିନା ପୋଷାକରେ କାହିଁକି ଥିଲେ ବୋଲି ପଚାରି ଥିଲେ । ଆଉ କ୍ୱାର୍ଟରର ବାଥରୁମର କବାଟ କିଳି ରହିଥିଲେ ଜଣେ ମହିଳା କର୍ମଚାରୀ । ଅନେକ ଥର କବାଟ ବାଡେଇବା ପରେ ମହିଳା ଜଣକ କବାଟ ଖୋଲି ସେଠାରୁ ପଳାଇ ଯାଇଥିଲେ । ସେତେବେଳେ ସରକାରୀ ଅଧିକାରୀ ଜଣକ ବାରମ୍ବାର ବ୍ୟକ୍ତିଙ୍କ ଗୋଡ଼ ଧରିଥିଲେ । ବ୍ୟକ୍ତି ଜଣକ ତାଙ୍କୁ ବାରମ୍ବାର ଏପରି କରିବାର କାରଣ ପଚାରି ଥିଲେ । ଅଧିକାରୀ ଜଣକ ସବୁଥର ମନା କରି ଦେଇଥିଲେ ଯେ ସେଠାରେ କିଛି ଏପରି ହୋଇନଥିଲା । ମାତ୍ର ସୁଯୋଗ ଅପେକ୍ଷାରେ ରହିଥିବା କିଛି ସ୍ଥାନୀୟ ଲୋକ ଏବଂ ଗଣମାଧ୍ୟମ ପ୍ରତିନିଧି ଏହାର ଜବ-ରଦ-ସ୍ତ ଫାଇଦା ଉଠାଇଲେ ।

ଗଣମାଧ୍ୟମର କହିବା ଅନୁଯାୟୀ ସରକାରୀ ଅଧିକାରୀ ଜଣକ ମହିଳାଙ୍କୁ ଲୋନ କରାଇ ଦେବାର ଲୋଭ ଦେଖାଇ ତାଙ୍କ ସହ ଶାରୀ-ରିକ ସମ୍ପର୍କ ରଖନ୍ତି ବୋଲି କହିଛନ୍ତି । ଏହା ସହିତ ନିଜ କ୍ୱାର୍ଟରକୁ ମଧ୍ୟ ଡାକୁଥିବା କହିଛନ୍ତି । ଏହି ସମ୍ବନ୍ଧରେ ଅଧିକାରୀଙ୍କ ସହିତ ରୁମରେ ରହୁଥିବା ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ ଅଯଥାରେ ତାଙ୍କ ଉପରେ ଏପରି ଦୋ-ଷ ଲଦି ଦିଆଯାଉଛି । ନଚେତ ସେ ଆଦୌ ଏପରି ପ୍ରକୃତିର ନୁହଁନ୍ତି । ତେବେ ଯାହାବି ହେଉ ମା-ମ-ଲା ଭାଇରଲ ହେବା ପରଠାରୁ ଅଧିକାରୀ ଜଣକ ଫେ-ରା-ର ଅଛନ୍ତି ।

ତେବେ ବର୍ତ୍ତମାନ ପ୍ରଶ୍ନ ଏହା ଯେ ଅଧିକାରୀ ଜଣକ ଏକୁଟିଆ ଥିବା ସମୟରେ ମହିଳା କର୍ମଚାରୀଙ୍କୁ1କାହିଁକି ଡାକିଥିଲେ । ଆଉ ଯଦି ମହିଳା କର୍ମଚାରୀ ଅଫିସ କାମରେ ଆସିଥିଲେ ତେବେ ବାଥରୁମରେ କବାଟ କି-ଳି କାହିଁକି ରହିଥିଲେ । ପୁଣି ଯଦି ଜଣେ1ମହିଳା କର୍ମଚାରୀ ରୁମକୁ ଆସିଛନ୍ତି ତେବେ ସାଧାରଣ ସୌଜନ୍ୟତା ଦୃ-ଷ୍ଟିରୁ ଅଧିକାରୀ ଜଣକ କାହିଁକି ବିନା ପୋଷାକରେ ଥିଲେ ? ତେବେ ବର୍ତ୍ତମାନ ଏହି ମା-ମ-ଲା ଉପରେ ପୋ-ଲି-ସ ତ-ଦ-ନ୍ତ କରିବ ବୋଲି ଜଣା ପଡ଼ିଛି ।

ଏହି ପରିପ୍ରେକ୍ଷୀରେ ପୋ-ଲି-ସକୁ ଅଧିକାରୀଙ୍କ ରୁମ ପଛରେ ମଦ ବୋତଲ ସହିତ ଅନ୍ୟାନ୍ୟ ଆପତ୍ତି ଜନକ ବସ୍ତୁ ମିଳିଛି । କିଛି ଲୋକଙ୍କ ଅନୁଯାୟୀ ସରକାରୀ ଅଧିକାରୀ ଜଣଙ୍କ ନାମରେ ଆଗରୁ ମଧ୍ୟ ଅନେକ ଥର ଏପରି ମା-ମ-ଲାକୁ ନେଇ ଅଭି-ଯୋଗ ହୋଇଛି । ମାତ୍ର ପ୍ରମାଣ ନଥିବା ସତ୍ତ୍ୱେ ସେ ସବୁ ଥର ବର୍ତ୍ତି ଯାଇଛି । ପୋ-ଲି-ସ ଅନୁଯାୟୀ ଏଥରର ପ୍ରମାଣ ମଧ୍ୟ ଯଥେଷ୍ଟ ନୁହେଁ । କିନ୍ତୁ ଲୋକେ ସରକାରୀ କର୍ମଚାରୀଙ୍କୁ କଠିନ ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *