ମୋ ପୁଅ ପାଇଁ ସୁନ୍ଦର ବୋହୁ ଆଣିଥିଲି,ହେଲେ ବୋହୂର ଅନେକ ଟୋକାଙ୍କ ସାଥିରେ ସ-ମ୍ପର୍କ।

ଶାଶୁ ଆଣିଲେ ବୋହୁଙ୍କ ନାମରେ ସାଂଘାତିକ ଅଭିଯୋଗ। ଆମକୁ ର-କ୍ଷା କର ବୋଲି ଗଣମାଧ୍ୟମରେ କହିଲେ। ବୋହୁ ଏମିତି କି ନିର୍ଯା-ତନା ଦେଲେ ଯେ ଶାଶୁ ବୋହୁଙ୍କ ନିର୍ଯା-ତନା ରେ ଅତିଷ୍ଠ ହୋଇ ଆଣିଲେ ଏପରି ଅଭି-ଯୋଗ ଆସନ୍ତୁ ନଜର ପକାଇବା। ସବୁ ପରିବାରର ଇଛା ଥାଏ ଘରକୁ ପୁଅ ପାଇଁ ଭଲ ବୋହୁଟିଏ ଖୋଜିକି ଆଣିବାକୁ। କାରଣ ବିବାହ କିଛି ଦିନ ନୁହେଁ ସାତ ଜନ୍ମର ସ-ମ୍ପର୍କ ଆମେ ବି ଠିକ ଏମିତି ଭାବି ପୁଅ ପାଇଁ ଏକ ସୁନ୍ଦର ଝିଅ ଖୋଜି ଖୋଜି ବୋହୁ କରି ଆଣିଲୁ।

ତାକୁ ଆମ ପରିବାର ବୋହୁ ନୁହେଁ ଝିଅ ରୂପେ ଗ୍ରହଣ କଲେ। କେଉଁଠି ବି ଭଲ ପାଇବା ସ୍ନେହ ଆଦର କରିବାରେ କମ କଲେ ନାହିଁ। ଆମର ପୁଅ ପାଇଁ ଯେହେତୁ ଆମେ ବୋହୁଟିଏ ଆଣିଥିଲୁ ପୁଅକୁ ଯେତିକି ଭଲ ପାଇବା ଦେଇଥିଲୁ ବୋହୂକୁ ମଧ୍ୟ ସେତିକି ଭଲ ପାଇବା ଦେଲୁ। ହେଲେ ଆମ ବୋହୁ ଗୋଟେ ଅଦ୍ଭୁତ ଝିଅଟିଏ। ସେ ଆମ ଭଲ ପାଇବାକୁ ଖାତିର କଲା ନାହିଁ। ଆମ ଭଲ ପାଇବାକୁ ପାଦରେ ଆଡେଇ ଦେଇ ହଜାରେ ଟୋକାଙ୍କ ସାଥିରେ ସମ୍ପ-ର୍କ ରଖିଲା।

ମୋର ଗୋଟିଏ ପୁଅ ବୋଲି ମୁଁ ଖୋଜି ଖୋଜି ବୋହୁ ଆଣିଥିଲି ହେଲେ ମୁଁ କଣ ଜାଣିଥିଲି ତା ସୁନ୍ଦର ଚେହେରା ଭିତରେ ଏମିତି ଅସୁନ୍ଦର କାର୍ଯ୍ୟ ଗୁଡା ଲୁ-ଚିକି ରହିଥିବ ବୋଲି।ଏପରି କହି ଶାଶୁ ଖୋଲିଛନ୍ତି ବୋହୂର ଗୁମର ସେ ବିବାହ ପୂର୍ବରୁ ଛୁଆ ନ-ଷ୍ଟ କରିଛି। ଏହି ଘ-ଟଣା ଜାଣିବା ପରେ ବୋହୂର ସମ୍ମାନ ଇଜତ ଓ ପରିବାରର ସମ୍ମାନକୁ ଦେଖି ବୋହୂକୁ ଡାକ୍ତର ଖାନା ନେଇଗଲି ବୋହୁ କହିଲା ଯେଉଁ ଡାକ୍ତର ପାଖରେ ସେ ଛୁଆ ନ-ଷ୍ଟ କରିଛି ସେହି ଡାକ୍ତର ପାଖରେ ଦେଖାଇବ।ବୋହୂର କଥା ଅନୁଯାୟୀ ଆଖି ଲୁହ କାନିରେ ପୋଛି ଦେଇ ଘଟ-ଣାକୁ ଲୁ-ଚାଇ ପକାଇଲି।ହେଲେ ଏହା ପରେ ବୋହୁ ସବୁବେଳେ ପରିବାରରେ ଝଡ଼ ସୃଷ୍ଟି କଲା।ପୁଅକୁ ମା-ରିଲା ମତେ ମା-ରିଲା। ସେ ବୋହୂ ନୁହେଁ ରା-କ୍ଷସୀ ସାଜିଲା। ଆମ ଘରକୁ ନ-ଷ୍ଟ କରିଦେଲା। ଆମେ ପିଲା ଚୁହ୍ନିବାରେ ଏକଦମ ଭୁଲ କରିଦେଲୁ।

ସବୁବେଳେ ବୋହୁ ଘରେ ଝ-ଗଡା ମା-ର ପି-ଟ ଲଗାଇ ବାପ ଘରକୁ ଚାଲିଯାଉଥିଲା। ଏହା ପରେ ଶାଶୁ ଓ ପରିବାର ଲୋକେ ଅନେକ ଥର ମିଟିଙ୍ଗ କରି ବୋହୂକୁ ନିଜ ଘରକୁ ଫେରାଇ ଆଣିଥିଲେ। ହେଲେ ବୋହୁଙ୍କ ଭିତରେ କୌଣସି ପରିବର୍ତ୍ତନ ସେମାନେ ଦେଖି ପାରିଲେ ନାହିଁ ସବୁବେଳେ ମା-ରପି-ଟ ସବୁବେଳେ ଗ-ଣ୍ଡଗୋ-ଳ କେତେବେଳେ ପୁଅକୁ ମା-ରିଲାଣି ତ ଆଉ କେତେବେଳେ ମତେ ମା-ରିଲାଣି। ହେଲେ ବି ଗୋଟିଏ ପୁଅ ବୋଲି ଆମେ ବୋହୂର ସବୁ ମା-ଡ଼ ସବୁ ଗାଳି ଖାଇ ତାକୁ ଘରେ ରଖିଥିଲୁ ଆଉ ତା ନିର୍ଯା-ତନା କୁ ସହି ଯାଉଥିଲୁ।

ଶାଶୁଙ୍କ ଅଭି-ଯୋଗ ଅନୁଯାୟୀ ଉ-ଦ୍ଧତ ବୋହୂ ଜଣଙ୍କ ନା ତାଙ୍କୁ ଖାଇବାକୁ ଭଲ ଭାବରେ ଦିଅନ୍ତି ନା ତାଙ୍କ କଥା ମଧ୍ୟ ଭଲରେ ବୁଝନ୍ତି। କେବେ ହେଲେ ଶାଶୁଙ୍କ ସହ ଭଲରେ ଟିକେ କଥା ମଧ୍ୟ ହୋଇ ନାହାଁନ୍ତି। ବିବାହ କରିବା ପୂର୍ବ ରୁ ମଧ୍ୟ ଅନେକ ପୁଅ ଙ୍କ ସହିତ ଖରାପ ସମ୍ପ-ର୍କ ରଖି ଆସିଥିଲେ ବୋହୂ । ମାତ୍ର ଏ ସମ୍ବନ୍ଧରେ ଧୀରେ ଧୀରେ ବିବାହ ପରେ ଜାଣିବାକୁ ପାଇଲେ ଶାଶୂଘର ପରିବାର ଲୋକେ ।

ଏ ବିଷୟରେ ଶାଶୂଘର ଲୋକେ କିଛି କହିଲେ ଝ-ଗଡା ଲଗାଇ ବୋହୁ ଘରୁ ଚାଲିଯାଉଥିଲେ। କେବଳ ଏତିକି ନୁହେଁ ବିବାହର ୮ ବର୍ଷ ଭିତରେ ବୋହୁ ଜଣଙ୍କ ପାଞ୍ଚ ବର୍ଷ ହେଲାଣି ଅନ୍ୟ ଏକ ପୁରୁଷ ସାଥିରେ ସ-ମ୍ପର୍କ ରଖିଥିବା ଶାଶୁ ଅଭି-ଯୋଗ ଆଣି ଆମକୁ ର-କ୍ଷା କର ବୋଲି କହିଛନ୍ତି। ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି କି ଯେଉଁ ବୋହୁ ଅନ୍ୟ ପୁରୁଷ ସାଥିରେ ସମ୍ପ-ର୍କ ରଖି ମୋ ପୁଅ ଜୀବନକୁ ଓ ଆମ ଜୀବନକୁ ନ-ଷ୍ଟ କରି ଦେଇଛି ସେଭଳି ବୋହୂକୁ ଆମେ ଗ୍ରହଣ କରିବୁ ନାହିଁ। ସେ ଆମ ଘରକୁ ନ-ର୍କ କରି ସାରିଲାଣି ଆମେ ତାର ବହୁତ ନିର୍ଯା-ତନା ସହିଲୁଣି ହେଲେ ଆଉ ନୁହେଁ ଏଥର ଆମକୁ ମୁକ୍ତି ଦରକାର। ଆମେ ତା ନିର୍ଯା-ତନା ରୁ ମୁକ୍ତି ଚାହୁଁଛୁ କହି ଗଣମାଧ୍ୟମରେ ର-କ୍ଷା କର ବୋଲି କହିଛନ୍ତି ଶାଶୁ।

Leave a Reply

Your email address will not be published. Required fields are marked *