ଶାରୀ-ରିକ ସମ୍ପର୍କ ରଖି ସାରି ପ୍ରେମିକା ସହିତ କରିଥିଲେ ପ୍ରତା-ରଣା , ଏବେ ବନ୍ଧା ହୋଇ ଥା-ନାକୁ ଗଲେ ରଙ୍ଗିଲା ପ୍ରେମିକ

ଦିନକୁ ଦିନ ପ୍ରେମ ପ୍ରତାରଣାର ଖବର ବଢ଼ିବାରେ ଲାଗିଛି । ପ୍ରେମ କରି ସାରି ଆଉ ତାପରେ ଶାରୀ-ରିକ ସମ୍ପର୍କ ରଖି ଧୋ-କା ଦେବା ସାଧାରଣ କଥା ହୋଇଗଲାଣି । ତେବେ କିଛି ମୁହୂର୍ତ୍ତର ସୁଖ ପାଇଁ ଆଜିକାର ପୁଅ ଝିଅ ମାନେ ସବୁକିଛି ଭୁଲି ଯାଉଛନ୍ତି ଆଉ OYO ଚାଲି ଯାଉଛନ୍ତି । ଚାରିଆଡ଼େ ବର୍ତ୍ତମାନ ସମୟରେ ଏହି OYO ଖୋଲି ସାରିଲାଣି । ପୁଅ ଝିଅ ମାନେ ଅତି ସହଜରେ ସେଠାକୁ ଚାଲି ଯାଉଛନ୍ତି ଆଉ ନିଜ ଇଚ୍ଛା ପୂରଣ କରି ପାରୁଛନ୍ତି । ତେବେ କିଛି ଦିନ ଆଗରୁ ଏକ ଖବର ସାମ୍ନାକୁ ଆସିଥିଲା , ଯାହାକୁ ଆପଣ ସମସ୍ତେ ଶୁଣି ସାରିଥିବେ ।

ତେବେ ଘଟଣାଟି ମାଲକାନାଗିରି ଜିଲ୍ଲାର ଅଟେ । ଏହି ଜିଲ୍ଲାର ଏମ୍ ଭି ୭୨ ଗ୍ରାମର ତୃପ୍ତି ନାମକ ଜଣେ ମହିଳାଙ୍କ ସହିତ ସେହି ଅଞ୍ଚଳର ସଞ୍ଜୀବ ନାମକ ଜଣେ ବ୍ୟକ୍ତି ଭଲ ପାଇବାର ଛଳନା କରିଥିଲେ । ତୃପ୍ତିଙ୍କ ପିତା ମାତା କରୋନା ମହାମାରୀରେ ପ୍ରା-ଣ ହରାଇ ଥିବା ବେଳେ ତାଙ୍କ ଭାଇଙ୍କର କିଡନୀ ଖରାପ ହୋଇ ଯାଇଥିଲା । ତେଣୁ ନିଜ ଭାଇଙ୍କ ପାଇଁ ତୃପ୍ତି ଗୋଟିଏ କିଡନୀ ଦେଇଥିଲେ । ତେବେ ଏହି କଥା ସଞ୍ଜୀବ ଜାଣି ମଧ୍ୟ ତୃପ୍ତିଙ୍କୁ ଭଲ ପାଇବାର ଅଭିନୟ କରିଥିଲେ । ଆଉ କେବଳ ଶାରୀ-ରିକ ସ-ମ୍ପର୍କ ପାଇଁ ଏସବୁ କରିଥିଲେ ବୋଲି ବର୍ତ୍ତମାନ ତୃପ୍ତି କହିଛନ୍ତି ।

ତୃପ୍ତିଙ୍କୁ ବିବାହ କରିବେ ବୋଲି ସଞ୍ଜୀବ କଥା ଦେଇଥିଲେ ଆଉ ଅନେକ ଥର ଶାରୀ-ରିକ ସ-ମ୍ପର୍କ ରଖିଥିଲେ । ଏହାରି ମଧ୍ୟରେ ତୃପ୍ତି ଅନେକ ଥର ଗର୍ଭ-ବତି ମଧ୍ୟ ହୋଇ ଗ-ର୍ଭ ନ-ଷ୍ଟ କରିଥିଲେ । କିନ୍ତୁ ଏହା ମଧ୍ୟରେ ସଞ୍ଜୀବ ବିବାହ କରିବା କଥାକୁ ପୁରାପୁରି ଆଡେଇ ଦେଇଥିଲା ଆଉ ତୃପ୍ତିଙ୍କୁ ଧୋ-କା ଦେଇ ପଳାଇ ଯାଇଥିଲା । ଆଉ ସେ ତୃପ୍ତିଙ୍କୁ ଦେଖା ମଧ୍ୟ ଦେଇ ନଥିଲା । ତେବେ ଏହି କଥା ତୃପ୍ତିଙ୍କୁ ଅନେକ କଷ୍ଟ ଦେଇଥିଲା ଆଉ ଏହାପରେ ସେ ନିଜ ପାଇଁ ଲ-ଢ଼ିବେ ବୋଲି ନିଷ୍ପତ୍ତି ନେଇଥିଲେ । ଆଉ ନିଷ୍ପତ୍ତି ମୂତାବିକ ସେ ମାଲକାନଗିରି ଏସପିଙ୍କ ପାଖକୁ ଯାଇଥିଲେ ।

ଏସପିଙ୍କ ପାଖକୁ ଯାଇ ସେ ସବୁ ଘଟଣା ବିଷୟରେ ଜଣାଇ ଥିଲେ । ଆଉ ମାଲକାନଗିରି ଏସପି ମଧ୍ୟ ତାଙ୍କୁ ସାହାଯ୍ୟ କରିବେ ବୋଲି କହିଥିଲେ । ତେବେ କଥା ଏତିକିରେ ଅଟକି ଯାଇ ନଥିଲା ପୋ-ଲିସ ବାବୁ ମଧ୍ୟ ସଞ୍ଜୀବକୁ ଗି-ରଫ କରିବା ପାଇଁ ଲାଗି ପଡ଼ିଥିଲେ । ଆଉ ଶେଷରେ ନିଜ ଲକ୍ଷ୍ୟ ସ୍ଥଳରେ ଯାଇ ପହଞ୍ଚି ଯାଇଥିଲେ । ଶେଷରେ ସଞ୍ଜୀବକୁ ଗି-ରଫ କରି ନେଇଥିଲେ ଏସପି । ଆଉ ତାଙ୍କୁ କୋର୍ଟ ଚା-ଲାଣ ମଧ୍ୟ କରାଯାଇଛି । ତେବେ ବର୍ତ୍ତମାନ ତୃପ୍ତି ବହୁତ ଖୁସି ଅଛନ୍ତି ଆଉ ସେ ନିଜ ଭୁଲ ପାଇଁ ପଶ୍ଚାତାପ ମଧ୍ୟ କରିଛନ୍ତି ।

Leave a Reply

Your email address will not be published. Required fields are marked *