ଗଣମାଧ୍ୟମରେ ପୁଣି ଚର୍ଚ୍ଚାରେ ଶଙ୍କର ମାଡ଼ର । ଆଉ ଏକ ମତକୁ ନେଇ ହେଉଛି ଚର୍ଚ୍ଚା ।

ଗତ କିଛି ମାସ ତଳେ ଏକ ଓଡ଼ିଆ ଗୀତକୁ ନେଇ ସବୁଠି ବିବାଦ ଦେଖା ଦେଇଥିଲା । ଯେଉଁ ଗୀତ ବାହାର କରିଥିବା ବ୍ୟକ୍ତି ସେହି ଗୀତରେ ସବୁ ଜିଲ୍ଲାର ଝିଅକୁ ଇଙ୍ଗିତ କରି ଗୀତ ଲେଖିଥିଲେ । ଆଉ ଯାହାକୁ ନେଇ ଅନେକ ମହିଳାଙ୍କ ପ୍ରତିକ୍ରିୟା ଆସିଥିଲା । ଅନେକ ମହିଳା

ସେହି ଗୀତ ବିରୋ-ଧରେ ଅଭି-ଯୋଗ କରିବା ସହିତ ଗୀତକୁ ଡିଲିଟ କରିବାକୁ ମଧ୍ୟ ଅଭି-ଯୋଗ କରିଥିଲେ । ତେଣୁ ଏହି ବିବାଦ ଦେଖା ଦେବା ପରେ ଶଙ୍କର ମାଡ଼ ଗୀତକୁ ଡିଲିଟ କରି ଦେଇଥିଲେ । ମାତ୍ର ବର୍ତ୍ତମାନ ତାଙ୍କର ଆଉ ଏକ କଥାକୁ ନେଇ ବି-ବାଦ ଦେଖା ଦେଇଛି । ଶଙ୍କର ଶରଣ କୁଆଡ଼େ ଅନ୍ୟ ଜଣେ ଯୁବତୀଙ୍କୁ ନେଇ ଖରାପ କଥା କହିଥିବା ଅଭି-ଯୋଗ ହୋଇଛି ।

ଗତ କିଛିଦିନ ତଳେ ଜଣେ ଯୁବତୀଙ୍କ ଭିଡ଼ିଓ ଭାଇରଲ ହୋଇଥିଲା ଯେଉଁଠି ସେ କହିବା ଅନୁଯାୟୀ ସବୁ ପୁଅ କୁଆଡ଼େ ହିଷ୍ଟ୍ରିୟା କଥା ସେ କହିଥିଲେ । ଏହି କଥାକୁ ଆଧାର କରି ଶଙ୍କର ଶରଣ ସୋସିଆଲ ମିଡିଆରେ ନିଜର ପ୍ରତି-କ୍ରିୟା ରଖିଛନ୍ତି । ଶଙ୍କରଙ୍କ କହିବା କଥା ଯେ ଯୁବତୀ ଜଣକ ସବୁ ପୁରୁଷ ଅର୍ଥାତ ପୁରା ପୁରୁଷ ଜାତିକୁ ଏମିତି କହିବା କେତେ ଦୂର ଠିକ ।

ସବୁ ପୁରୁଷ କେବେବି ହି-ଷ୍ଟ୍ରିୟା ହୋଇ ନଥାନ୍ତି । କିନ୍ତୁ ଏହି ପ୍ରତି-କ୍ରିୟା ପରେ ଯୁବତୀଙ୍କୁ ନିଜ ବ-ୟାନ ପରିବର୍ତ୍ତନ କରିଥିବା ଦେଖିବାକୁ ମିଳିଛି । ସେ କହିଛନ୍ତି ଯେ ସେ କୁଆଡ଼େ ସବୁ ପୁରୁଷଙ୍କୁ ଏପରି କହି ନଥିଲେ । ଯୁବତୀ ଜଣକ ଏହା ମଧ୍ୟ କହିଥିଲେ ଯେ ଶୀତ ଆସିବା ପୂର୍ବରୁ କୁଆଡ଼େ ସବୁ ପୁରୁଷ ଡାକ୍ତରଙ୍କ ପାଖକୁ ଯାଇ ନିଜର ସେହି ରୋଗ ପରୀକ୍ଷା କରିନେବା ଉଚିତ ।

ଯାହା ବାସ୍ତବରେ ବିବାଦ ପୂର୍ଣ୍ଣ ଉକ୍ତି ଅଟେ । ଆଉ ଏଥିରେ ଜଣେ ପୁରୁଷ ପ୍ରତି-କ୍ରିୟା କରିବା ସ୍ୱାଭାବିକ । ଯୁବତୀ ଜଣଙ୍କର ଫୋଟକୁ ଶଙ୍କର ନିଜ ଭିଡ଼ିଓ ଥମ୍ବନେଲରେ ବ୍ୟବହାର କରଥିବାରୁ ଯୁବତୀ ଜଣକ ଅଭି-ଯୋଗ କରିଛନ୍ତି । ଯାହାକୁ ନେଇ ଶଙ୍କର ଶରଣ ଏହା ମଧ୍ୟ କହିଛନ୍ତି ଯେ , ପୁରୁଷଙ୍କ ସୁଲଭ ବିନା ଅନୁମତିରେ ମଧ୍ୟ ତାଙ୍କୁ ଏପରି ଇଙ୍ଗିତ କରି କହିବା ଉଚିତ ନୁହେଁ । ଏପଟେ ଶଙ୍କର ବିବା-ଦରେ ରହିଥିବା ନିଜ ଗୀତ ବିଷୟରେ ମଧ୍ୟ କହିଛନ୍ତି । କହିବାକୁ ଗଲେ ତାଙ୍କ ଗୀତ ଯାହାକି ବିବା-ଦରେ ରହିଥିଲା ସେଥିରେ କୁଆଡ଼େ ସବୁ ଜିଲ୍ଲାର ଝିଅଙ୍କ ବିଷୟରେ କୁହାଯାଇଥିଲା ।

ଯାହାକୁ ବି-ବାଦ ପରେ ଶଙ୍କର ଡିଲିଟ କରିଥିଲେ । ମାତ୍ର ଏବେବି ସେହି ଗୀତ ଶୁଣାଯାଉଥିବା ସେ କହିଛନ୍ତି । ତେବେ କହିବାକୁ ଗଲେ କମେଡି ପାଇଁ ହେଉ କିମ୍ବା ଅନ୍ୟ ପାଇଁ ହେଉ ଉଭୟ ପୁରୁଷ ଏବଂ ମହିଳା କେହି ବି କାହାକୁ ଖରାପ ଇଙ୍ଗି-ତରେ କହିବାର ଅଧିକାର ନାହିଁ । ଯାହା ହୁଏତ ନିୟମ ଉଲଂ-ଘନ ହେଉଛି । ମାତ୍ର ଏପଟେ ଶଙ୍କର ଶରଣ ସିଧା ସିଧା କହିଛନ୍ତି ଯେ ଏଥର ଯାହା ସତ ସେହି ଉକ୍ତି ଉପରେ ହିଁ ଭିଡ଼ିଓ ବନାଇବେ ।

Leave a Reply

Your email address will not be published. Required fields are marked *