ମୃ-ତ୍ୟୁ ପୂର୍ବରୁ ଶ୍ୱେତାଙ୍କ ଶେଷ କଲ ବୟଫ୍ରେଣ୍ଡଙ୍କୁ ।

ମୃ-ତ୍ୟୁର କିଛି ଘଣ୍ଟା ପୂର୍ବରୁ ଶ୍ୱେତା ଓ ତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତଙ୍କ ମଧ୍ୟରେ ଯେଉଁ କଥା ବାର୍ତା ହୋଇଥିଲା ତାହାର ଏକ ଅଡିଓ ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି। ଯେଉଁ ଅଡିଓରେ ଦୁହିଁଙ୍କ ମଧ୍ୟରେ କେଉଁ ଭଳି ମନାନ୍ତର ଥିଲା ତାହା ସାମ୍ନାକୁ ଆସିଛି। ଆସନ୍ତୁ ମୃ-ତ୍ୟୁ ପୂର୍ବରୁ ଶ୍ୱେତା ଓ ତାଙ୍କ ବୟଫ୍ରେଣ୍ଡ କେଉଁ ଭଳି କଥା ହେଉଥିଲେ ତାହା ଉପରେ ନଜର ପକାଇବା।

ସୌମ୍ୟଜିତ ମୋ ଲାଇଫ କଣ ନ-ଷ୍ଟ ହେଇଗଲା କୁହ ନା। ସୋମ୍ୟଜିତ କହୁଛି ଚୁପ ରହ। ଶ୍ୱେତା ପୁଣି ଥରେ ପଚାରୁଛନ୍ତି ବାରମ୍ବାର ପଚାରୁଛନ୍ତି ସୌମ୍ୟଜିତ ମୋ ଲାଇଫ କଣ ନ-ଷ୍ଟ ହୋଇଗଲା କୁହ ନା । ଏହା ପରେ ସୌମ୍ୟଜିତ ଅତ୍ୟନ୍ତ ତାତ୍ସଲ୍ୟ କରି ଶ୍ୱେତାଙ୍କୁ ଗାଳି କରୁଥିବା ଏହି ଅଡିଓରେ ଶୁଣିବାକୁ ମିଳିଛି।

ଶ୍ୱେତା ଅନେକ ବୁଝାଇବାକୁ ଯାଇ କେତେବେଳେ କା-ନ୍ଦି ପକାଉଛନ୍ତି ତ ଆଉ କେତେବେଳେ ନିଜକୁ ସମ୍ଭାଳି ନେଇ ପୁଣି ସୌମ୍ୟଜିତଙ୍କୁ ବୁଝାଉଛନ୍ତି। ମାତ୍ର ସୌମ୍ୟଜିତ କିନ୍ତୁ ବୁଝିବା ପରିସ୍ଥିତିରେ ନାହାଁନ୍ତି। ଅନେକ ବୁଝେଇବା ପରେ ଯେତେବେଳେ ସୌମ୍ୟ ନବୁଝଲେ ଶ୍ୱେତା କହୁଛନ୍ତି ମତେ ବହୁତ କଷ୍ଟ ଲାଗୁଛି ମୁଁ ଆ-ତ୍ମହ-ତ୍ୟା କରିଦେବି। ସୌମ୍ୟ ଏହି ସମୟରେ ଶ୍ୱେତାଙ୍କୁ ଆ-ତ୍ମହ-ତ୍ୟା କରିବାକୁ ବାରଣ ନକରି ସୌମ୍ୟ କହିଥିଲେ ଜା ତୁ ମରିଜା

ବାସ ଏହା ପରେ ମିଳିଥିଲା ଶ୍ୱେତଙ୍କ ମୃ-ତ ଦେହ। ନିଜକୁ ଶେଷ କରିଦେଇଥିଲେ ଶ୍ୱେତା। ଶ୍ୱେତା ଜଣେ ଉଚ୍ଚ ଶିକ୍ଷିତା ଓ ସଫ୍ଟୱେର ଇଞ୍ଜିନିୟର ମଧ୍ୟ। ସେ ଭୁବନେଶ୍ୱରର ଏକ ବଡ଼ କମ୍ପାନୀରେ ଚାକିରୀ କରୁଥିଲେ ଏହି ସମୟରେ ସୌମ୍ୟଜିତ ତାଙ୍କୁ ଏକ ତରଫା ପ୍ରେମ କରୁଥିଲେ ଶ୍ୱେତା ରାଜି ନହେବାରୁ ସୌମ୍ୟଜିତ ହାତ କା-ଟିଦେବେ ବୋଲି ଧ-ମକ ଦେଉଥିଲେ ଯାହା ଶ୍ୱେତାଙ୍କ ପରିବାର ଲୋକେ ସିଧାସଳଖ ସଳଖ ଅଭି-ଯୋଗ କରିଛନ୍ତି ସୌମ୍ୟଜିତଙ୍କ ନାମରେ।

ସେପଟେ ଶ୍ୱେତାଙ୍କ ଭାଇ ଭଉଣୀକୁ ହରାଇ ଭା-ଙ୍ଗିପଡିଥିବା ବେଳେ ଭୋ ଭୋ ହୋଇ କା-ନ୍ଦି କ୍ଷୋଭର ସହ ପ୍ରକାଶ କରୁଥିଲେ କି ସେ ଜୋକ ଭଳି ଲାଗି ରହି ମୋ ଭଉଣୀର ଜୀ-ବନ ନେଇଗଲା। ମୋ ଭଉଣୀ ଆଉ ମୋ ପାଖକୁ ଫେରିବ ନାହିଁ।ହେଲେ ମୋ ଭଉଣୀ ଅଫେରା ରାଇଜକୁ ଚାଲିଯାଇଥିବା ବେଳେ ସେ ଯାହା ପାଇଁ ଆ-ତ୍ମହ-ତ୍ୟା କରିଛି ସେ ଏବେ ବାହାରେ ବୁଲୁଛି। ଏମିତି କହି ଭୋ ଭୋ ହୋଇ କା-ନ୍ଦି ପକାଇଥିଲେ ଶ୍ୱେତାଙ୍କ ଭାଇ।

Leave a Reply

Your email address will not be published. Required fields are marked *