ଟୁଙ୍ଗୁରୁ ଭୋଳର ଡିମାଣ୍ଡ ! ଦୁଇ ଭରି ସୁନା ଚେନ , ୪ ଟା ମୁଦି ଆଉ ଆଇଫୋନ ଦେଲେ କୁଆଡ଼େ ବିବାହ କରିବ ବର୍ଷାକୁ

ତେବେ ଆପଣ ମାନେ ତ ନିଶ୍ଚୟ ଜାଣିଥିବେ ଯେ ବର୍ତ୍ତମାନ ସମୟରେ ଓଡ଼ିଶାରେ ସୋସିଆଲ ମିଡିଆରେ ଚାଲିଥିବା ଅତି ଚର୍ଚ୍ଚିତ ମାମ-ଲା ଟୁଙ୍ଗୁରୁ ଭୋଳ ଏବଂ ବର୍ଷାର ପ୍ରେମ କାହାଣୀ ସବୁଠି ଶୁଣିବାକୁ ମିଳୁଛି । କେଉଁଠି ବର୍ଷା ଟୁଙ୍ଗୁରୁର ଲାଇଭ କଲ ରେ-କର୍ଡ଼ ଗଣମାଧ୍ୟମରେ ଶୁଣାଉଛି ତ କେତେବେଳେ ଟୁଙ୍ଗୁରୁ ଭୋଳ ବର୍ଷା ନାମରେ ମି-ଛ କହୁଛି । ଆଉ ଏପରି ଅର୍ଥ ନଥିବା ମାମ-ଲାକୁ ମିଡ଼ିଆ ଆହୁରି ପ୍ରତ୍ସାହନ ଦେଉଛି । ତେବେ ସୂଚନା ଆପଣ ମାନେ ଜାଣିଥିବେ ଯେ ପ୍ରଥମରୁ ହିଁ ବର୍ଷା ଟୁଙ୍ଗୁରୁ ଭୋଳକୁ ନେଇ ଅନେକ କିଛି ଖୁଲାସା କରି ସାରିଛି ।

ଟୁଙ୍ଗୁରୁ ଭୋଳ କୁଆଡ଼େ ତାକୁ ବିବାହ ପାଇଁ ପ୍ରତି-ଶ୍ରୁତି ଦେଇଥିଲା । ଏମିତିକି ଗତକାଲି ମଧ୍ୟ ବିବାହ ବଦଳରେ କିଛି ଡି-ମାଣ୍ଡ କରିଥିବା ଶୁଣିବାକୁ ମିଳୁଛି । ବର୍ଷା ଅନୁଯାୟୀ ଟୁଙ୍ଗୁରୁ ପାଞ୍ଚ ଲକ୍ଷ ଟଙ୍କା , ଗୋଟିଏ ଗାଡ଼ି , ଦୁଇଭରି ସୁନା ଚେନ , ଚାରିଟା ମୁଦି ଏବଂ ଆଇଫୋନ ଦେଲେ ସେ ବର୍ଷାକୁ ବିବାହ କରି ତା ଘରକୁ ନେବ । କିନ୍ତୁ ପୂର୍ବରୁ ହିଁ ଏସବୁ ମିଛ ବୋଲି ଟୁଙ୍ଗୁରୁ କହି ଆସିଛି । କିନ୍ତୁ ପରେ ପରେ ଅଡିଓ ଭାଇରଲ ହେବାପରେ ସବୁ କଥାର ପ-ର୍ଦାଫା-ସ ହୋଇଥିଲା । ତଥାପି ତାପରେ ବର୍ଷା ଟୁଙ୍ଗୁରୁ ସହିତ କଥା ହୋଇଥିବା ଗଣମାଧ୍ୟମକୁ କହିଥିଲେ ।

ତେବେ କହିବା କଥା ଏହା ଯେ ସମଗ୍ର ଗଣମାଧ୍ୟମ ସାମ୍ନାରେ ବର୍ଷା ନିଜକୁ ପ୍ରମାଣ କରିବାରେ ବ୍ୟସ୍ତ ଯେ ଟୁଙ୍ଗୁରୁ ଯାହା କହୁଛି ସବୁ ମିଛ ଏବଂ ସେ ନିଜେ ଯାହା କହୁଛନ୍ତି ସବୁ ସତ । ପୁଣି କଥା ଆଳରେ ବୟସକୁ ନେଇ ଏକ ଉକ୍ତି ରଖୁଥିବା ମଧ୍ୟ ଦେଖିବାକୁ ମିଳିଛି । ସେହି ଅନୁଯାୟୀ ଟୁଙ୍ଗୁରୁ ନିଜ ବୟସକୁ ନେଇ ଦେଉଥିବା ମତ ସମ୍ପୂର୍ଣ୍ଣ ମି-ଛ । ତାକୁ ୨୧ ବର୍ଷ ନୁହେଁ ବରଂ ୨୫ ବର୍ଷ । ସେହିପରି ବର୍ଷାବି କୁଆଡ଼େ ୪୦ ନୁହଁନ୍ତି ବରଂ ୨୯ କି ୨୦ ହେବେ । ଏକଥା ଆମେ ନୁହେଁ ନିଜେ ବର୍ଷା କହୁଛନ୍ତି ।

ଗତକାଲି ଟୁଙ୍ଗୁରୁ ଭୋଳ ନିଜ ବାପା ମା ସାମ୍ନାରେ କୁଆଡ଼େ ବର୍ଷାଙ୍କ ସହିତ କଥା ହୋଇଥିଲା । ଟୁଙ୍ଗୁରୁ ଭୋଳର ଭାଇ ସହିତ ଯଦି ବର୍ଷା କଥା ହୁଅନ୍ତି ତେବେ ଟୁଙ୍ଗୁରୁ ସହି ପାରନ୍ତି ନାହିଁ । ପୂର୍ବରୁ ଏକ ବୟାନରେ ଟୁଙ୍ଗୁରୁ ଭୋଳ ବର୍ଷା କିଭଳି ତାଙ୍କୁ ଗାମୁଛା ପିନ୍ଧାଇ ତାଲା ମା-ରି ରଖିଥିଲା ସେହି ବିଷୟରେ କହିଥିଲା । ମାତ୍ର ବର୍ତ୍ତମାନ ବର୍ଷା ଏସବୁ କଥା ମି-ଛ ବୋଲି କହିଛନ୍ତି । ବର୍ଷାଙ୍କ ଅନୁଯାୟୀ ଟୁଙ୍ଗୁରୁ ତାଙ୍କ ପାଖରେ ରହୁଥିଲେ । ମାତ୍ର ଯେତେବେଳେ ସେ ବର୍ଷାଙ୍କୁ ୫ ଲକ୍ଷ ଟଙ୍କା ଡି-ମାଣ୍ଡ କଲେ ଏବଂ ବର୍ଷା ଦେବାକୁ ମନା କରିଦେଲେ , ସେହିଠାରୁ ହିଁ ଟୁଙ୍ଗୁରୁ ତାଙ୍କ ପାଖରେ ଆଉ ରହୁ ନଥିଲା । ଯାହା ଗତକାଲି ବର୍ଷା ଗଣମାଧ୍ୟମ ସାମ୍ନାରେ କହିଛନ୍ତି ।

Leave a Reply

Your email address will not be published. Required fields are marked *