ଶଶୁରଙ୍କୁ ବାହା ହେଲା ବୋହୁ ।

ବୋହୁ ମଥାରେ ସିନ୍ଦୁର ପିନ୍ଧାଇ ବୋହୂକୁ ସ୍ତ୍ରୀ କଲା ଶଶୁର । ଶଶୁରର ଜନ୍ମ ଜନ୍ମାନ୍ତରର ସାଥି ହେଲା ବୋହୁ । ପୁଅ ମ-ରିଯିବା ପରେ ବୋହୁ ମଥାରେ ସିନ୍ଦୁର ହାତରେ ସଙ୍ଖା ଆଉ ପାଦରେ ଅଳତା ଲଗାଇ ସାଜିଲା ଶଶୁରଙ୍କର ସ୍ତ୍ରୀ । ଏଥିରେ ଶଶୁର ଏବଂ ବୋହୂ ଦୁହେଁ ବେଶ ଖୁସି ଥିବା ଦେଖିବାକୁ ମିଳିଛି । ଯେଉଁ ଝିଅକୁ ଦିନେ ପୁଅ ସହିତ ବିବାହ କରିଥିଲେ ।

ଯାହାକୁ ଦିନେ ନିଜ ସ୍ଥାନରେ ବସାଇ ଥିଲେ ଆଜି ସେହି ବୋହୁଙ୍କ ମଥାରେ ସିନ୍ଦୁର ପିନ୍ଧାଇ ବୋହୁଙ୍କୁ ବିବାହ କରିବା ପରେ ଚର୍ଚ୍ଚାରେ ରହିଛନ୍ତି ଶଶୁର ବୋହୁ ।ପୁଅ ଆର ପାରିକୁ ଚାଲିଯିବା ପରେ ବୋହୂର ବିଧବା ବେଶକୁ କୁଆଡେ ସହି ପାରିନଥିଲେ ଶଶୁର । ଯେଉଁଥିପାଇଁ ବୋହୁ ବିଧବା ହେବା ପରେ ପରେ ଶଶୁର ଆଉ କାଳ ବିଳମ୍ବ ନ କରି ବୋହୁ ମଥାରେ ପିନ୍ଧାଇ ଦେଇଥିଲେ ସିନ୍ଦୁର । ବିଧବା ବୋହୂକୁ ଶଶୁର କଲେ ସଧବା । ବିଧବା ବୋହୁ ମଥାରେ ସିନ୍ଦୁର ପିନ୍ଧାଇ ଶଶୁର କଲେ ବୋହୂକୁ ସାତ ଜନ୍ମର ସାଥି । ଏଥର ବୋହୁ ନୁହେଁ ତୁମେ ମୋର ସ୍ତ୍ରୀ ହେଲ । ଏଥର ମୋ ସୁଖରେ ଦୁଃ-ଖରେ ମୋ ସାଥିରେ ରହିବ। ଏଥର ତୁମେ ମୋ ଜୀବନ ସଙ୍ଗିନୀ ହେବ ।

ଶଶୁର ବୋହୁଙ୍କ ବିବାହକୁ ନେଇ ଚାଲିଛି ଚାରି ଆଡ଼େ ଚର୍ଚ୍ଚା । ଶଶୁର ହେଉଛନ୍ତି ବାପ ସମାନ । ଆଉ ବୋହୁ ହେଉଛନ୍ତି ଝିଅ ଭଳି । ଶଶୁର ବୋହୁଙ୍କ ସମ୍ପ-ର୍କ ଖୁବ ପବିତ୍ର ବୋଲି କୁହାଯାଏ । ହେଲେ ସେହି ଶଶୁର ବୋହୁଙ୍କ ସ-ମ୍ପର୍କ ଜେବେ ସ୍ୱାମୀ ସ୍ତ୍ରୀ ସମ୍ପ-ର୍କରେ ପରିଣତ ହୁଏ ସେତେବେଳେ ଶଶୁର ବୋହୁ ଦୁହିଁଙ୍କୁ ନେଇ ଚାରି ଆଡ଼େ ଚର୍ଚ୍ଚା ଲାଗି ରହିବା ସ୍ୱାଭିବିକ କଥା ।

ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବଡ଼ କଥା ହେଉଛି ଶଶୁରଙ୍କୁ ସ୍ୱାମୀ ରୂପରେ ପାଇ ଏବେ କୁଆଡେ ବୋହୁ ଏକ ଦମ ଖୁସି ଅଛନ୍ତି । ବୋହୁ କୁଆଡେ ଶଶୁରଙ୍କ ଭିତରେ ତାଙ୍କ ସ୍ୱାମୀଙ୍କୁ ଦେଖି ପାରୁଥିବା ପ୍ରକାଶ କରିଛନ୍ତି । ଏମିତି ଚକିତ କଲା ଭଳି ଘ-ଟଣା ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶର ଗୋରଖ ପୁର ଅଞ୍ଚଳରେ । 70 ବର୍ଷୀୟ ବୃଦ୍ଧ ବିବାହ କରିଛନ୍ତି ନିଜର 28 ବର୍ଷୀୟ ବୋହୂକୁ। କେବଳ ଏତିକି ନୁହେଁ ଦୁହେଁ ଦୁହିଁଙ୍କ ବେକରେ ବରଣ ମାଳା ପିନ୍ଧାଇ ଥିବା ବେଳେ ବୋହୁ ମଥାରେ ଶଶୁର ସିନ୍ଦୁର ପିନ୍ଧିଛନ୍ତି ।

ଆଉ ସବୁଠୁ ବଡ଼ କଥା ହେଉଛି ସାତ କଳସୀ ଆଠ ଦୀପ ଓ ଅଗ୍ନି ଦେବତାଙ୍କୁ ସାକ୍ଷୀ ରଖି ଦୁହେଁ ଦୁହିଁଙ୍କ ହାତ ଧରିଛନ୍ତି । ଏହି ଶଶୁର ବୋହୁଙ୍କ ବିବାହର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଏହି ଯୋଡ଼ିଙ୍କୁ ଦେଖି ଲୋକେ ତାଯୁବ ହୋଇ ଯାଉଛନ୍ତି । ଆଉ ଦୁହେଁ ଏହି ବିବାହକୁ ନେଇ ବେଶ ଖୁସୀ ଥିବା ବେଳେ ଏହି ଫଟୋକୁ ନେଇ ସୋସିଆଲ ମିଡିଆ ୟୁଜର୍ସ ଅନେକ କମେଣ୍ଟ କରୁଛନ୍ତି ।

କେହି କେହି ଏହି ବିବାହକୁ ସମର୍ଥନ କରୁଥିବା ବେଳେ ଆଉ କେହି କେହି ଏହି ବିବାହକୁ ଉପହାସ କରୁଥିବା ଦେଖିବାକୁ ମିଳିଛି । ହେଲେ କିନ୍ତୁ ଶଶୁର ବୋହୁ କହିଛନ୍ତି କି କାହା କଥା ସେମାନଙ୍କ ଉପରେ କୌଣସି ପ୍ର-ଭାବ ପକାଇବ ନାହିଁ । ସେପଟେ 70 ବର୍ଷୀୟ ବୃଦ୍ଧ ବଢଳ ଥା-ନାର ଚୌକିଦାର ଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ 12 ବର୍ଷ ପୂର୍ବରୁ ହୋଇଯାଇଥିଲା । ଆଉ ଶଶୁର ଏକା ଏକା ସ୍ତ୍ରୀଙ୍କ ବିନା 12 ବର୍ଷ କାଟି ଦେଇଥିଲେ ।

ଆଉ ବୃଦ୍ଧାଙ୍କର ଚାରି ପୁଅ ଥିବା ବେଳେ ବୃଦ୍ଧଙ୍କ ତୃତୀୟ ପୁଅର ସ୍ତ୍ରୀକୁ ଶଶୁର ବିବାହ କରିଛନ୍ତି । ସୂଚନା ଅନୁଯାୟୀ ଯେତେବେଳେ ପୁଅ ମ-ରି ଯାଇଥିଲା ସେତେବେଳେ ଶଶୁର ତାଙ୍କ ବୋହୁଙ୍କୁ ଦ୍ୱିତୀୟ ବିବାହ କରାଇଥିଲେ । ହେଲେ ସେଠାରେ ବୋହୁଙ୍କୁ ଭଲ ନ ଲାଗିବାରୁ ସେ ପୁଣି ଥରେ ଶଶୁରଙ୍କ ଘରକୁ ଚାଲି ଆସିଥିଲେ । ଆଉ ଏତିକି ବେଳେ ଶଶୁର ବୋହୁଙ୍କ ମଧ୍ୟରେ ପ୍ରେମ ସ-ମ୍ପର୍କ ଆରମ୍ଭ ହୋଇଥିଲା । ସମାଜର ସବୁ ପ୍ରତିବନ୍ଧକ କୁ ଡେଇଁ ମନ୍ଦିରରେ ଶଶୁର ବୋହୁ ବିବାହ କରି ସ୍ୱାମୀ ସ୍ତ୍ରୀ ହୋଇଥିଲେ । ଏହି ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯାଇଛି । ସମସ୍ତଙ୍କୁ ଏହି ଘ-ଟଣା ଯେତିକି ଚକିତ କରୁଛି ସେତିକି ଆଷ୍ଟର୍ଯ୍ୟ ମଧ୍ୟ କରାଉଛି

Leave a Reply

Your email address will not be published. Required fields are marked *