ରାକ୍ଷସ ସାଜିଲା ସ୍ୱାମୀ:- ସ୍ତ୍ରୀର ଯୌ-ନା ଅଙ୍ଗକୁ ଆଘାତ ଦେଇ ଦେଇ ହ-ତ୍ୟା କଲା ସ୍ୱାମୀ। କାରଣ ଜାଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ।

ସ୍ୱାମୀ ସ୍ତ୍ରୀର ସମ୍ପର୍କ ଜନ୍ମ ଜନ୍ମାନ୍ତର ସମ୍ପର୍କ ହୋଇଥାଏ। ବାହାଘର ପରେ ସ୍ବାମୀ ସ୍ତ୍ରୀ ଦୁହେଁ ଅଗ୍ନିକୁ ସାକ୍ଷୀ ରଖି ସାତ ଜନମ ପର୍ଯ୍ୟନ୍ତ ଏକାଠି ରହିବେ ବୋଲି ପ୍ରତିଜ୍ଞା ନେଇଥାନ୍ତି। କେବଳ ସେତିକି ନୁହେଁ ଦୁହେଁ ବିପଦ ଆପଦରେ ପରସ୍ପରକୁ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥାନ୍ତି। କିନ୍ତୁ ବୈବାହିକ ଜୀବନ ଓ ସଂସାରରେ ଏମିତି ଏକ ମୋଡ଼ ଆସେ ଯାହାକି ପରସ୍ପରକୁ ଶତ୍ରୁ କରି ଦେଇଥାଏ ଏବଂ ଜୀବନ ନେବା ପାଇଁ ପଛେଇ ନଥାନ୍ତି। ବର୍ତ୍ତମାନ ଯେଉଁ ଖବର ମିଳିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ପରିବାର ଭିତରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଅନେକ ସମୟରେ କଳି ଝଗ-ଡା ହୋଇଥାଏ। କିନ୍ତୁ କଳି ଝଗ-ଡା, ରାଗ ରୁଷା ଆଦିକୁ ଛାଡି ଆମକୁ ଜୀବନ ପଥରେ ଆଗକୁ ବଢ଼ିବାରେ ଅଛି। କିନ୍ତୁ ଯଦି ଆମେ କ୍ରୋ-ଧରେ ରହୁ ତେବେ ଏଥିରେ ଆମର କ୍ଷତି ହିଁ ହୋଇଥାଏ। ବର୍ତ୍ତମାନ ସମୟରେ ସ୍ତ୍ରୀକୁ ସ୍ୱାମୀ ଅତି ନିର୍ମମ ଭାବେ ହ-ତ୍ୟା କରିଥିବା ଖବର ସାମ୍ନାକୁ ଆସିଛି। ଘଟଣାଟି ଆମ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା ଝାର ପୋଖରିଆ ଥାନା ଅନ୍ତର୍ଗତ ପାଣ୍ଡରା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ବିଳମ୍ବିତ ରାତିରେ ଘଟିଛି।

ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ କାହ୍ନୁ ସିଂ ମୂଲିଆ ବର୍ଗର ଲୋକ ଅଟେ। ସେ ସାରକଣା ଅଞ୍ଚଳର ଅଞ୍ଜଳି ସିଂ ଙ୍କୁ କିଛି ବର୍ଷ ତଳେ ବିବାହ କରିଥିଲେ। ତେବେ ଦୁହିଁଙ୍କର ମଧ୍ୟ ପାରିବାରିକ କୋଳାହଳ ପ୍ରାୟତଃ ଦେଖିବାକୁ ମିଳିଥାଏ। କିନ୍ତୁ ଦୁହିଁଙ୍କ ଜୀବନ ଭଲରେ କଟୁଥିଲେ। ଗତକାଲି ବିଳମ୍ବିତ ରାତିରେ କାହ୍ନୁ ସିଂ ମଦ୍ୟପାନ କରି ଘରକୁ ଫେରିଥିଲେ। ତେବେ ଖାଇବା ପାଇଁ ସେ ସ୍ତ୍ରୀକୁ ଡାକି ଥିଲେ କିନ୍ତୁ ସ୍ତ୍ରୀ ଘରେ ଉପସ୍ଥିତ ନଥିବା ଦେଖି ରାଗି ଯାଇଥିଲା।

ଏହାପରେ ସେ ସ୍ତ୍ରୀକୁ ଖୋଜିବା ପାଇଁ ଚାଲି ଯାଇଥିଲେ। ତେବେ ସ୍ତ୍ରୀକୁ ନଦୀ କୂଳରେ ଏକ ବୁଦା ମୂଳରେ ଅସଂଜତ ଅବସ୍ଥାରେ ପଡିଥିବାର ଦେଖିବାକୁ ପାଇଥିଲା। ତେବେ ସ୍ତ୍ରୀକୁ ଏପରି ଅବସ୍ଥାରେ ଦେଖି ସ୍ୱାମୀ ଆହୁରି କ୍ରୋଧିତ ହୋଇ ଯାଇଥିଲା। ସ୍ତ୍ରୀକୁ ଉଠେଇ ଆଣି ଘରେ କଚାଡି ଦେଇଥିଲା ଏବଂ ସ୍ତ୍ରୀର ଯୌ-ନା ଅଙ୍ଗକୁ ଅତି ନିଷ୍ଠୁର ଭାବେ ଆଘାତ ଦେଇଥିଲା। ଯାହାଫଳରେ ସ୍ତ୍ରୀର ମୃ-ତ୍ୟୁ ଘଟିଥିଲା।

ଖବର ପାଇ ଝାର ପୋଖରିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମାମଲା ରୁଜୁ କରିଛି। ସ୍ତ୍ରୀର ମୃ-ତଦେହକୁ ଶ-ବ ବ୍ୟବଚ୍ଛେଦ ପାଇଁ ପଠେଇ ଥିଲା। ତେବେ ଘଟଣାସ୍ଥଳରୁ ସ୍ୱାମୀ ଫେ-ରାର ହୋଇଯାଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *