ସାମ୍ନାକୁ ଆସିଲା ସିଲସିଲାଙ୍କ ଅସଲି ଚେହେରା, କ୍ରା-ଇମ ଦୁନିଆରେ ରହିଛି ଅନେକ ରେକ-ର୍ଡ଼

ଇଞ୍ଜିନିୟର ସ୍ୱାମୀ କୁ ହ-ତ୍ୟା କରିବା ପାଇଁ ଚେଷ୍ଟା କରୁଥିବା ସିଲସିଲା ବେହେରାଙ୍କ ଖୋଲୁଛି କ୍ରା-ଇ-ମ ଗୁମର। କ୍ରାଇମ ଦୁନିଆରେ ରହିଛି ଅନେକ ରେ-କ-ର୍ଡ଼। ସିଲସିଲା ବେହେରା ନିଜକୁ ସମାଜସେବୀ କହି ଅନେକ ଲୋକଙ୍କୁ ଲୁ-ଟିଛନ୍ତି। ଯାହାକି ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ପୁରୁଣା ରେ-କ-ର୍ଡ଼ ସାମ୍ନାକୁ ଆସିଛି। ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ବାହାଘର ପରେ ସ୍ବାମୀ ସ୍ତ୍ରୀ ଦୁହେଁ ଅଗ୍ନିକୁ ସାକ୍ଷୀ ରଖି ସାତ ଜନମ ପର୍ଯ୍ୟନ୍ତ ଏକାଠି ରହିବେ ବୋଲି ପ୍ରତିଜ୍ଞା ନେଇଥାନ୍ତି। କେବଳ ସେତିକି ନୁହେଁ ଦୁହେଁ ବି-ପ-ଦ ଆପଦରେ ପରସ୍ପରକୁ ସାହାଯ୍ୟ କରିବେ ବୋଲି ପ୍ରତି-ଶ୍ରୁ-ତି ଦେଇଥାନ୍ତି। ତେବେ ଏଥିମଧ୍ୟରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଥିବା ସମ୍ପର୍କ ପବିତ୍ର ସମ୍ପର୍କ ରୂପେ ବିବେଚନା କରାଯାଏ। ହେଲେ ଯେତେବେଳେ ସ୍ୱାମୀ ହେଉ ଅବା ସ୍ତ୍ରୀ ଯଦି ସେମାନଙ୍କ ମନ ଅନ୍ୟ ପୁରୁଷ କିମ୍ବା ମହିଳା ଆଡକୁ ଯାଇଥାଏ ତେବେ ସେମାନଙ୍କ ସମ୍ପର୍କରେ ଫାଟ ପଡିବା ଆରମ୍ଭ ହୋଇଥାଏ। ତେବେ ଏହିଭଳି କିଛି ଘ-ଟ-ଣା ଘଟିଥିଲା। ସ୍ତ୍ରୀ ସ୍ୱାମୀର ଡ୍ରାଇଭର ପ୍ରେମରେ ପଡି ଯାଇଥିଲା। ଏହାପରେ ସ୍ୱାମୀକୁ ମା-ରି ଦେବା ପାଇଁ ସୁ-ପା-ରୀ ମଧ୍ୟ ଦେଇଥିଲା।

ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ମଞ୍ଚେଶ୍ୱର ରେଲୱେ ରେ ଇଞ୍ଜିନିୟର ସ୍ୱାମୀଙ୍କ ଡ୍ରାଇଭର ପ୍ରେମରେ ପଡି ଯାଇଥିଲେ ସିଲସିଲା। ତେବେ ସ୍ୱାମୀର ପୁରୀକୁ ବଦଳି ହେଇଯିବା ପରେ ଭୁବନେଶ୍ୱର ଆପାର୍ଟମେଂଟରେ ଡ୍ରାଇଭର ସହ ରହିବାକୁ ଲାଗିଲେ। ତେବେ ଡ୍ରାଇଭର ପ୍ରେମରେ ଏତେ ବୁଡି ଯାଇଥିଲେ ସେ ନିଜ ସ୍ୱାମୀକୁ ମା-ରି-ବା ପାଇଁ ଦୁଇ ଜଣ ଲୋକଙ୍କୁ ଦୁଇ ଲକ୍ଷ ଟଙ୍କାର ସୁ-ପା-ରୀ ଦେଇଥିଲେ। ତେବେ ରାଜଧାନୀରେ ଘ-ଟିଥିବା ଏହି ଚଞ୍ଚଲ୍ୟ କର ଘ-ଟ-ଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

କେବଳ ସେତିକି ନୁହେଁ ଏହାପରେ ସ୍ୱାମୀ ଯେତେବେଳେ ନିଜ ସ୍ତ୍ରୀ ସିଲସିଲା ନାମରେ ଥା-ନାରେ ଅଭି-ଯୋଗ କଲେ ସ୍ତ୍ରୀଙ୍କ ପୁରୁଣା ରେ-କ-ର୍ଡ଼ ବର୍ତ୍ତମାନ ଖୋଲିବାରେ ଲାଗିଛି। ଜଣା ପଡିଛି ଯେ ସେ ସମାଜସେବୀ କହି ଅନେକ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁ-ଟି ନେଇଛନ୍ତି। ମିଳିଥିବା ତଥ୍ୟ ଅନୁସାରେ ଅନୁଗୋଳ ରହୁଥିବା ଏକ ପରିବାରରେ ପାରିବାରିକ କ-ଳ-ହ ଲାଗିଥିଲା। ଏହାର ସମାଧାନ କରିବା ପାଇଁ ସିଲସିଲା ମଧ୍ୟସ୍ତି ସାଜିଥିଲେ। ସେ ନ-କ-ଲି NHRC କାଗଜ ଦେଖାଇ ଅଧ୍ୟକ୍ଷ ସାଜି ସଂପୃକ୍ତ ପରିବାରଠୁ ୩ ଲକ୍ଷ ଟଙ୍କା ଦାବି କରିଥିଲେ ଏବଂ ଟଙ୍କା ନ ଦେଲେ ଜେ-ଲେରେ ଭର୍ତି କରିଦେବେ ବୋଲି ଧ-ମ-କ ମଧ୍ୟ ଦେଇଥିଲେ।

ଏହାପରେ ଉକ୍ତ ପରିବାର ପୋ-ଲି-ସରେ ଅଭି-ଯୋଗ କରିଥିଲେ ମଧ୍ୟ ତାଳଚେର ପୋ-ଲି-ସ ଏଥିପାଇଁ କୌଣସି ଆକ୍ସନ ନେଇ ନଥିଲା। ପୋ-ଲି-ସ ଏହି ମା-ମ-ଲାକୁ ଅଣଦେଖା କରି ଦେଇଥିଲା। ଶେଷରେ ସେ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ ଏବଂ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୫ ଜଣକୁ ପୋ-ଲି-ସ ଗି-ର-ଫ କରିଥିଲା। ତେବେ ସେହି କ୍ରା-ଇ-ମରେ ସିଲସିଲାଙ୍କ ନାମ ରହିଥିବା ମଧ୍ୟ ଜଣା ପଡିଥିଲା।

ଆଜି ସେ ନିଜ ସ୍ୱାମୀକୁ ଜୀବନରୁ ମା-ରି ଦେବା ପାଇଁ ପଛେଇ ନଥିଲେ। ଏପରିକି ସ୍ୱାମୀ ସୁ-ପା-ରୀ ଦିଆ ଯାଇଥିବା ଗୁ-ଣ୍ଡା ମାନଙ୍କ ଠାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ନଚେତ ରାଜଧାନୀର ରାଜ ରାସ୍ତାରେ ହା-ଣି ଦେଇଥାନ୍ତେ। ବର୍ତ୍ତମାନ ପୋ-ଲି-ସ ସିଲସିଲା ଏବଂ ଡ୍ରାଇଭର ଅଶୋକ ସାହୁଙ୍କୁ ଖୋ-ଜୁ-ଛି। ଅନ୍ୟପଟେ ସୁ-ପା-ରୀ ନେଇ ଥିବା କିଛି ସ-ନ୍ଦି-ଗ୍ଧ ଙ୍କୁ ପୋ-ଲି-ସ ଥା-ନାରେ ଅଟକ ରଖି ପଚ-ରାଉ-ଚରା କରୁଥିବା ଜଣା ପଡ଼ିଛି।

Leave a Reply

Your email address will not be published. Required fields are marked *