ଚଳନ୍ତା ଗାଡି ଉପରେ ଷ୍ଟ-ଣ୍ଟ ମା-ରିବା ଯୁବକକୁ ପଡିଲା ମ-ହଙ୍ଗା,ଭାଙ୍ଗିଗଲା ଶକ୍ତିମାନ ହେବାର ନିଶା,ଏବେ ସାଙ୍ଘା-ତିକ ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଆଜିକାର ଯୁବସମାଜ ଆଉ କାହାକୁ ମାନିବାକୁ ରାଜି ନାହାଁନ୍ତି । ସେମାନେ ନିଜ ମନ ଇଚ୍ଛା କାମ କରିବାରେ ଲାଗି ପଡିଛନ୍ତି । ବଡ଼ ସାନ ଆଉ କାହାକୁ ନାହିଁ ସେମାନଙ୍କର ଖାତିର । ବାସ୍ ନିଜ ମନ ଖୁସି ହେଲେ ସବୁ ଖୁସି । ତେବେ ଏହି ଯୁବକ ମାନେ ନିଜର ଶକ୍ତି ଦେଖାଇବା ପାଇଁ ସଦାବେଳେ ତତ୍ପର ।ଷ୍ଟ-ଣ୍ଟ ଦେଖାଇବା ପାଇଁ ଏମାନେ ସବୁବେଳେ ଆଗଭର । କିନ୍ତୁ ଏହି ଷ୍ଟ-ଣ୍ଟ କେତେବେଳେ ମହ-ଙ୍ଗା ପଡିବ , ସେ କଥା କିଏ ବା ଜାଣିଛି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡ଼ିଓ ବିଷୟରେ ଆପଣ ଜାଣିଥିବେ ନିଶ୍ଚିତ । ଜଣେ ଯୁବକ ଅଳିଆ ଗାଡି ଉପରେ ଛିଡା ହୋଇ ଦେଖାଉଥିଲେ ଷ୍ଟ-ଣ୍ଟ । କିନ୍ତୁ ଏଭଳି କରିବା ତାଙ୍କୁ ପଡିଲା ଫିକା । ସେ ସମ୍ପୂର୍ଣ୍ଣ ଭାବରେ ନେଲେ ନାମ । ଆଉ ହସ୍ପିଟାଲ ବେଡ଼ରେ ହେଲେ ଭର୍ତ୍ତି । ବର୍ତ୍ତମାନ ଆଉ କାହାକୁ କଣ ବା କହିବେ , ଚୁପଚାପ ଶୋଇ ପଡିଛନ୍ତି ବେଡ଼ ଉପରେ । ହାଡ଼ ଗୋଡ଼ ଭାଙ୍ଗି ଚୁନା ହୋଇଯାଇଛି ।

ତେବେ ଘଟ-ଣାଟି ମଧ୍ୟପ୍ରଦେଶର ବୋଲି କୁହାଯାଉଛି । କିଛି ଦିନ ତଳେ ସୋସିଆଲ ମିଡିଆରେ ଏହି ଯୁବକଙ୍କର ଭିଡ଼ିଓ ବହୁ ମାତ୍ରାରେ ଭାଇରାଲ ହୋଇଥିଲା । ଏକ ଶୁନଶାନ ରାସ୍ତାରେ ରାତି ସମୟରେ ଅଳିଆ ଗଦା ଉପରେ ଛିଡା ହୋଇ ବ୍ୟକ୍ତି ଜଣକ ଶକ୍ତିମାନ ହେବା ପାଇଁ ଚେଷ୍ଟା କରୁଛନ୍ତି । ଶକ୍ତିମାନ ଭଳି ଘୁରିବାକୁ ଚେଷ୍ଟା କରୁଛନ୍ତି । ଆହୁରିମଧ୍ୟ ପୁସଅପ ମା-ରୁଛନ୍ତି । ଆଉ ପଛରୁ କେହି ଜଣେ ତାଙ୍କର ଭିଡ଼ିଓ କରିବାରେ ଲାଗି ପଡିଛନ୍ତି ।

ତେବେ ଏହା ପରେ ଯାହା ବି ହେଲା ଆପଣ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ । ଯୁବକ ଜଣକ ସିଧା ଯାଇ ହସ୍ପିଟାଲରେ ହେଲେ ଭର୍ତ୍ତି । କାରଣ ଏହି ଷ୍ଟ-ଣ୍ଟ କରିବା ସମୟରେ ସେ ଗାଡି ତଳକୁ ଖସି ପଡ଼ିଥିଲେ । ଆଉ ତାଙ୍କ ଅବସ୍ଥା ସାଂଘା-ତିକ ହୋଇ ଯାଇଥିଲା । ସାଙ୍ଗେ ସାଙ୍ଗେ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରା ଯାଇଥିଲା। ଆଉ ତାଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ଥିଲା । ତେବେ ଏହି ଭିଡ଼ିଓଟିକୁ ଟ୍ୱିଟର ଆକାଉଣ୍ଟରେ ସେୟାର କରା ଯାଇଥିଲା । ଏପର୍ଯ୍ୟନ୍ତ ଅନେକ ଲୋକ ଏହାକୁ ଦେଖି ସାରିଲେଣି । ଆଉ ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ ଦେବାରେ ଲାଗିଛନ୍ତି ।

Leave a Reply

Your email address will not be published. Required fields are marked *