ଦେଖନ୍ତୁ ଭିଡ଼ିଓ:- ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ବସ୍ତି ପିଲାର ଅଜବ ନାଚ, ଭିଡ଼ିଓ ଦେଖିବା ପରେ ଆପଣ ମଧ୍ୟ ନିଜ ହସକୁ ରୋକି ପାରିବେ ନାହିଁ।

ସୋସିଆଲ ମିଡ଼ିଆରେ ସର୍ବଦା କିଛି ନା କିଛି ଭିଡ଼ିଓ ଭାଇରାଲ ହେବାର ଦେଖିବାକୁ ମିଳିଥାଏ। ତେବେ ଏଥିମଧ୍ୟରୁ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ ଜନକ ହୋଇଥିବା ବେଳେ ଆଉ କିଛି ଭିଡ଼ିଓ ମଜାଦାର ହୋଇଥାଏ। ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖିବା ପରେ ଆପଣ ମଧ୍ୟ ହସି ହସି ତଳେ ଗଡି ଯିବ। ତେବେ ଭାଇରାଲ ଭିଡ଼ିଓରେ ଆପଣ ଜଣେ ବସ୍ତି ପିଲାକୁ ବାଇକ ସାଇରନ୍ ରେ ନାଚୁ ଥିବାର ଦେଖିବାକୁ ପାଇବେ।

ଛୋଟ ପିଲାଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ନାଚକୁ ନେଇ ସଉକ ରହିଥାଏ। ଗୀତ ବାଜିବା ମାତ୍ରେ ଗୋଡ଼ ଉପରକୁ ଉଠିବାକୁ ଲାଗେ ଏବଂ ଝୁମିବାକୁ ଲାଗେ। ତେବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡ଼ିଓରେ ମଧ୍ୟ କିଛି ଏହିଭଳି ଦେଖିବାକୁ ମିଳିଛି। ତେବେ ଆପଣମାନେ ଜାଣିଥିବେ ଯେ ଅନେକ ଦାମୀ ବାଇକକୁ ଚୋରିରୁ ରକ୍ଷା ପାଇବା ଅନେକ ପ୍ରକାର ସିକ୍ୟୁରୁଟି ଦେଇଥାନ୍ତି। ଅନେକ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି। କେହି କହି ବାଇକରେ ଜିପିଏସ ଟ୍ରାକର ରଖିଥିବା ବେଳେ ଆଉ କେହି କେହି ବାଇକରେ ସାଇରନ୍ ଲଗାଉଛନ୍ତି।

ତେବେ ବସ୍ତିର ପିଲା ପାଇଁ ଏହିସବୁ ପାଇଁ ନୂଆ ଅଟନ୍ତି। ତେବେ ଯେତେବେଳେ ଏକ ବସ୍ତି ପିଲାଟି ସେଠାରେ ଥିବା ଏକ ବାଇକ କୁ ଛୁଇଁବାକୁ ଲାଗିଲେ ହଠାତ ସାଇରନ୍ ବାଜିବାକୁ ଲାଗିଲା। ତେବେ ବସ୍ତି ପିଲାଟି ଏହା ଶୁଣିବା ପରେ ତା’ ପାଇଁ ଏକ ଗୀତ ପରି ଲାଗିଲା ଏବଂ ଏଥିରେ ନାଚିବାକୁ ଲାଗିଲା। ତେବେ ପିଲାଟି ବାରମ୍ବାର ବାଇକ କୁ ଧକ୍କା ମାରି ନାଚୁ ଥିଲା।

ତେବେ ଏହି ସମସ୍ତ ମଜାଦାର ଦୃଶ୍ୟକୁ କେହି ଜଣେ ନିଜ କ୍ୟାମେରାରେ କଏଦ କରି ଦେଇଥିଲା ଏବଂ ଏହାକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲା। ତେବେ ଭିଡ଼ିଓକୁ ସେୟାର କରିବା ପରେ ସୋସିଆଲ ମିଡ଼ିଆରେ ଖୁବ ମାତ୍ରରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିବା ପରେ ଲୋକମାନେ ମଧ୍ୟ ହସିବାକୁ ଲାଗୁଛନ୍ତି।

Leave a Reply

Your email address will not be published. Required fields are marked *