କା-ନ୍ଦି କା-ନ୍ଦି ନିଜ ବାପା ନାମରେ ଏଭଳି କହିଲା ପୁଅ । ବାପାଙ୍କୁ ଗି-ରଫ କର । ତାଙ୍କ ଲାଗି ମୋ ମା’……….

ବାପାର ପର-କୀୟା ପ୍ରୀତି କାରଣରୁ ମା’ର ଜୀବନ ଚାଲି ଯାଇଛି । ଆଉ ଏମିତି ଏକ ଘ-ଟଣା ଘଟିବା ପରେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ବାଲେଶ୍ଵର ଜିଲ୍ଲାର ଭୋଗରାଇ ବ୍ଲକ କମରଦା ଥା-ନା ଅନ୍ତର୍ଗତ ବାଉଁଶଡିହା ପଞ୍ଚାୟତର ଗରିହଣ୍ଡା ଗ୍ରାମରେ ଥିବା ଉଦୟ କୁମାର ମାଝୀଙ୍କର ସ୍ତ୍ରୀ ଏବଂ ପୁଅ ମଧ୍ୟ ଅଛନ୍ତି । ବାବୁ ଜଣେ ଶିକ୍ଷିତ ଏବଂ ଜଣେ ଶିକ୍ଷକ ହୋଇବି ସୁଦ୍ଧା ପର-କୀୟା ପ୍ରୀତିରେ ଲିପ୍ତ ଥିଲେ ଏବଂ ଅନ୍ୟ ଜଣେ ମହିଳାଙ୍କ ପ୍ରେମରେ ପଡ଼ି ଯାଇଥିଲେ । ତେବେ ଏଭଳି ଜାଣିବା ପରେବି ସ୍ତ୍ରୀ ଧୌର୍ଯ୍ୟ ନହରାଇ ନିଜ ସ୍ୱାମୀକୁ ଅନେକ ବୁଝାଇବାକୁ ଚେଷ୍ଟା କରିଥିଲା ।

କିନ୍ତୁ ସ୍ୱାମୀ କିଛିବି ଗୁରୁତ୍ୱ ଦେଇ ନଥିଲା କିମ୍ବା ଶୁଣି ନଥିଲା । ସ୍ତ୍ରୀ ବାରମ୍ବାର ବୁଝାଇ ଆସୁଥିଲା ଯେ ଯଦି ବାପ ଏଭଳି କାମ କରେ , ତେବେ ଘରେ ଥିବା ପୁଅ ଉପରେ କୁପ୍ର-ଭାବ ପଡ଼ିବ । କିନ୍ତୁ ତଥାପି ମଣିଷ ରୂପୀ ରା-କ୍ଷସ କଥାକୁ ନଶୁଣି ମା-ଡ଼ ଗା-ଳି କରିବାରେ ଲାଗୁଥିଲା । କୌଣସି କଥାକୁ ସ୍ୱାମୀ ଶୁଣୁ ନଥିଲା । ଶେଷରେ ପରିଣାମ ଏହା ହେଲା ଯେ ସ୍ତ୍ରୀ ନିଜର ଜୀବନ ହାରି ଦେଲା । ଏପଟେ ମା’ କୁ ଝୁରି ଝୁରି ବିକଳ ହୋଇ କାନ୍ଦୁଛି ପୁଅ । ତେବେ କହବାକୁ ଗଲେ ବିଭିନ୍ନ ସମୟରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କ-ଳହ ଲାଗି ରହୁଥିଲା ।

ଉଭୟେ ସରକାରୀ ଚାକିରୀ କରୁଥିଲେ ବୋଲି ସ୍ତ୍ରୀ ଚାକିରୀ କଲେ ନାହିଁ । କାରଣ ଏପରି କଲେ ହୁଏତ ଚାକିରୀ ଚାଲିଯାଇ ପାରେ । ସବୁବେଳେ ନିଜକୁ ବୁଝିଇ ରଖୁଥିଲେ ଯେ ହୁଏତ ଆଗକୁ ମାମ-ଲା ସୁଧୁରି ଯିବ ଏବଂ ସ୍ୱାମୀ ଠିକ ବାଟକୁ ପଳାଇ ଆସିବ । ମାତ୍ର କିଛି ଲାଭ ହୋଇନଥିଲା ବରଂ ମଙ୍ଗଳବାର ଦିନ ଉଦୟଙ୍କ ପତ୍ନୀ ଦମୟନ୍ତି ନିଜ ଘର ଭିତରେ ହିଁ ଜୀବନ ହାରିଛନ୍ତି । ସେତେବେଳେ ତାଙ୍କ ପୁଅ ମଧ୍ୟ ଘରେ ନଥିଲେ । ତେବେ ଏ ସମ୍ପ-ର୍କରେ ଦମୟନ୍ତିଙ୍କ ବାପ ଘର ଲୋକେ ଜାଣିବା ପରେ ଦମୟନ୍ତିଙ୍କ ଭାଇ ବଳରାମ କହିଛନ୍ତି ଯେ ଉଦୟ କୁଆଡ଼େ ତାଙ୍କ ଭଉଣୀଙ୍କୁ ମା-ରି ଦେଇଛନ୍ତି । ଏହାକୁ ନେଇ ସେ କମରଦା ଥା-ନାରେ ଏକ ଲିଖିତ ଅଭି-ଯୋଗ ମଧ୍ୟ କରିଛନ୍ତି ।

ତେବେ ଅଭି-ଯୋଗକୁ ଆଧାର କରି କମରଦା ଥା-ନା ଅଧିକାରୀଣି ଲୋପା ମୁଦ୍ରା ପଣ୍ଡା ଏବଂ ଜଳେଶ୍ବର ବ୍ଲକ ଏସଡିପିଓ ଦିଲ୍ଲୀପ କୁମାର ସାହୁଙ୍କ ସହିତ ସାଇଣ୍ଟିଫିକ ଟିମ ଘ-ଟଣା ସ୍ଥଳରେ ପହଞ୍ଚି ଶ-ବକୁ ଜ-ବତ କରିଛି । ତେବେ ଅଭି-ଯୁକ୍ତ ଉଦୟ କୁମାର ମାଝୀଙ୍କୁ କମରଦା ଥା-ନା ଗି-ରଫ କରିବା ସହିତ ଆଜି ଭୋଗରାଇ କୋର୍ଟକୁ ଚା-ଲାଣ କରିଛି । ତେବେ ଏହି ଘଟଣରୁ ଅନୁଭବ କରନ୍ତୁ ଯେ ପର-କୀୟା ପ୍ରୀ-ତି କେତେ ଭ-ୟଙ୍କର ହୋଇପାରେ । ତେଣୁ ଏଭଳି କାମ କରୁଥିବା ଲୋକଙ୍କୁ ଏସବୁ କରିବା ପୂର୍ବରୁ ନିଶ୍ଚିତ ଭାବିବା ଉଚିତ । ନଚେତ ଏମିତି ହଜାର ହଜାର ସମ୍ପର୍କ ନ-ଷ୍ଟ ହୋଇ ଚାଲିଥିବ ।

Leave a Reply

Your email address will not be published. Required fields are marked *