ଶ୍ୱେତାଙ୍କ ସାଙ୍ଗ କହିଲେ ସୌମ୍ୟଜିତ କିପରି ୟୁଜ କରୁଥିଲେ ଶ୍ୱେତାଙ୍କୁ।

ଭାଇରାଲ ହେଉଛି ଶ୍ୱେତାଙ୍କ ଭାଇ ଓ ଶ୍ୱେତାଙ୍କ ସାଙ୍ଗଙ୍କ ଅଡିଓ ରେ-କର୍ଡ। ଯେଉଁ ଅଡିଓ ରେ-କର୍ଡ଼ ରେ ଶ୍ୱେତାଙ୍କ ସାଙ୍ଗ ଖୋଲିଛନ୍ତି ସୌମ୍ୟଜିତଙ୍କ ବିଷୟରେ ଅନେକ ଗୁମର। ମୃ-ତ୍ୟୁର ମାତ୍ର କିଛି ଦିନ ପୂର୍ବରୁ ଶ୍ୱେତାଙ୍କ ସାଙ୍ଗ ଶ୍ୱେତାଙ୍କ ସହ କଥା ହୋଇଥିବା ବେଳେ ନିଜର ଶ୍ୱେତା ନିଜ ମନର କଥାକୁ କହିଥିଲେ ସାଙ୍ଗଙ୍କ ଆଗରେ। କିପରି ଶ୍ୱେତାଙ୍କୁ ୟୁଜ ସୌମ୍ୟଜିତ ୟୁଜ କରୁଥିଲେ କିପରି ବ୍ଲା-କମେ-ଲ କରୁଥିଲେ। ଶ୍ୱେତାଙ୍କ ସାଙ୍ଗ କହିଛନ୍ତି କି ଦୀର୍ଘ ଛ ମାସ ହେଲା ଉଭୟଙ୍କ ମଧ୍ୟରେ ମନ ମାଳିନ୍ୟ ଦେଖା ଦେଇଥିଲା।

ଲକଡାଉନ ସମୟରେ ଯେତେବେଳେ ଶ୍ୱେତା ଆଉ ସୌମ୍ୟଜିତ ଗୋଟେ ଆପାର୍ଟମେଂଟରେ ଏକାଠି ରହୁଥିଲେ ସେତେବେଳେ ଶ୍ୱେତାଙ୍କ ସାଙ୍ଗଙ୍କ କହିବା ଅନୁଯାୟୀ ଶ୍ୱେତା ସୌମ୍ୟଜିତଙ୍କର ଅନେକ ଯତ୍ନ ନେଉଥିଲେ ସୌମ୍ୟଜିତଙ୍କ ଜବ ନଥିବାରୁ ଶ୍ୱେତା ସୌମ୍ୟଜିତଙ୍କୁ ସବୁକିଛି ଦେଉଥିଲେ ଏପରିକି ପକେଟ ମନି ମଧ୍ୟ ଦେଉଥିଲେ।

ଶ୍ୱେତା ଚାହୁଁଥିଲେ କି ସୌମ୍ୟଜିତ ଏକ ଭଲ ଜବ କରି ସେଟେଲ ହୋଇ ଯାଆନ୍ତୁ ତେଣୁ ଶ୍ୱେତା ନିଜ କ୍ୟାରିଅରକୁ ପଛରେ ପକାଇ ସୌମ୍ୟଜିତ ଙ୍କ କଥା ଅଧିକ ଭାବୁଥିଲେ। ହେଲେ ସୌମ୍ୟଜିତ ଶ୍ୱେତାଙ୍କୁ ସବୁବେଳେ ମାନ-ସିକ ନିର୍ଯ୍ୟା-ତନା ଦେଉଥିଲେ ଯାହା ଫଳରେ ଶ୍ୱେତା ସବୁବେଳେ ମାନ-ସିକ ଚିନ୍ତାରେ ରହୁଥିଲେ।

ଆଉ ସେପଟେ ଶ୍ୱେତା ନିଜ ପରିବାର ଲୋକଙ୍କୁ ବୁଝାଇ ସୌମ୍ୟଜିତ ଙ୍କ ଘରକୁ ବିବାହ ପାଇଁ ପ୍ରସ୍ତାବ ନେଇଥିବା ବେଳେ ସୌମ୍ୟଜିତଙ୍କ ପରିବାର ଲୋକେ ସୌମ୍ୟଜିତଙ୍କ ଷ୍ଟଡ଼ି ଲୋନ 20 ରୁ 30 ଲକ୍ଷ ଟଙ୍କା ସୁଝିବାକୁ କହିଥିଲେ ଓ ଶ୍ୱେତାଙ୍କ ପରିବାର ଅର୍ଥାତ ଶ୍ୱେତାଙ୍କ ବାପା ମାଙ୍କ ସହ ଖରାପ ବ୍ୟବହାର କରିଥିଲେ ଯାହାକୁ ନେଇ ଶ୍ୱେତା ସାଙ୍ଗଙ୍କ ଆଗରେ କା-ନ୍ଦି ପକାଇଥିଲେ।

ତେବେ ସେପଟେ ଶ୍ୱେତାଙ୍କ ସାଙ୍ଗ ଏକ ଗୁରୁତ୍ୱପୂର୍ଣ୍ଣ କଥା ଖୁଲାସା କରିଛନ୍ତି କି ସୌମ୍ୟଜିତ ଶ୍ୱେତାଙ୍କ ପୂର୍ବରୁ ୩ ଟି ଝିଅଙ୍କ ସହ ଏପରି କରିଥିଲେ ଶ୍ୱେତା ଥିଲେ ସୌମ୍ୟଜିତଙ୍କ ଚତୁର୍ଥ ନମ୍ବର ପ୍ରେମିକା । ଆଉ ପରିବାର ଲୋକଙ୍କ ଅଭି-ଯୋଗ ଶ୍ୱେତାଙ୍କ ଚାଟ ଯାହା ଶ୍ୱେତା ତାଙ୍କ ମାଙ୍କ ସହ କଥା ହୋଇଥିଲେ ଏ ସବୁ କିଛି ସ୍ପଷ୍ଟ ଭାବେ ଜଣାଉଛି କି ସୌମ୍ୟଜିତ ଶ୍ୱେତାଙ୍କୁ କିପରି ବ୍ୟବହାର କରୁଥିଲେ।ଏଥିସହିତ ତାଙ୍କ ସାଙ୍ଗ ଦୁଃ-ଖର ସହ ପ୍ରକାଶ କରିଛନ୍ତି କି ସୌମ୍ୟଜିତଙ୍କ ପାଇଁ ଶ୍ୱେତା ସବୁବେଳେ ମାନ-ସିକ ଅଶାନ୍ତିରେ ରହୁଥିଲେ ଶ୍ୱେତା ଖୁବ ଭଲ ଝିଅ ଥିଲେ ସେ ସବୁବେଳେ ହସୁଥାନ୍ତି ହେଲେ ସୌମ୍ୟଜିତ ଶ୍ୱେତାଙ୍କ ମୁହଁରୁ ହସ ଲିଭେଇ ଦେଇଥିବା ଶ୍ୱେତାଙ୍କ ସାଙ୍ଗ କହିଛନ୍ତି।

ଅନ୍ୟପଟେ ସୌମ୍ୟଜିତ ଓ ଶ୍ୱେତାଙ୍କ ଅଡିଓ ରେ-କର୍ଡ ମଧ୍ୟ ଭାଇରାଲ ହୋଇଥିଲା ଯାହା ଶ୍ୱେତାଙ୍କ ମୃ-ତ୍ୟୁର କିଛି ମିନିଟ ପୂର୍ବରୁ ଦୁହେଁ ଶେଷ ଥର ପାଇଁ କଥା ହୋଇଥିଲେ ଯେଉଁଥିରେ ଶ୍ୱେତାଙ୍କୁ ସୌମ୍ୟଜିତ ଅନେକ ଭାଷା କହି ଦୁର୍ବ୍ୟ-ବହାର କରୁଥିଲେ ଆଉ ଶ୍ୱେତା ବୁଝାଇବାକୁ ଚେଷ୍ଟା କରୁଥିଲେ ହେଲେ ସୌମ୍ୟଜିତ କିନ୍ତୁ ଶ୍ୱେତାଙ୍କ କୌଣସି କଥା ବୁଝିବାକୁ ପ୍ରସ୍ତୁତ ନଥିଲେ। ଆଉ ଶ୍ୱେତା ସୌମ୍ୟଜିତଙ୍କ ବ୍ୟବହାରରେ ଅତିଷ୍ଟ ହୋଇ କା-ନ୍ଦି ପକାଇ ଥିଲେ।

Leave a Reply

Your email address will not be published. Required fields are marked *