ଶିବ ଲିଙ୍ଗରେ ଚଢା ଯାଇଥିବା ବେଲ ପତ୍ରକୁ ଖାଇଲେ କଣ ହୋଇଥାଏ ?

ଭଗବାନ ଶିବଙ୍କ ବେଲ ପତ୍ର ହେଉଛି ପ୍ରିୟ ପତ୍ର,ସସଥିପାଇଁ ଭଗବାନ ଶିବଙ୍କୁ ବେଲ ପତ୍ର ଅର୍ପିତ କରାଯାଏ। କିନ୍ତି ଆମେ ଯଦି ବେଲ ପତ୍ର ଠିକ ଭାବରେ ଅର୍ପିତ ନକରିଥାଉ ତେବେ ଆମର ଇଛା ପୁରଣ ହୋଇ ନଥାଏ। ତେବେ କେଉଁ ପ୍ରକାର ବେଲ ପତ୍ରର ବ୍ୟବହାର କଲେ ଭଗବାନ ଶିବ ପସର୍ଣ୍ଣ ହେବେ ଚାଲନ୍ତୁ ଜାଣିବା।

ବେଲ ପତ୍ରରେ ସାଧାରଣତଃ 3ଟି ପତ୍ର ଥାଏ କିନ୍ତୁ ଯଦି ଆପଣ କୌଣସି ବେଲ ପତ୍ରରେ 5ଟି ବେଲ ପତ୍ର ଦେଖୁଛନ୍ତି ତେବେ ଏହା ବହୁତ ଶୁଭ ହୋଇଥାଏ ଏବଂ ଏହାକୁ ଭଗବାନ ଶିବଙ୍କୁ ଅର୍ପିତ କଲେ ଆପଣଙ୍କୁ ଜୀବନରେ ବହୁତ ସୁଖ ମିଳିଥାଏ। ଆପଣ ଏହି ବେଲ ପତ୍ର କୁ ଶିବଙ୍କୁ ଅର୍ପିତ କରି ନିଜ ପାଖରେ ରଖିଲେ ବହୁତ ଭଲ ହୋଇଥାଏ।

ଏବଂ ବେଲ ପତ୍ର ଅର୍ପିତ କଲା ବେଳେ ସର୍ବଦା ପାଣି ସହିତ ବେଲ ପତ୍ରକୁ ଅର୍ପିତ କରନ୍ତୁ। ଯଦି ଆପଣଙ୍କ ବିବାହରେ ଅସୁବିଧା ହେଉଛି ତେବେ ଆପଣ 108 ବେଲ ପତ୍ରରେ ଚନ୍ଦନରେ ରାମ ରାମ ଲେଖି ଅର୍ପିତ କରନ୍ତୁ ଏବଂ ଓଁ ନମଃ ଶିବାୟ ଜପ କରନ୍ତୁ।

ଯଦି ଆପଣଙ୍କ ଦେହ ଅସୁସ୍ଥ ଅଛି ତେବେ ଚନ୍ଦନରେ ବେଲ ପତ୍ର ବୁଡାଇ ଶିବଲିଙ୍ଗରେ ଅର୍ପିତ କରନ୍ତୁ ଏବଂ ଓଁ ହୋମ ଜୁମ ସା କୁହନ୍ତୁ ଏବଂ ଜଳ ଅର୍ପିତ କରନ୍ତୁ। ଏବଂ ଯଦି ବେଲ ପତ୍ର ରସକୁ ଆଖିରେ ପକାନ୍ତି ଆଖିର ଜ୍ୟୋତି ବଢ଼ିଥାଏ ଏବଂ ବେଲ ପତ୍ର ରସକୁ ସେବନ କଲେ କାଶ ଥଣ୍ଡା ଏବଂ ମୁଣ୍ଡ ବିନ୍ଧା କମିଯାଇଥାଏ।

ସନ୍ତାନ ପ୍ରାପ୍ତ ପାଇଁ ଆପଣ ଖୀରରେ ବେଲ ପତ୍ର ବୁଢ଼ାଇ ସିବିଲିଙ୍ଗରେ ଅର୍ପିତ କରିପାରିବେ। ଶିବ ଲିଙ୍ଗରେ ଚଢା ଯାଇଥିବା ବେଲ ପତ୍ରର ସେବନ କଲେ ଦେହ ଭଲ ରହିଥାଏ ଏବଂ ସରର ଭିତରକୁ ରୋଗ ପ୍ରବେଶ କରିପାରିନାହିଁ।

Leave a Reply

Your email address will not be published. Required fields are marked *