ସୀମା ପାର କଲା ଲ-ଜ୍ୟା:-କାଳିଆ ଦାଣ୍ଡରେ କଳା-କାରନା-ମା, ବଡ଼ ଦାଣ୍ଡ ରେ ଖୋଲମ ଖୁଲା ରୋ-ମା-ନ୍ସ କଲେ ପ୍ରେମୀଯୁଗଳ। ଦେଖନ୍ତୁ ଏହି ଭାଇରାଲ ଭିଡ଼ିଓ।

ସୋସିଆଲ ମିଡିଆରେ ଅନେକ ଭିଡ଼ିଓ ଭାଇରାଲ ହୋଇଥିବାର ଦେଖିବାକୁ ମିଳିଥାଏ। ତେବେ ସେଥିମଧ୍ୟରୁ କିଛି ଭିଡ଼ିଓ ମଜାଦାର ହୋଇଥାଏ ଆଉ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ ଜନକ ହୋଇଥାଏ। କିନ୍ତୁ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଲ-ଜ୍ୟାଜ-ନକ ଭିଡ଼ିଓ ଭିଡ଼ିଓ ଭାଇରାଲ ହେଉଥିବାର ଆପଣ ଦେଖିବାକୁ ପାଇବେ। ଏହି ଭିଡ଼ିଓ ଦେଖିବା ପରେ ଲୋକମାନଙ୍କ ର-କ୍ତ ଗରମ ହେଇ ଯାଉଛି। ତେବେ ଏଥିରେ ପ୍ରେମୀଯୁଗଳ ସମସ୍ତ ସୀମା ପାର ହୋଇ ଯାଇଥିବା ଦେଖିବାକୁ ପାଇବେ।

ଯେତେବେଳେ ଆମେ କୌଣସି ଧାର୍ମିକ ସ୍ଥଳୀକୁ ଯାଇଥାଏ ସେତେବେଳେ ଆମ ମନ ଧର୍ମରେ ପରିଣତ ହୋଇଥାଏ। ଭଗବାନଙ୍କ ପ୍ରତି ଭକ୍ତି ଓ ଶ୍ରଦ୍ଧା ଭାବ ରହିଥାଏ। ଆମ ଭାରତରେ ଚାରୋଟି ଧାମ ରହିଛି। ସେଥିମଧ୍ୟରୁ ପୁରୀ ଜଗନ୍ନାଥ ଧାମ ଚତୁର୍ଧାମ ମଧ୍ୟରୁ ଅନ୍ୟତମ। କୁହାଯାଏ ଯେ ଜଗନ୍ନାଥ କ-ଳିଯୁ-ଗର ଠାକୁର। ଯଦି ଆପଣ ଭକ୍ତି ଓ ଶ୍ରଦ୍ଧା ରେ ପ୍ରାର୍ଥନା କରିବ ତେବେ ସେ ନିଶ୍ଚିତ ଆପଣଙ୍କ ଡାକ ଶୁଣିବେ। କିନ୍ତୁ କିଛି ଲୋକଙ୍କ ଖରାପ ଅଭ୍ୟାସ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚର ବିଷୟ ପାଲଟି ଥାଏ।

ବର୍ତ୍ତମାନ ସମୟରେ ଏକ ଲ-ଜ୍ୟାଜ-ନକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ହେଉଥିବା ଭିଡ଼ିଓରେ ଆପଣ ଦେଖିବାକୁ ପାଇବେ ଯେ ଶ୍ରୀମନ୍ଦିର ସମ୍ମୁଖରେ ଦୁଇ ଯୁବକ ଓ ଯୁବତୀ ପ୍ରେମରେ ଏତେ ବୁଡି ଯାଇଛନ୍ତି ଯେ ସେ କଣ କରୁଛନ୍ତି ତାହା ଭୁଲି ଯାଇଥିଲେ। ତେବେ ଭିଡ଼ିଓରେ ଆପଣ ଦେଖିବାକୁ ପଇବେ ଯେ କାଳିଆ ଠାକୁର ଦାଣ୍ଡ ରେ ଯୁବତୀ ଜଣକ ଯୁବକଙ୍କ କୋଳରେ ବସିଛନ୍ତି। କେବଳ ସେତିକି ନୁହେଁ ଆପତ୍ତି ଜନକ କାମ କରୁଥିବାର ଆପଣ ଦେଖିବାକୁ ପାଇବେ।

ତେବେ ଧର୍ମ ସ୍ଥଳୀରେ ପ୍ରେମୀ ଯୁଗଳଙ୍କ ଏପରି କା-ରନା-ମା ତାହା ନି-ନ୍ଦା ର ବିଷୟ ପାଲଟିଛି। ପ୍ରତ୍ୟେକ ଦିନ କାଳିଆ ଠାକୁରର ଦର୍ଶନ ପାଇଁ ସହସ୍ର ଶ୍ରଦ୍ଧାଳୁ ଆସିଥାନ୍ତି। ଏହି ପ୍ରେମୀ ଯୁଗଳ ମଧ୍ୟ ଆସିଥିଲେ। କିନ୍ତୁ ଧର୍ମପୀଠରେ ଦୁହିଁଙ୍କୁ ରୋ-ମା-ନ୍ସ କରିବାର ଭୂତ ମୁଣ୍ଡକୁ ଚଢି ଥିଲା। ତେବେ ବଡ଼ ଦାଣ୍ଡ ରେ ଲାଗିଥିବା ଗଛ ପାଖରେ ବସି ପଡ଼ିଥିଲେ। ପ୍ରେମିକା ପ୍ରେମିକଙ୍କ କୋଳରେ ବସିଥିଲେ ଏବଂ ପ୍ରେମିକ ଜଣକ ପ୍ରେମିକାକୁ ଚୁ-ମ୍ବ-ନ କରୁଥିଲେ। ତେବେ ଦୁଇ ଜଣ ସେଠାରେ ଉପସ୍ଥିତ ପୋ-ଲି-ସଙ୍କ ଆଖିରେ ଧୂଳି ଦେଇ କରୁଥିଲେ। କିନ୍ତୁ ଅଳ୍ପ ସମୟ ଭିତରେ ପୋ-ଲି-ସ ଆସି ଦୁଇ ପ୍ରେମୀ ଯୁଗଳଙ୍କ ପାଖରେ ପହଞ୍ଚି ଯାଇଥିଲା।

ତେବେ ଏହି ସମସ୍ତ ଦୃ-ଶ୍ୟକୁ କେହି ଜଣେ ନିଜ ମୋବାଇଲ ଫୋନରେ ରେ-କ-ର୍ଡ଼ କରି ଦେଇଥିଲେ। ଯାହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଖୁବ ଭାଇରାଲ ହୋଇଥିଲା। ତେବେ ଏହି ଲ-ଜ୍ୟାଜ-ନକ ଭିଡ଼ିଓ ଭାଇରାଲ ହେବା ପରେ ଲୋକମାନେ ଏହାକୁ ନେଇ ଅନେକ ମତାମତ ଦେଇଛନ୍ତି। କିଛି ଲୋକ କହିଛନ୍ତି ଯେ ଏଭଳି ଯୁବପିଢ଼ି ଙ୍କୁ ଉଚିତ ଶିକ୍ଷା ଦେବା ଦରକାର।

Leave a Reply

Your email address will not be published. Required fields are marked *