ପୁଅର ମୃ-ତ୍ୟୁ ପରେ ବୋହୂକୁ ବିବାହ କଲା ଶ୍ୱଶୁର , ଘଟଣା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ :-

ଜଣେ ଝିଅ ଯେତେବେଳେ ନିଜ ବାପ ଘରୁ ବିବାହ ପରେ ନିଜ ଶାଶୁ ଘରକୁ ଯାଏ ସେତେବେଳେ ସେ ଏହା ମନରେ ଭାବିଥାଏ ଯେ ବାପା ମା ବଦଳରେ ଶାଶୁ ଶ୍ୱଶୁର ମିଳିଯିବେ । ଯିଏକି ତାକୁ ଝିଅ ଭଳି ସ୍ନେହ କରିବେ । କିନ୍ତୁ ବର୍ତ୍ତମାନର କଳିଯୁଗରେ ଏଭଳି ଚିନ୍ତାଧାରା ରଖିଥିବା ବହୁତ କମ ଅଟେ । ଏଠାରେ ଜଣେ ଶ୍ୱଶୁର ନିଜ ବୋହୂକୁ ବିବାହ କରିଛି ତାହା ପୁଣି ନିଜ ପୁଅର ମୃ-ତ୍ୟୁ ପରେ ।

ମନ୍ଦିରରୁ ବିବାହ କରି ଫେରୁଥିବା ସମୟରେ ଲୋକେ ତାକୁ ଯେଉଁ କାରଣ ବିଷୟରେ ପଚାରିଛନ୍ତି ତାର ଉତ୍ତର ଶୁଣିଲେ ଆପଣବି ମୁଣ୍ଡରେ ହାତ ଦେବେ । ତେବେ ପୁରା ଘଟଣା ବିଷୟରେ ଜାଣିବା ପାଇଁ ଆଜିକାର ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ । ତେବେ ଘ-ଟଣା ଅନୁଯାୟୀ ଜଣେ ବ୍ୟକ୍ତି ନିଜ ବୋହୂକୁ ବିବାହ କରି ମନ୍ଦିରରୁ ଫେରୁଥିବା ସମୟରେ କିଛି ଯୁବକ ତାଙ୍କୁ ଅଟକାଇ ପ୍ରଶ୍ନ କରିଥିଲେ । ପ୍ରଥମେ ଜାଣିବା ପାଇଁ ତାଙ୍କୁ ଏହା ପଚାରିଥିଲେ ଯେ ସେମାନେ ବିବାହ କରିଛନ୍ତି କି ? ଆଉ ତାପରେ ଉତ୍ତର ଶୁଣି ସେମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

https://youtu.be/1L9Qnhl9emI

ବାପ ସମାନ ବ୍ୟକ୍ତି ହୋଇ ନିଜ ଝିଅ ଭଳି ବୋହୂକୁ ବିବାହ କରିବା କେତେ ଦୂର ଗ୍ରହଣୀୟ ? ଆମ ସମାଜ କଥା କହିବାକୁ ଗଲେ ଶ୍ୱଶୁର ବୋହୂର ସମ୍ପର୍କ ବାପ ଝିଅର ସମ୍ପ-ର୍କ ହୋଇଥାଏ । କିନ୍ତୁ ଏଭଳି ଏକ ପବିତ୍ର ସମ୍ପର୍କକୁ ବ୍ୟକ୍ତି ଜଣକ କଳୁ-ଷିତ କରି ଦେଇଛନ୍ତି । ନିଜ ପୁଅର ମୃ-ତ୍ୟୁ ପରେ ସେ ଚାହିଁଥିଲେ ନିଜ ବୋହୂକୁ ଝିଅ ଭଳି ରଖି ତାର ଭବିଷ୍ୟତ କଥା ଚିନ୍ତା କରି ପାରିଥାନ୍ତା । କିମ୍ବା ତାର ଅନ୍ୟତ୍ର ବିବାହ କରାଇ ପାରିଥାନ୍ତା । କିନ୍ତୁ ତାର ଚିନ୍ତାଧାରା କିଛି ଅଲଗା ଥିଲା ।

ସେହି ବ୍ୟକ୍ତି ଅନୁଯାୟୀ ପୁଅର ମୃ-ତ୍ୟୁ ପରେ ବୋହୂ ଜୀବନସାରା ଅସହାୟ ହୋଇ ଜୀବନ ବିତାଇଥାନ୍ତା । ତେଣୁ ଘର କଥା ଘର ଭିତରେ ରଖିବାକୁ ବୋହୂକୁ ବିବାହ କଲା । ଯାହାକି ବାସ୍ତବରେ ନିନ୍ଦ-ନୀୟ ଅଟେ । ଯେଉଁଠି ଝିଅର ବୟସ ୨୫ ବର୍ଷ , ଶ୍ୱଶୁରର ବୟସ ୪୫ ବର୍ଷ । ଏତେ ବର୍ଷର ତାରତମ୍ୟତା ସତ୍ତ୍ୱେ କିଭଳି ଜଣେ ବୟସ୍କ ବ୍ୟକ୍ତି ନିଜ ଝିଅ ସମାନ ବୋହୂକୁ ବିବାହ କରି ପାରନ୍ତି ? କିନ୍ତୁ ଏହାଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ଏହା ଯେ ବୋହୂ ନିଜ ସ୍ୱଇଚ୍ଛାରେ ହିଁ ଶ୍ୱଶୁରକୁ ବିବାହ କରିଛି ଏବଂ ଏଥିପାଇଁ ତା ଉପରେ କୌଣସି ଚାପ ନଥିବା କହିଛି ।

Leave a Reply

Your email address will not be published. Required fields are marked *