ଚାକିରୀରୁ ଇସ୍ତଫା ଦେଇ କୁଆଡେ ପଳେଇ ଯାଇଛନ୍ତି ଶୁଭଶ୍ରୀ କରଙ୍କ ପ୍ରେମିକ।

ଡାକ୍ତର ଶୁଭଶ୍ରୀ କରଙ୍କ ମୃ-ତ୍ୟୁ ପରେ ଏବେ ସବୁ ଆଡେ ଗୋଟେ କଥା ଶୁଭଶ୍ରୀ ଆ-ତ୍ମହ-ତ୍ୟା କରିଛନ୍ତି ନା ତାଙ୍କୁ କିଏ ମା-ରି ଦେଇଛି। ଯଦି ସେ ଆତ୍ମହତ୍ୟା କରିଛନ୍ତି ତେବେ କାହା ପାଇଁ ଏମିତି କରିଛନ୍ତି। ଶୁଭଶ୍ରୀ କରଙ୍କ ପ୍ରେମିକ ଡାକ୍ତର ଦିବ୍ୟ ରଞ୍ଜନ ମାଝି ଡିସେମ୍ବର ୧ ତାରିଖ ଦିନ ନିଜ ବାହାଘର ପାଇଁ ଚାକିରିରୁ ଇସ୍ତଫା ଦେଇଥିଲେ।

ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ସେ ନୋଟିସ ପିରିୟଡ଼ ରେ ଥିଲେ କିନ୍ତୁ ଡିସେମ୍ବର ୨୦ ରେ ଦିବ୍ୟ ରଞ୍ଜନ କୁଆଡେ ପଳେଇ ଯାଇଛନ୍ତି। ତାଙ୍କ ଫୋନ୍ ମଧ୍ୟ ବନ୍ଦ ଅଛି। ଯଦି ଦୁହିଁଙ୍କ ଭିତରେ ପ୍ରେମ ଥିଲା ତ ପ୍ରତା-ରଣା ଆସିଲା କୋଉଠୁ। ସେଥିପାଇଁ ପୋ-ଲିସ୍ ଏବେ ଦିବ୍ୟ ରଞ୍ଜନଙ୍କ ଉପରେ ତ-ଦନ୍ତ ଆରମ୍ଭ କରିଛି।

ପୋଲିସ୍ ସୂଚନା ପାଇଛି ଯେ ଦିବ୍ୟ ରଞ୍ଜନ ଓଡ଼ିଶା ଛାଡ଼ି କୁଆଡେ ପଳେଇ ଯାଇଛନ୍ତି। ଶୁଭଶ୍ରୀ କରଙ୍କ ମୃ-ତ୍ୟୁ ପରେ ଦିବ୍ୟ ରଞ୍ଜନଙ୍କର ଏମିତି କୁଆଡେ ପଳେଇବା କୁ ନେଇ ପୋଲିସ ଦିବ୍ୟଙ୍କୁ ସ-ନ୍ଦେହ କରିଛି। ସେଥିପାଇଁ ପୋ-ଲିସ୍ ଦିବ୍ୟ ରଞ୍ଜନଙ୍କୁ ଖୋଜିବାରେ ଲାଗିଛି। ଦିବ୍ୟ ରଞ୍ଜନ ଧରା ପଡ଼ିଲେ ସବୁ ସତ ସାମ୍ନାକୁ ଆସିବ।

Leave a Reply

Your email address will not be published. Required fields are marked *