ଶଶୁରଙ୍କୁ ବିବାହ କଲେ ବୋହୂ , ଭାଇରଲ ହେଲା ଭିଡିଓ….

ପ୍ରତିଦିନ ଆମ ଆଖପାଖରେ ଆଉ ଦେଶ ଦୁନିଆଁରେ ଅନେକ ଘଟଣା ଘଟି ଯାଉଅଛି, ଯାହାର ଖବର ଆସି ଆମ ପାଖରେ ପହଞ୍ଚି ଯାଉଛି । ତେବେ ଏହା କେବଳ ସମ୍ଭବ ହୋଇ ପାରୁଛି ସୋସିଆଲ ମିଡ଼ିଆ ମାଧ୍ୟମରେ । ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଖବର ଭାଇରାଲ ହୋଇଥାଏ , ତେବେ ଗତକାଲି ଭାଇରାଲ ହୋଇଥିବା ଏକ ଖବର ସମସ୍ତଙ୍କ ହୋସ ଉଡାଇ ଦେଇଛି ।

ତେବେ ଖବରଟି କିଛି ଏଭଳି । ନିଜ ଝିଅ ବୟସର ବୋହୂକୁ ବିବାହ କରି ନେଇଛନ୍ତି ଜଣେ ଶଶୁର । ଆଉ କଥାଟି ପୁରାପୁରି ସତ ବୋଲି କୁହାଯାଉଛି । କାହିଁକି ନା ସୋସିଆଲ ମିଡିଆରେ ଭାଇରାଇ ହୋଇଥିବା ଭିଡ଼ିଓରେ ଆପଣ ଦେଖିପାରିବେ କି , ଜଣେ ଶଶୁର ତାଙ୍କ ୨୦ ବର୍ଷର ବୋହୂ ସହିତ ମନ୍ଦିରରୁ ବାହାରି ଆସୁଛନ୍ତି । ତେବେ ଏହି ସମୟରେ ଜଣେ ବ୍ୟକ୍ତି କ୍ୟାମେରା ଦେଖାଇ ଶଶୁରଙ୍କୁ ପଚାରିବାରେ ଲାଗିଛନ୍ତି କି , କଣ ଆପଣଙ୍କ ସ୍ତ୍ରୀ ଆପଣଙ୍କ ଠାରୁ ବୟସରେ ଛୋଟ ।

https://twitter.com/Itz_Kainat__/status/1652421499519905792

ଆଉ ଏହାର ଦେଇ ବ୍ୟକ୍ତି ଜଣକ କହିଛନ୍ତି ହଁ ମୁଁ ମୋ ପୁଅର ସ୍ତ୍ରୀଙ୍କୁ ବିବାହ କରି ନେଇଛି । ତେବେ ବିବାହ ପଛର କାରଣ ପଚାରିବାରୁ ଝିଅ ଜଣକ କହିଛନ୍ତି କି , ମୁଁ ମୋ ମନ ଇଚ୍ଛାରେ ବିବାହ କରୁଛି । ଏହି ବିବାହ କରିବା ପଛରେ ମୋତେ କେହି ବି ବାଧ୍ୟକରି ନାହାଁନ୍ତି । ଆଉ ଏହାପରେ ବ୍ୟକ୍ତି ଜଣକ କହିଛନ୍ତି କି , କିଛି ଏକ କାରଣ ରହିଛି ଯାହା ତାଙ୍କୁ ଏପରି କରିବା ପାଇଁ ବାଧ୍ୟ କରିଲା ଆଉ ସେଥିପାଇଁ ସେମାନେ ଆସି ମନ୍ଦିରରେ ବିବାହ କରି ନେଇଛନ୍ତି ।

ଆଉ କାରଣ ବିଷୟରେ ବର୍ଣ୍ଣନା କରି ବ୍ୟକ୍ତି ଜଣକ କହିଛନ୍ତି କି , ଏଇ କିଛି ଦିନ ପୂର୍ବରୁ ସେ ତାଙ୍କ ପୁଅକୁ ହରାଇ ଦେଇଛନ୍ତି । ତେଣୁ ଏଭଳି ପରିସ୍ଥିତିରେ ତାଙ୍କ ବୋହୂ ତାଙ୍କର ଅନେକ ଯତ୍ନ ନେଇଥାଏ। ଆଉ ସେଥିପାଇଁ ବୋହୂ ତାଙ୍କ ଘରୁ ଚାଲି ଯାଉ , ସେ କଥା ସେ ଆଦୌ ବି ଚାହୁଁ ନାହାଁନ୍ତି । ତେଣୁ ସେ ଏପରି ନିଷ୍ପତ୍ତି ନେଇ ତାଙ୍କୁ ବିବାହ କରିବା ପାଇଁ ଆଗେଇ ଆସିଥିଲେ । ତେବେ ଯେତେ ଦୂର କୁହାଯାଉଛି , ଏହା ଏକ କାଳ୍ପନିକ ଘଟଣା । କେହି ଜଣେ ଏପରି ଜାଣି ଜାଣି ସୁଟିଂ କରିଛନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣା ପଛର ସତ୍ୟତା ଜଣା ପଡ଼ି ନାହିଁ ।

Leave a Reply

Your email address will not be published. Required fields are marked *